Base Word
פּוּחַ
Short Definitionto puff, i.e., blow with the breath or air; hence, to fan (as a breeze), to utter, to kindle (a fire), to scoff
Long Definitionto breathe, blow
Derivationa primitive root
International Phonetic Alphabetˈpuː.ɑħ
IPA modˈpu.ɑχ
Syllablepûaḥ
DictionPOO-ah
Diction ModPOO-ak
Usageblow (upon), break, puff, bring into a snare, speak, utter
Part of speechv

Psalm 10:5
ମନ୍ଦ ଲୋକମାନେ ସବୁବେଳେ ମନ୍ଦ କାର୍ୟ୍ଯ କରିବାକୁ ମନ ବଳାନ୍ତି। ସମାନେେ ପରମେଶ୍ବରଙ୍କ ବ୍ଯବସ୍ଥା ଓ ସମସ୍ତ ଉତ୍ତମ ଶିକ୍ଷାକୁ ଗ୍ରହଣ କରନ୍ତି ନାହିଁ। ପରମେଶ୍ବରଙ୍କର ଶତ୍ରୁମାନେ ତାଙ୍କର ଉପଦେଶକୁ ଅବଜ୍ଞା କରନ୍ତି।

Psalm 12:5
କିନ୍ତୁ ସଦାପ୍ରଭୁ କହନ୍ତି, ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଚୋରାଇ ନିଅନ୍ତି। ସମାନେେ ଅସହାୟ ଲୋକଙ୍କଠାରୁ ଜିନିଷ ନଇୟୋଆନ୍ତି। କିନ୍ତୁ ମୁଁ ସମାନଙ୍କେ ଉଦ୍ଦେଶ୍ଯ ସଫଳ ହବୋକୁ ଦବେି ନାହିଁ ଓ ମୁଁ ସହେି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।

Proverbs 6:19
ମିଥ୍ଯା ସାକ୍ଷୀ, ଯେ ମିଥ୍ଯା କହି ଭାଇମାନଙ୍କ ମଧିଅରେ କଳିର ବୀଜ ବୁଣେ।

Proverbs 12:17
ସତ୍ଯବାଦୀମାନେ ନ୍ଯାଯପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ଯାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି।

Proverbs 14:5
ବିଶ୍ବସ୍ତ ସାକ୍ଷୀ ମିଥ୍ଯା କ ହେ ନାହିଁ। ମାତ୍ର ମିଥ୍ଯାବାଦୀ ସାକ୍ଷୀ ମିଥ୍ଯାଚରଣ କରେ।

Proverbs 14:25
ସତ୍ଯ ସାକ୍ଷୀ ତା'ର ପ୍ରାଣ ରକ୍ଷା କରେ। ମାତ୍ର ମିଥ୍ଯା ପ୍ରବଞ୍ଚନା ଜନକ।

Proverbs 19:5
ଯେଉଁ ଲୋକ ଅନ୍ୟ ବିରୁଦ୍ଧ ରେ ମିଥ୍ଯା ରଚନା କରେ, ସେ ଦଣ୍ଡ ପାଇବ। ଯେ ମିଛ କ ହେ ସେ ଶାସ୍ତିରୁ ରକ୍ଷା ପାଇବ ନାହିଁ।

Proverbs 19:9
ମିଥ୍ଯା ସାକ୍ଷୀ ଦଣ୍ଡିତ ହବେ। ମିଥ୍ଯାବାଦୀ ଧ୍ବଂସ ପାଇବ।

Proverbs 29:8
ନିନ୍ଦକ ମନୁଷ୍ଯ ନଗର ରେ ଅସୁବିଧା ପ୍ରଜ୍ଜ୍ବଳିତ କରନ୍ତି। କିନ୍ତୁ ଜ୍ଞାନୀ ମନୁଷ୍ଯମାନେ କୋରଧକୁ ଶାନ୍ତ କରନ୍ତି।

Song of Solomon 2:17
ହେ ମାରେ ପ୍ରିଯତମ, ଯେତବେେଳେ ଦିନ ଆ ସେ ଓ ଛାଇ ତୁମ୍ଭଠାରୁ ଗଡ଼ିୟାଏ, ଫରେିଆସ, ବେଥର ପର୍ବତର ହରିଣ ଓ ମୃଗଶାବକ ତୁଲ୍ଯ ହୁଅ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்