Base Word
צְבִי
Short Definitionsplendor (as conspicuous)
Long Definitionbeauty, glory, honor
Derivationfrom H6638 in the sense of prominence
International Phonetic Alphabett͡sˤɛ̆ˈbɪi̯
IPA modt͡sɛ̆ˈviː
Syllableṣĕbî
Dictiontseh-BEE
Diction Modtseh-VEE
Usagebeautiful(-ty), glorious(-ry), goodly, pleasant, roe(-buck)
Part of speechn-m
Base Word
צְבִי
Short Definitiona gazelle (as beautiful)
Long Definitionbeauty, glory, honor
Derivationfrom H6638 in the sense of prominence
International Phonetic Alphabett͡sˤɛ̆ˈbɪi̯
IPA modt͡sɛ̆ˈviː
Syllableṣĕbî
Dictiontseh-BEE
Diction Modtseh-VEE
Usagebeautiful(-ty), glorious(-ry), goodly, pleasant, roe(-buck)
Part of speechn-m

Deuteronomy 12:15
ତୁମ୍ଭମାନେେ ଯେଉଁଠା ରେ ବାସ କରିବ, ସଠାେରେ ତୁମ୍ଭମାନେେ କୃଷ୍ନସାର ଓ ମୃଗ ଜାତୀଯ ସକ୍ସ୍ଟସ୍ଥ ପ୍ରାଣୀ ବଧକରି ଆପଣା ଇଛା ମତେ ଖାଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କଠାରକ୍ସ୍ଟ ପ୍ରାଲ୍ଗ ଆଶୀର୍ବାଦ ଅନକ୍ସ୍ଟସା ରେ ଶକ୍ସ୍ଟଚି ଓ ଅଶକ୍ସ୍ଟଚି ଲୋକମାନେ ମଧ୍ଯ ଏହି ମାଂସ ଭକ୍ଷଣ କରିପାରିବେ।

Deuteronomy 12:22
ତୁମ୍ଭମାନେେ କୃଷ୍ନସାର ଓ ହରିଣ ଭୋଜନ କରିବାପରି ଏହି ମାଂସ ଭୋଜନ କରିପାରିବ। ସୂଚି ଓ ଅସୂଚି ଲୋକ ସମସ୍ତେ ଏହା ଭୋଜନ କରିପାରିବେ। କୃଷ୍ନସାର ଓ ମୃଗ ମାଂସ ଭୋଜନ ପରି ଶକ୍ସ୍ଟଚି ଲୋକ ଓ ଅଶକ୍ସ୍ଟଚି ଲୋକେ ସମସ୍ତେ ଏହାକକ୍ସ୍ଟ ଭୋଜନ କରିପାରିବେ।

Deuteronomy 14:5
ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହକ୍ସ୍ଟଟିଆ ହରିଣ ଓ ଚମରିଗାଈ।

Deuteronomy 15:22
କିନ୍ତୁ ନିଜ ଫାଟକ ଭିତ ରେ ତୁମ୍ଭମାନେେ ତାକକ୍ସ୍ଟ ଭୋଜନ କରିପାରିବ। ଶକ୍ସ୍ଟଚି ଓ ଅଶକ୍ସ୍ଟଚି ଲୋକ ସମସ୍ତେ ଭୋଜନ କରି ପାରନ୍ତି। କୃଷ୍ତସାର ଓ ହରିଣ ମାଂସ ଭୋଜନ କରିବାର ନିଯମ ଯାହା ଏହି ମାଂସ ଭୋଜନ କରିବାର ନିଯମ ଠିକ୍ ତାହା।

2 Samuel 1:19
ହେ ଇଶ୍ରାୟେଲ, ତୁମ୍ଭର ସୌନ୍ଦର୍ୟ୍ଯ ତୁମ୍ଭର ପର୍ବତକକ୍ସ୍ଟ ଭାଙ୍ଗି ଦଲୋ। ଦେଖ! କମେିତି ସହେି ବୀରଗଣଙ୍କର ପତନ ହେଲା।

2 Samuel 2:18
ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।

1 Kings 4:23
30 ମହଣ ସରୁ ମଇଦା, 60 ମହଣ ସୁଜୀ, 10 ଗୋଟି ପୁଷ୍ଟ ଗୋରୁ, 20 ଗୋଟି ଗୋରୁ ଚରାସ୍ଥାନରୁ, 100 ମେଷ, ଏହାଛଡ଼ା ଅନେକ ହରିଣ, କୃଷ୍ଣସାର, ବନ ଗୋରୁ ଓ ପୁଷ୍ଟ ପକ୍ଷୀ ଥିଲେ।

1 Chronicles 12:8
ଦାଉଦଙ୍କର ମରୁଭୂମିସ୍ଥ ଦୁର୍ଗ ରେ ଗାଦ୍ ପରିବାର ବର୍ଗର କେତଜେଣ ଆସି ସଠାେରେ ବାସ କଲେ। ସମାନେେ ୟୁଦ୍ଧ ବିଦ୍ଯା ରେ ତାଲିମପ୍ରାପ୍ତ ଅତି ସାହସୀ ସୈନ୍ଯଗଣ ଥିଲେ। ସମାନେେ ବର୍ଚ୍ଛା ଓ ଢ଼ାଲ ଚାଳନା ରେ ଦକ୍ଷ ଥିଲେ। ସମାନେେ ସିଂହ ପରି ଅତି ଭୟଙ୍କର ଥିଲେ। ପର୍ବତ ରେ ହରିଣ ସଦୃଶ ଦ୍ରୁତ ଗତି ରେ ଦୌଡ଼ି ମଧ୍ଯ ପାରୁଥିଲେ।

Proverbs 6:5
ଆପଣାକୁ ଉଦ୍ଧାର କର, ଯେପରି ହରିଣ ବ୍ଯାଧଠାରୁ ଦୌଡ଼ି ପଳାଏ ଓ ପକ୍ଷୀମାନେ ଫାସରୁ ରହିୟାଆନ୍ତି।

Song of Solomon 2:7
ହେ ୟିରୁଶାଲମ ଚତୁପାଶର୍‌ବର କ୍ଷେତ୍ରସବୁ, କ୍ଷେତ୍ରସ୍ଥିତ ହରିଣୀ ଓ ମୃଗୀଗଣର ନାମ ରେ ମାଠାେ ରେ ପ୍ରତିଜ୍ଞା କର। ଉଚିତ୍ ସମୟରେ ନ ହବୋ ପର୍ୟ୍ଯନ୍ତ ପ୍ ରମେକୁ ଜଗାଅ ନାହିଁ।

Occurences : 32

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்