Base Word
עָשָׁן
Short Definitionsmoke, literally or figuratively (vapor, dust, anger)
Long Definitionsmoke
Derivationfrom H6225
International Phonetic Alphabetʕɔːˈʃɔːn̪
IPA modʕɑːˈʃɑːn
Syllableʿāšān
Dictionaw-SHAWN
Diction Modah-SHAHN
Usagesmoke(-ing)
Part of speechn-m

Genesis 15:17
ସୂର୍ୟ୍ଯାସ୍ତ ପରେ, ଯେତବେେଳେ ଏହା ଘାରେ ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ଯଳନ୍ତ ମଶାଲ ହଠାତ୍ ଦଖାଗେଲା ଏବଂ ତାହା ଦୁଇ ଧାଡ଼ି ରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ଯ ଦଇେ ଗଲା।

Exodus 19:18
ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।

Exodus 19:18
ସୀନଯ ପର୍ବତ ଧୂଆଁ ରେ ପରିପୂର୍ଣ୍ଣ ଥିଲା। ଚିମିନିରୁ ଧୁଆଁ ବାହାରିଲା ପରି ପର୍ବତରୁ ଧୂଆଁ ବାହରୁଥିଲା। ଏପରି ଘଟିଲା କାରଣ ସଦାପ୍ରଭୁ ଅଗ୍ନି ବାହନ ରେ ପର୍ବତ ରେ ଅବତରଣ କରିଥିଲେ। ପର୍ବତଟି କମ୍ପନ କରିବାକୁ ଲାଗିଲା।

Joshua 8:20
ଅଯର ଲୋକମାନେ ପଛକକ୍ସ୍ଟ ବକ୍ସ୍ଟଲି ଦେଖିଲେ ସମାନଙ୍କେର ନଗର ନିଆଁ ରେ ଜଳକ୍ସ୍ଟଅଛି। ସମାନେେ ଦେଖିଲେ ଧୂଁଆ ଧାର ଆକାଶକକ୍ସ୍ଟ ଛକ୍ସ୍ଟଉଁଛି, ତେଣୁ ସମାନେେ ସମାନଙ୍କେର ଶକ୍ତି ଓ ସାହସ ହରାଇଲେ। ସମାନେେ ଆଉ ଇଶ୍ରାୟେଲ ସୈନ୍ଯମାନଙ୍କ ପଛ ରେ ଗୋଡ଼ାଇଲେ ନାହିଁ। ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡ଼ନ୍ତିକ୍ସ୍ଟଥିବା ଇଶ୍ରାୟେଲର ସୈନ୍ଯମାନେ ମଧ୍ଯ ଆଉ ଆଗଇେଲେ ନାହିଁ। ସମାନେେ ବକ୍ସ୍ଟଲି ପଡିଲେ ଓ ଅଯର ୈସନ୍ଯମାନଙ୍କୁ ଗୋଡ଼ାଇଲେ। ଅଯର ସୈନ୍ଯମାନଙ୍କ ପାଇଁ ଦୌଡି ପଳାଇବାକକ୍ସ୍ଟ ଆଉ ନିରାପଦ ସ୍ଥାନ ନଥିଲା।

Joshua 8:21
ଯିହାଶୂେୟ ଓ ଇଶ୍ରାୟେଲର ଲୋକମାନେ ଅନକ୍ସ୍ଟଭବ କଲେ ଯେ, ଲକ୍ସ୍ଟଚିଥିବା ସୈନ୍ଯମାନେ ନଗରଟିକକ୍ସ୍ଟ ସମାନଙ୍କେର ନିଯନ୍ତ୍ରଣ ମଧ୍ଯକକ୍ସ୍ଟ ନଇେ ଗଲଣେି। ସମାନେେ ଧୂଁଆର ସ୍ତମ୍ଭ ଆକାଶ ରେ ଦେଖିବାକକ୍ସ୍ଟ ପାଇଲେ। ଏଣୁ ସମାନେେ ଅଯର ସୈନ୍ଯ ଆଡକକ୍ସ୍ଟ ଦୌଡିଗଲେ ଓ ସମାନଙ୍କେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ।

Judges 20:38
ବର୍ତ୍ତମାନ ଯେଉଁ ଇଶ୍ରାୟେଲୀୟ ଲୋକମାନେ ଲକ୍ସ୍ଟଚି ରହିଲେ, ସମାନେେ ଏକ ଯୋଜନା ପ୍ରସ୍ତକ୍ସ୍ଟତ କଲେ। ସମାନେେ ନଗରରକ୍ସ୍ଟ ବୃହତ୍ ଧୂମ ମେଘ ଉଠାଇବେ। ଇଶ୍ରାୟେଲୀୟ ଲୋକଙ୍କ ସହିତ ସମାନଙ୍କେର ଏହି ନିଷ୍ପତ୍ତି ହାଇୟୋଇ ଥିଲା।

Judges 20:40
କିନ୍ତୁ ହଠାତ୍ ଏକ ଧୂଆଁର ବାଦଲ ସହର ଉପରେ ଉଠିଲା। ବିନ୍ଯାମୀନର ସୈନ୍ଯମାନେ ବକ୍ସ୍ଟଲିକରି ଚାହିଁଲେ ଏବଂ ଦେଖିଲେ କ'ଣ ସବୁ ଗ୍ଭଲକ୍ସ୍ଟଛି। ସମାନେେ ଦେଖିଲେ ଯେ, ବକ୍ସ୍ଟଲି ଦେଖନ୍ତିତ ନଗର ରେ ନିଆଁ ଜଳକ୍ସ୍ଟଛି।

2 Samuel 22:9
ପରମେଶ୍ବରଙ୍କର ନାକରୁ ଧୂଆଁ ନିର୍ଗତ ହେଲା, ଜ୍ବଳନ୍ତ ଅଗ୍ନିଶିଖା ତାଙ୍କର ମକ୍ସ୍ଟଖରକ୍ସ୍ଟ ବାହାରିଲା। ଜଳନ୍ତ ଅଙ୍ଗାର ସବୁ ତାଙ୍କଠାରକ୍ସ୍ଟ ନିର୍ଗତ ହବୋକକ୍ସ୍ଟ ଲାଗିଲା।

Job 41:20
ତା'ର ନାକରୁ ଧୂଆଁ ବାହା ରେ ସତେ ଯମେିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହା ରେ।

Psalm 18:8
ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା। ଜ୍ବଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା। ଜ୍ବଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହବୋକୁ ଲାଗିଲା।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்