Base Word
צָמֵא
Short Definitionthirsty (literally or figuratively)
Long Definitionthirsty
Derivationfrom H6770
International Phonetic Alphabett͡sˤɔːˈmeʔ
IPA modt͡sɑːˈmeʔ
Syllableṣāmēʾ
Dictiontsaw-MAY
Diction Modtsa-MAY
Usage(that) thirst(-eth, -y)
Part of speecha

Deuteronomy 29:19
ଆଉ ଯେପରି ଏହି ଅଭିଶାପର କଥା ଶକ୍ସ୍ଟଣି ମନମେନେ ଆପଣାର ଧନ୍ଯବାଦ କରି ନ କ ହେ ଯେ, 'ଆମ୍ଭେ ଶକ୍ସ୍ଟଖିଲା ସଙ୍ଗେ ଓଦାକକ୍ସ୍ଟ ଧ୍ବଂସ କରିବା ପାଇଁ ଆପଣା ଦୃଦଯ ରେ କାଠିନ୍ଯ ଅନକ୍ସ୍ଟସା ରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହବେ।'

2 Samuel 17:29
ସମାନେେ ମଧ୍ଯ ମହକ୍ସ୍ଟ, ଦହୀ, ମଷେ ଏବଂ ଲହକ୍ସ୍ଟଣୀ ଆଣିଲେ। ସମାନେେ ଏହିସବୁ ସାମଗ୍ରୀଗକ୍ସ୍ଟଡିକ ଦାଉଦ ଓ ତାଙ୍କର ଲୋକମାନଙ୍କୁ ଆଗ ରେ ଉତ୍ସର୍ଗ କଲେ। କାରଣ ସମାନେେ କହିଲେ, ଲୋକମାନେ ମରକ୍ସ୍ଟଭୂମିରେ ନିଶ୍ଚିତ କ୍ଷକ୍ସ୍ଟଧାର୍ତ୍ତ, କ୍ଲାନ୍ତ ଓ ତୃଷାର୍ତ୍ତ ହାଇେଥିବେ।

Psalm 107:5
ସମାନେେ କ୍ଷୁଧିତ ଓ ତୃଷାର୍ତ୍ତ ଥିଲେ ଏବଂ ସମାନେେ ଦୁର୍ବଳ ହାଇୟୋଇଥିଲେ।

Proverbs 25:21
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ। ସେ ଯବେେ ତୃଷିତ ହୁଏ, ତାହାକୁ ଜଳପାନ କରାଅ।

Isaiah 21:14
ସମାନେେ କେତକେ ତୃଷାର୍ତ୍ତ ପଥିକମାନଙ୍କୁ ଜଳ ଦେଲେ। ଟମାେ ଦେଶବାସୀ କେତକେ ପଳାତକ ପଥିକଙ୍କୁ ଖାଦ୍ୟ ଦେଲେ।

Isaiah 29:8
ଯେପରି ସ୍ବପ୍ନ ରେ କ୍ଷୁଧାର୍ତ୍ତ ଖାଏ ଏବଂ ତୃଷାର୍ତ୍ତ ପିଏ। କିନ୍ତୁ ବାସ୍ତବ ରେ ସହେି ସଂପୃକ୍ତ ଲୋକମାନେ କ୍ଷୁଧାର୍ତ୍ତ ଏବଂ ତୃଷାର୍ତ୍ତ ଥାନ୍ତି, ଠିକ୍ ସହେିପରି ସହେି ଜାତିଗଣ ସିୟୋନ ପାଇଁ ସମାନଙ୍କେର ଇଚ୍ଛା ଅନୁସାରେ କିଛି କରିପାରିବେ ନାହିଁ।

Isaiah 32:6
କାରଣ ଜଣେ ମୃତ ନିର୍ବୋଧ କଥା କହିବ ଓ ତାହାର ହୃଦଯ ରେ ଅଧର୍ମ କଥା କଳ୍ପନା କରିବ। ସେ ସର୍ବଦା ଭ୍ରାନ୍ତିମୂଳକ କାର୍ୟ୍ଯ କରିବ ସେ ସଦାପ୍ରଭୁଙ୍କ ପ୍ରତିକୂଳ ରେ ମନ୍ଦକଥା କହିବ। ସେ କ୍ଷୁଧିତକୁ ଖାଦ୍ୟ ଦବେ ନାହିଁ କି ତୃଷିତକୁ ଜଳଦାନ କରିବ ନାହିଁ।

Isaiah 44:3
'ଆମ୍ଲଭ ତୃଷିତ ଭୂମି ଉପସର ଜଳ ଓ ଶୁଷ୍କ ଭୂମି ଉପସର ଜଳଲଷାର୍ତ ଢ଼ାଳିବା। ଆମ୍ଲଭ ତୁମ୍ଭ ବଂଶ ଉପସର ଆପଣା ଆତ୍ମା ଓ ତୁମ୍ଭ ସନ୍ତାନଗଣ ଉପସର ଆପଣା ଆଶୀର୍ବାଦ ବର୍ଷାଇବା।

Isaiah 55:1
ହେ ତୃଷାର୍ତ୍ତଗଣ, ତୁମ୍ଭମାନେେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ଯ ବ୍ଯକ୍ତି ମଧ୍ଯ ଆସୁ। ତୁମ୍ଭମାନେେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ଯ ରେ ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்