Base Word
עַשְׁתֵּי
Short Definitioneleven or (ordinal) eleventh
Long Definitionone, eleven, eleventh
Derivationapparently masculine plural construction of H6247 in the sense of an afterthought (used only in connection with H6240 in lieu of H0259)
International Phonetic Alphabetʕɑʃˈt̪ei̯
IPA modʕɑʃˈtei̯
Syllableʿaštê
Dictionash-TAY
Diction Modash-TAY
Usageeleven(-th)
Part of speechn

Exodus 26:7
ଆଉ ଏକ ତମ୍ବୁ ତିଆରି କର ଯାହାକି ଏହି ପବିତ୍ର ଆବାସକୁ ଘୋଡାଇ ରହିବ। ତମ୍ବୁଟି କରିବା ପାଇଁ ଛଳେିର ଚମଡା ରେ ନିର୍ମିତ ହାଇେଥିବା ଏଗାରଟି ପରଦା ବ୍ଯବହାର କର।

Exodus 26:8
ଏହି ଏଗାର ଖଣ୍ଡ କପଡା ଏକ ପ୍ରକାର ଆକାର ବିଶିଷ୍ଟ ହବୋ ଉଚିତ୍। ଏହାର ଲମ୍ବ ତିରିଶ ହାତ ଓ ପ୍ରସ୍ଥ ଚାରିହାତ ହବୋ ଉଚିତ୍।

Exodus 36:14
ଏହାପରେ ସହେି ଶିଳ୍ପୀଗଣ ସହେି ପବିତ୍ର ତମ୍ବୁର ଆଚ୍ଛାଦନାର୍ଥକ ପବିତ୍ର ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ୟବନିକା ପ୍ରସ୍ତୁତ କଲେ।

Exodus 36:15
ପ୍ରେତ୍ୟକକ ୟବନିକାର ଲମ୍ବ ତିରିଶ ହାତ ଓ ପ୍ରସ୍ଥ ଚାରିହାତ ବିଶିଷ୍ଟ ହେଲା। ସହେି ଏକାଦଶ ୟବନିକାର ସମାନ ପରିମାଣ ଥିଲା।

Numbers 7:72
ଏକାଦଶ ଦିନ ଆଶେର ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗୀୟେଲ ନିଜ ଉପହାର ଉତ୍ସର୍ଗ କଲା।

Numbers 29:20
ଆଉ ଉତ୍ସବର ତୃତୀୟ ଦିନ ରେ ଏଗାରଟି ଷଣ୍ତ, ଦୁଇଟି ଅଣ୍ତିରା ମଷେ ଓ ଏକବର୍ଷୀଯ ଚଉଦଟି ମଷେଶାବକ ଉତ୍ସର୍ଗ କରାୟିବା ଉଚିତ୍। ଏହି ପଶୁଗୁଡିକର କୌଣସି ଖୁଣ ନଥିବା ଉଚିତ୍।

Deuteronomy 1:3
କିନ୍ତୁ ଏହାଥିଲା ଚାଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନ ରେ ମାଶାେ ଇଶ୍ରାୟେଲୀୟମାନଙ୍କୁ ସଦାପ୍ରଭୁଙ୍କର ଆଜ୍ଞା ଅନକ୍ସ୍ଟସା ରେ ସଦାପ୍ରଭୁଙ୍କର ବାକ୍ଯମାନ କହିଥିଲେ।

2 Kings 25:2
ସମାନଙ୍କେର ସୈନ୍ଯବାହିନୀ ସିଦିକିଯ ରାଜାଙ୍କ ଏକାଦଶ ବର୍ଷ ରାଜତ୍ବ କାଳ ପର୍ୟ୍ଯନ୍ତ ୟିରୁଶାଲମକୁ ଅବରୋଧ କରି ଘରେି ରଖିଲେ।

1 Chronicles 12:13
ଯିରିମିୟ ଦଶମ ସନୋଧ୍ଯକ୍ଷ ଥିଲେ, ମଗ୍ବନ୍ନଯ ଏକାଦଶ ସନୋଧ୍ଯକ୍ଷ ଥିଲେ।

1 Chronicles 24:12
ଏକାଦଶ ଦଳ ଥିଲା ଇଲୀଯାଶୀବଙ୍କ ଦଳ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்