Base Word
פָּצָה
Short Definitionto rend, i.e., open (especially the mouth)
Long Definitionto part, open, separate, set free
Derivationa primitive root
International Phonetic Alphabetpɔːˈt͡sˤɔː
IPA modpɑːˈt͡sɑː
Syllablepāṣâ
Dictionpaw-TSAW
Diction Modpa-TSA
Usagedeliver, gape, open, rid, utter
Part of speechv

Genesis 4:11
ଭୂମିରେ ତୁମ୍ଭ ଭାଇର ରକ୍ତ ଢ଼ାଳିଲ। ସେଥିପାଇଁ ତୁମ୍ଭେ ଅଭିଶପ୍ତ ହେଲ ଏବଂ ତୁମ୍ଭକୁ ଭୂମିରୁ ବାହାର କରାୟିବ।

Numbers 16:30
ମାତ୍ର ସଦାପ୍ରଭୁ ଯବେେ କୌଣସି ନୂତନ କର୍ମ କରନ୍ତି, ଆଉ ପୃଥିବୀ ଆପଣା ମୁଖ ବିସ୍ତାର କରି ସମାନଙ୍କେୁ ଓ ସମାନଙ୍କେ ସର୍ବସ୍ବ ଗ୍ରାସ କରେ, ସମାନଙ୍କେୁ ଜିଅନ୍ତା କବର ଦିଅ, ତବେେ ତୁମ୍ଭେ ମା ହୃଦବୋଧ କରିବ ଯେ, ସମାନେେ ସଦାପ୍ରଭୁଙ୍କୁ କଳୁଷିତ କରିଅଛନ୍ତି।

Deuteronomy 11:6
ତୁମ୍ଭମାନେେ ଦେଖିଛ ରୂବନରେ ପକ୍ସ୍ଟତ୍ର ଇଲୀଯାବର ସନ୍ତାନ ଦାଥନକ୍ସ୍ଟ ଓ ଅବୀରାମ ପ୍ରତି ଯାହା ଯାହା ସବୁ ସେ କରିଛନ୍ତି, ପୃଥିବୀ ଯେପରି ଆପଣା ମକ୍ସ୍ଟଖ ବିସ୍ତାର କରି ସମସ୍ତ ଇଶ୍ରାୟେଲ ମଧ୍ଯବର୍ତ୍ତୀ ସମାନଙ୍କେୁ ଓ ସମାନଙ୍କେ ପରିଜନବର୍ଗଙ୍କକ୍ସ୍ଟ ଓ ସମାନଙ୍କେ ତମ୍ବୁ ଓ ସମାନଙ୍କେ ପଶ୍ଚାତବର୍ତ୍ତୀ ସମସ୍ତ ପ୍ରାଣୀକକ୍ସ୍ଟ ଗ୍ରାସ କଲା, ଏ ସମସ୍ତ ତୁମ୍ଭର ପିଲାମାନେ ଦେଖି ନାହାଁନ୍ତି।

Judges 11:35
ଯେତବେେଳେ ୟିଲ୍ଗହ ଦେଖିଲେ ତାଙ୍କର କନ୍ଯା ଯେ କି ପ୍ରଥମେ ଗୃହରକ୍ସ୍ଟ ବାହାର ହାଇେ ତାଙ୍କୁ ଦଖାେ ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, ହେ ମାରେ କନ୍ଯା! ତୁମ୍ଭେ ମାେତେ ଧ୍ବଂସ କରିଦଲେ। ତୁମ୍ଭେ ମାରେ ଦକ୍ସ୍ଟଃଖର କାରଣ ହେଲ, କାରଣ ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଆପଣା ମକ୍ସ୍ଟଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ପ୍ରତିଜ୍ଞା ଫରୋଇ ନଇେପାରିବି ନାହିଁ।

Judges 11:36
ୟିଲ୍ଗହର କନ୍ଯାକହିଲା, ହେ ମାରେ ପିତା ତୁମ୍ଭେ ସଦାପ୍ରଭୁଙ୍କ ନିକଟରେ କିଛି ପ୍ରତିଜ୍ଞା କଲ। ବର୍ତ୍ତମାନ ମାେ ପ୍ରତି ସହେି ଅନକ୍ସ୍ଟସା ରେ କର। ଆପତତଃ, ସଦାପ୍ରଭୁ ତୁମ୍ଭର ଶତୃ ଅେମ୍ମାନୀୟମାନଙ୍କୁ ପରାସ୍ତ କରିବା ରେ ତକ୍ସ୍ଟମ୍ଭଙ୍କକ୍ସ୍ଟ ସାହାୟ୍ଯ କଲେ।

Job 35:16
ତେଣୁ ଆୟୁବ, ତାହାର ମୂଲ୍ଯହୀନ କଥା ଜାରି ରେଖ। ଏହା ଅତି ସହଜ ରେ ଜଣାୟାଏ ଯେ, ଆୟୁବ ଜାଣେ ନାହିଁ ସେ କ'ଣ କହୁଛି।

Psalm 22:13
ସମାନେେ ମୁଖ ମଲୋଇ ରହିଛନ୍ତି ସତେ ୟମେିତି ଏକ ସିଂହ ତା'ର ଶିକାର ପଶୁକୁ ଆଗରେ ଦେଖି ଗର୍ଜ୍ଜନ କରେ।

Psalm 66:14
ମୁଁ ତୁମ୍ଭ ଆଗରେ ଶପଥ କରିଛି। ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।

Psalm 144:7
ସଦାପ୍ରଭୁ ସ୍ବର୍ଗରୁ ଓହ୍ଲାଇ ଆସ ଏବଂ ମାେତେ ରକ୍ଷା କର। ମାେତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ। ମାେତେ ବିଦେଶୀମାନଙ୍କଠାରୁ ରକ୍ଷା କର।

Psalm 144:10
ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்