Base Word
אָפַף
Short Definitionto surround
Long Definitionto surround, encompass
Derivationa primitive root
International Phonetic Alphabetʔɔːˈpɑp
IPA modʔɑːˈfɑf
Syllableʾāpap
Dictionaw-PAHP
Diction Modah-FAHF
Usagecompass
Part of speechv

2 Samuel 22:5
ମାରେ ଶତୃମାନେ ସର୍ବଦା ମାେତେ ମାରିବାକକ୍ସ୍ଟ ଚେଷ୍ଟା କରିଛନ୍ତି। ମୃତକ୍ସ୍ଟ୍ଯର ଲହରୀ ମାେତେ ବେଷ୍ଟନ କଲା, ବନ୍ଯାଜଳ ମାେତେ ମୃତକ୍ସ୍ଟ୍ଯର ଗହ୍ବରକକ୍ସ୍ଟ ନଇଗେଲା।

Psalm 18:4
ମାରେ ଶତ୍ରୁମାନେ ଯେତବେେଳେ ମାେତେ ହତ୍ଯା କରିବାକୁ ଚେଷ୍ଟା କରୁଥିଲେ ମୃତ୍ଯୁର ରଶି ମାେତେ ସେତବେେଳେ ବାନ୍ଧିବାକୁ ଯାଉଥଲା ମାରେ ଚାରିଆଡ଼ୁ। ମୁଁ ବନ୍ଯାରେ କବଳିତ ହାଇେ ମୃତ୍ଯୁ ଆଡ଼କୁ ଭାସି ଚାଲିଥିଲି,

Psalm 40:12
ଦୁଷ୍ଟ ଲୋକମାନେ ମାେ ଚାରିକଡ଼ରେ ଘରେି ରହିଛନ୍ତି। ସମାନେେ ଅନକେ ୟାହାକି ଗଣିବା କଷ୍ଟକର। ମାେ ପାପ ମାେତେ ଧରାଇ ଦଇେଛି, ତଣେୁ ମୁଁ ମାରେ ପାପରୁ ଉଦ୍ଧାର ପାଇପାରିବି ନାହିଁ। ମାରେ ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ଯାଠାରୁ ଅଧିକ ଓ ମାରେ ହୃଦଯ ମାେତେ ପରିତ୍ଯାଗ କରିଅଛି।

Psalm 116:3
ମୃତ୍ଯୁର ରଜ୍ଜୁ ଚତୁଃପାଶର୍‌ବରେ ପ୍ରାଯ ମାେତେ ବାନ୍ଧି ଦଲୋ। କବର ତା'ର ଫାନ୍ଦ ସହିତ ମାରେ ପାଖାପାଖି ହାଇେଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି।

Jonah 2:5
ସମୁଦ୍ର ଜଳ ମାେ ଉପର ଦଇେ ପ୍ରବାହିତ ହେଲା। ସମୁଦ୍ର ପାଣି ମାରେ ପାଟି ଉପର ଦଇେ ପ୍ରବାହିତ ହେଲା ଯାହା ଫଳ ରେ ମୁଁ ନିଃଶ୍ବାସ ନଇେ ପାରୁନଥିଲି। ମୁଁ ସମୁଦ୍ରର ଗଭୀରତମ ସ୍ଥାନକୁ ଗଲି, ସମୁଦ୍ର ପାଣି ମାେତେ ଆବୃତ କଲା। ସମୁଦ୍ର ତଳେ ଥିବା ଉଦ୍ଭିଦ ମାରେ ମୁଣ୍ତ ଗ୍ଭରିପଟେ ଆବୃତ ହେଲା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்