Base Word
צֶדֶק
Short Definitionthe right (natural, moral or legal); also (abstractly) equity or (figuratively) prosperity
Long Definitionjustice, rightness, righteousness
Derivationfrom H6663
International Phonetic Alphabett͡sˤɛˈd̪ɛk’
IPA modt͡sɛˈdɛk
Syllableṣedeq
Dictiontseh-DEK
Diction Modtseh-DEK
Usage× even, (× that which is altogether) just(-ice), (un-)right(-eous) (cause, -ly, -ness)
Part of speechn-m

Leviticus 19:15
ତୁମ୍ଭମାନେେ ବିଚାର ରେ ପକ୍ଷପାତ କରିବ ନାହିଁ, ତୁମ୍ଭମାନେେ ଦରିଦ୍ର ପ୍ରତି ସ୍ବତନ୍ତ୍ର ସୁବିଧା ଦବେ ନାହିଁ କିମ୍ବା ବିଚାର ରେ ଧନୀ ପ୍ରତି ଅଦିକ ଗୁରୁତ୍ଯ ଦବେ ନାହିଁ। ତୁମ୍ଭର ପୋଡେଶୀମାନଙ୍କ ପ୍ରତି ନ୍ଯାଯ ବିଚାର କରିବ।

Leviticus 19:36
ଯଥାର୍ଥ ଦଣ୍ଡି, ଯଥାର୍ଥ ବଟକରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହବେ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସହେି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

Deuteronomy 1:16
ସହେି ସମୟରେ, ମୁ ତୁମ୍ଭର ବିଚାରପତି ମାନଙ୍କୁ କହିଥିଲି, 'ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶକ୍ସ୍ଟଣ ଓ ତାହାର ଯଥାର୍ଥ୍ଯ ବିଚାରକର। ଏହା ଇଶ୍ରାୟେଲୀୟ ଓ ଇଶ୍ରାୟେଲୀୟମାନଙ୍କ ମଧିଅରେ ହେଉ ବା ଇଶ୍ରାୟେଲୀୟ ଓ ବିଦେଶୀମାନଙ୍କ ମଧିଅରେ ହେଉ, ତୁମ୍ଭର ବିଚାର ନିରପେକ୍ଷ ହବେ।

Deuteronomy 16:18
ସଦାପ୍ରଭୁ ତୁମ୍ଭମାନଙ୍କର ଦ୍ବାରା ଦତ୍ତ ସମସ୍ତ ସହର ପାଇଁ ବିଚାରକର୍ତ୍ତା ଓ ଅଧିକାରୀମାନଙ୍କୁ ବାଛିବା ଉଚିତ୍। ପ୍ରେତ୍ୟକକ ଗୋଷ୍ଠୀଯ ଏପରି କରିବା ଉଚିତ୍। ଏବଂ ସହେି ଲୋକମାନେ ସମାନଙ୍କେୁ ଶାସନ କରିବେ ଓ ନ୍ଯାଯ ସକ୍ସ୍ଟରକ୍ଷିତ କରିବେ।

Deuteronomy 16:20
ଯାହା ସର୍ବୋତଭାବେ, ୟାଥାର୍ଥ ତୁମ୍ଭେ ତା'ର ଅନକ୍ସ୍ଟଗାମୀ ହକ୍ସ୍ଟଅ। ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।

Deuteronomy 16:20
ଯାହା ସର୍ବୋତଭାବେ, ୟାଥାର୍ଥ ତୁମ୍ଭେ ତା'ର ଅନକ୍ସ୍ଟଗାମୀ ହକ୍ସ୍ଟଅ। ତହିଁରେ ତୁମ୍ଭେ ବଞ୍ଚିବ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଦେଶ ଦିଅନ୍ତି, ତାହା ଅଧିକାର କରିବ।

Deuteronomy 25:15
ତୁମ୍ଭେ ଯଥାର୍ଥ ଓ ନ୍ଯାଯ ବଟକରା ରଖିବ। ପକ୍ସ୍ଟଣି ଯଥାର୍ଥ ଓ ନ୍ଯାଯ ପରିମାଣ ପାତ୍ର ରଖିବ, ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ, ସହେି ଦେଶ ରେ ତୁମ୍ଭର ଦିନ ଦୀର୍ଘ୍ଯ ହବେ।

Occurences : 118

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்