Base Word
פֶּלֶא
Short Definitiona miracle
Long Definitionwonder, marvel
Derivationfrom H6381
International Phonetic Alphabetpɛˈlɛʔ
IPA modpɛˈlɛʔ
Syllablepeleʾ
Dictionpeh-LEH
Diction Modpeh-LEH
Usagemarvellous thing, wonder(-ful, -fully)
Part of speechn-m

Exodus 15:11
ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କୌଣସି ଦବେତା ଅଛି କି? ନା, ତୁମ୍ଭ ପରି ଆଉ କହେି ନାହିଁନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ୟ୍ଯ ଶକ୍ତି ରେ ପରିପୂର୍ଣ୍ଣ, ତୁମ୍ଭେ ବଡ ଅଦ୍ଭୁତ କାର୍ୟ୍ଯ କର!

Psalm 77:11
ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ। ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ୟ୍ଯ କର୍ମସବୁ ମୁଁ ମନେ ପପାଏ।

Psalm 77:14
ତୁମ୍ଭେ ହେଉଛ ପରମେଶ୍ବର ୟିଏକି ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି। ତୁମ୍ଭେ ଗୋଷ୍ଠୀଯମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।

Psalm 78:12
ପରମେଶ୍ବର ତାଙ୍କର ମହାନଶକ୍ତି ସିୟୋନ୍ ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦଖାଇେଥିଲେ।

Psalm 88:10
ତୁମ୍ଭେ କ'ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯା କର ? ମୃତ ଲୋକମାନେ କ'ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ ?

Psalm 88:12
ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯା ଦେଖି ପାରିବେ ନାହିଁ। ପୃଥିବୀରେ ମୃତ ଲୋକମାନେ ଭୁଲିୟାଇ ତୁମ୍ଭ ସୁଗୁଣ ପ୍ରଶଂସା କରିପାରିବେ ନାହିଁ।

Psalm 89:5
ହେ ସଦାପ୍ରଭୁ, ସ୍ବର୍ଗ ତୁମ୍ଭର ଆଶ୍ଚର୍ୟ୍ଯ କର୍ମମାନର ପ୍ରଶଂସା କରୁଛି। ପବିତ୍ରଗଣର ସମାନ ତୁମ୍ଭ ବିଶ୍ବସ୍ତତାରେ ପ୍ରଶଂସା କରେ।

Psalm 119:129
ସଦାପ୍ରଭୁ ତୁମ୍ଭର ବାକ୍ଯସକଳ ଆଶ୍ଚର୍ୟ୍ଯଜନକ ଅଟେ। ସେଥିପାଇଁ ମୁଁ ତାହା ଅନୁସରଣ କରେ।

Isaiah 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'

Isaiah 25:1
ହେ ସଦାପ୍ରଭୁ, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭର ପ୍ରତିଷ୍ଠା କରିବି ଓ ତୁମ୍ଭ ନାମର ପ୍ରଶଂସା କରିବି। କାରଣ ତୁମ୍ଭେ ସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ସମ୍ପାଦନ କରିଛ। ତୁମ୍ଭେ ପୁରାତନ କାଳ ରେ ୟହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ଯ ରେ ପରିଣତ ହାଇେଛି। ତୁମ୍ଭେ ଯାହାସବୁ କହିଥିଲ, ତାହାହିଁ ଘଟିଅଛି।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்