Base Word
פְּלַח
Short Definitionto serve or worship
Long Definitionto serve, worship, revere, minister for, pay reverence to
Derivationcorresponding to H6398
International Phonetic Alphabetpɛ̆ˈlɑħ
IPA modpɛ̆ˈlɑχ
Syllablepĕlaḥ
Dictionpeh-LA
Diction Modpeh-LAHK
Usageminister, serve
Part of speechv

Ezra 7:24
ଆହୁରି ଯାଜକମାନଙ୍କର, ଲବେୀୟମାନଙ୍କର, ଗାଯକମାଙ୍କର, ଦ୍ବାରପାଳମାନଙ୍କର ନାଥୀନୀଯମାନଙ୍କର ଓ ପରମେଶ୍ବରଙ୍କ ଏହି ମନ୍ଦିରର ସବେକମାନଙ୍କର କାହାରି ଉପରେ କର, ରାଜସ୍ବ ବା ମାସୁଲ ବସାଇବା ବ୍ଯବସ୍ଥା ବିରୁଦ୍ଧ ହବେ ବୋଲି ଆମ୍ଭମାନେେ ତୁମ୍ଭକୁ ଜଣାଉ ଅଛୁ।

Daniel 3:12
ଆଉ ଆପଣ ବାବିଲ ପ୍ରଦେଶର ରାଜ କର୍ମ ରେ ନିୟୁକ୍ତ କରିଥିବା କେତକେ ୟିହୁଦୀ ଲୋକ, ଶଦ୍ରକ, ମୈଶକ୍ ଓ ଅବଦନଗେୋ ଯେଉଁମାନେ କି ଆପଣଙ୍କ ଆଜ୍ଞା ପାଳନ କରି ନାହାନ୍ତି। ସମାନେେ ଆପଣଙ୍କ ଦବଗେଣର ସବୋ କରନ୍ତି ନାହିଁ କି ଆପଣଙ୍କ ସ୍ଥାପିତ ସୁବର୍ଣ୍ଣ ପ୍ରତିମାକୁ ପୂଜା କରନ୍ତି ନାହିଁ।

Daniel 3:14
ଆଉ ନବୂଖଦ୍ନିତ୍ସର ସମାନଙ୍କେୁ ପଚାରିଲେ, ହେ ଶଦ୍ରକ, ମୈଶକ୍ ଓ ଅବେଦ୍-ନଗୋ, ଏହା କଣ ସତ୍ଯ, ତୁମ୍ଭମାନେେ ମାରେ ଦବେତାଗଣର ପୂଜା କରୁନାହିଁ ଓ ମାରେସ୍ଥାପିତ ସୁବର୍ଣ୍ଣମଯ ପ୍ରତିମାକୁ ପ୍ରଣାମ କରୁନାହିଁ।

Daniel 3:17
ଯଦି ଆପଣ ଆମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷପେ କରନ୍ତି ତବେେ ଯାହାଙ୍କୁ ଆମ୍ଭମାନେେ ସବୋ କରୁଅଛୁ ସହେି ପରମେଶ୍ବର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।

Daniel 3:18
ଆଉ ଏପରିକି ପରମେଶ୍ବର ଯଦି ଆମ୍ଭମାନଙ୍କୁ ରକ୍ଷା କରିବାକୁ ନଆସନ୍ତି ତଥାପି ଆମ୍ଭମାନେେ ଆପଣଙ୍କ ଦବେତାଗଣର ପୂଜା କରିବୁ ନାହିଁ କି ଆପଣଙ୍କ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ।

Daniel 3:28
ତା'ପ ରେ ନବୂଖଦ୍ନିତ୍ସର କହିଲା, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ବର ଧନ୍ଯ, ଯେ ହତେୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନିଜଣ ଆପଣା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦବେତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ଯ ରାଜବାକ୍ଯ ଅମାନ୍ଯ କରି ଆପଣା ପରମେଶ୍ବରଙ୍କ ସବୋ କଲେ।

Daniel 6:16
ତହୁଁ ରାଜାଙ୍କ ଆଦେଶ ରେ ସମାନେେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତ ରେ ନିକ୍ଷପେ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, ତୁମ୍ଭେ ଯେଉଁ ପରମେଶ୍ବରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।

Daniel 6:20
ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ବର ରେ ଡାକିଲା, ହେ ଜୀବିତ ପରମେଶ୍ବରଙ୍କ ସବେକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ବରଙ୍କୁ ସବୋ କରୁଅଛ, ସହେି ପରମେଶ୍ବର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?

Daniel 7:14
ତାହାଙ୍କୁ କତ୍ତୁର୍ତ୍ବ, ମହିମା ଓ ରାଜ୍ଯ ପ୍ରଦତ୍ତ ହେଲା। ତେଣୁ ସମୁଦାଯ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନେ ତାଙ୍କର ଉପାସନା କରିବେ। ତାଙ୍କର ବିଧି ଅନନ୍ତକାଳୀନ ଓ ତାହା ଲୁପ୍ତ ହବେନାହିଁ। ଆଉ ତାଙ୍କର ରାଜ୍ଯ ଅବିନାଶୀ ହବେ।

Daniel 7:27
ଆଉ ରାଜତ୍ବ, କତ୍ତୃର୍ତ୍ବ ଓ ରାଜ୍ଯ ସମୂହର ମହିମା ସର୍ବୋପରିସ୍ଥ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ଦତ୍ତ ହବେ। ତାଙ୍କର ରାଜ୍ଯ ଅନନ୍ତ କାଳ ପାଇଁ ସ୍ଥାଯୀ ହବେ ଓ ଅନ୍ୟ ସମସ୍ତ ଶାସକ ଗୋଷ୍ଠୀ ତାଙ୍କର ସବୋ କରିବେ ଓ ତାଙ୍କର ଆଜ୍ଞାବହ ହବେେ।'

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்