Base Word
פְּאֵר
Short Definitionan embellishment, i.e., fancy head-dress
Long Definitionhead-dress, ornament, turban
Derivationfrom H6286
International Phonetic Alphabetpɛ̆ˈʔer
IPA modpɛ̆ˈʔeʁ
Syllablepĕʾēr
Dictionpeh-ARE
Diction Modpeh-ARE
Usagebeauty, bonnet, goodly, ornament, tire
Part of speechn-m

Exodus 39:28
ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡି ଓ ସୂକ୍ଷ୍ମ କ୍ଷୋମ ସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଲ ଜଙ୍ଘିଆ ପ୍ରସ୍ତୁତ କଲେ।

Isaiah 3:20
ଶିରୋଭୂଷଣ ଓ ପାଦର ବଳା, କଟିବନ୍ଧନୀ, ଅତରଦାନୀ ଓ କବଚ

Isaiah 61:3
ସିୟୋନର ଶାେକର୍ତ୍ତ ଲୋକମାନଙ୍କୁ ଯୋଗାଇ ଦବୋକୁ ଓ ଭସ୍ମ ପରିବର୍ତେ ଭୂଷଣ, ଦୁଃଖ ପରିବର୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମାେତେ ପ୍ ରରଣେ କରିଅଛନ୍ତି । ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ବିତ ହବେେ, ଏଥିପାଇଁ ସମାନେେ 'ଧର୍ମରୂପ ବୃକ୍ଷ' ଓ 'ତାଙ୍କର ଉଦ୍ୟାନ ବୋଲି ବିଖ୍ଯାତ ହବେେ।'

Isaiah 61:10
ମୁଁ ସଦାପ୍ରଭୁଙ୍କଠା ରେ ଅତିଶଯ ଆନନ୍ଦ କରିବି, ମାରେ ପ୍ରାଣ ମାରେ ପରମେଶ୍ବରଙ୍କଠା ରେ ଉଲ୍ଲସିତ ହବେ ; କାରଣ ବର ଯେପରି ଭୂଷଣ ରେ ନିଜକୁ ଭୂଷିତ କରେ ଓ କନ୍ଯା ଯେପରି ନିଜକୁ ରତ୍ନ ରେ ଭୂଷିତା କରେ ସହେିପରି ସେ ପରିତ୍ରାଣରୂପ ବସ୍ତ୍ର ରେ ମାେତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ର ରେ ମାେତେ ଆବୃତ କରିଅଛନ୍ତି।

Ezekiel 24:17
ଦୁଃଖ ରେ ଦୀର୍ଘ ନିଶ୍ବାସ ଛାଡ଼, ମାତ୍ର ଉଚ୍ଚ ସ୍ବର ରେ ନୁହେଁ। ମୃତ ପତ୍ନୀ ପାଇଁ ବିଳାପ କର ନାହିଁ। ସବୁଦିନ ବସ୍ତ୍ର ପରିଧାନ କଲାପରି ବସ୍ତ୍ର ପିନ୍ଧ, ମସ୍ତକରେ ଶିରୋଭୂଷଣ ବାନ୍ଧ, ପାଦ ରେ ପାଦୁକା ପିନ୍ଧ ଓ ତୁମ୍ଭର ଓଷ୍ଠାଧର ଆଚ୍ଛାଦନ କର ନାହିଁ। ଶୋକକାରୀମାନଙ୍କର ପ୍ରଥାନୁମାଦେିତ ଖାଦ୍ୟ ଖାଅ ନାହିଁ।

Ezekiel 24:23
ଏବଂ ତୁମ୍ଭମାନେେ ତୁମ୍ଭର ମସ୍ତକରେ ଶିରୋଭୂଷଣ ଆଚ୍ଛାଦନ କରିବ ୟୋତା ପିନ୍ଧିବ। ତୁମ୍ଭମାନେେ ତୁମ୍ଭର ଶାେକ ପ୍ରକାଶ କରିବ ନାହିଁ, କ୍ରନ୍ଦନ କରିବ ନାହିଁ। କିନ୍ତୁ ତୁମ୍ଭମାନେେ ନିଜ ନିଜ ପାପ ଯୋଗୁଁ କ୍ଷଯ ହାଇଯେିବ। ଜଣେ ଅନ୍ୟ ନିକଟରେ ନୀରବ ରେ ବିଳାପ କରିବ।

Ezekiel 44:18
ସମାନଙ୍କେ ମସ୍ତକରେ ମସିନା ବସ୍ତ୍ରର ପଗଡ଼ି ଓ କଟି ଦେଶ ରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ। ସ୍ବଦେ ଜାତ ହେଲାଭଳି କୌଣସି ପୋଷାକ ସମାନେେ ପିନ୍ଧିବେ ନାହିଁ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்