Base Word
עָשִׁיר
Short Definitionrich, whether literal or figurative (noble)
Long Definition(adj) rich, wealthy
Derivationfrom H6238
International Phonetic Alphabetʕɔːˈʃɪi̯r
IPA modʕɑːˈʃiːʁ
Syllableʿāšîr
Dictionaw-SHEER
Diction Modah-SHEER
Usagerich (man)
Part of speechn-m

Exodus 30:15
ଧନୀ ବ୍ଯକ୍ତି ଅର୍ଦ୍ଧ ଶକେଲରୁ ଅଧିକ ଦବୋ ଉଚିତ୍ନୁ ହେଁ। ଗରିବ ଲୋକମାନେ ଅର୍ଦ୍ଧ ଶକେଲରୁ କମ୍ ଦବୋ ଉଚିତ୍ ନୁହେଁ। ସମସ୍ତ ନବୈେଦ୍ଯ ସମାନ ହବୋ ଉଚିତ୍। ତୁମ୍ଭ ଜୀବନର ପ୍ରାଯଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟିବ।

Ruth 3:10
ଏହାପରେ ବୋୟଜ କହିଲା, ହେ ୟକ୍ସ୍ଟବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ। ତୁମ୍ଭେ ମାେ ପ୍ରତି ଅନକେ ଦୟା ଦଖାଇେଛ। ତୁମ୍ଭର ମାେ' ପ୍ରତି ଦୟା ପୂର୍ବରକ୍ସ୍ଟ ନୟମୀକକ୍ସ୍ଟ ଦଖାଇେଥିବା ଦୟାଠାରକ୍ସ୍ଟ ଆହକ୍ସ୍ଟରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ୟକ୍ସ୍ଟବକକକ୍ସ୍ଟ ଠିକ୍ କରି ବିବାହ କରିପାରିଥାନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ।

2 Samuel 12:1
ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।

2 Samuel 12:2
ଧନୀ ଲୋକର ଅତି ବହକ୍ସ୍ଟତ ଗାଈ, ବଳଦ ଓ ମାେଣ୍ତାପଲ ଥିଲା।

2 Samuel 12:4
ତା'ପରେ ଜଣେ ୟାତ୍ରୀ ଆସିଲେ ଓ ସହେି ଧନୀ ଲୋକଙ୍କକ୍ସ୍ଟ ଦେଖିଲେ। ତହିଁରେ ସହେି ଧନୀ ଲୋକଟି, ତା' ନିକଟକକ୍ସ୍ଟ ଆସିଥିବା ଅତିଥି ପାଇଁ ରାନ୍ଧିବାକକ୍ସ୍ଟ ନିଜ ପଲରକ୍ସ୍ଟ ଓ ନିଜ ଗୋଠରକ୍ସ୍ଟ ନଇେ ମେଣ୍ତା ଖାଇବାକକ୍ସ୍ଟ ଦବୋକକ୍ସ୍ଟ ଇଛା କଲା ନାହିଁ। ମାତ୍ର ସହେି ଦରିଦ୍ର ଲୋକଟିର ମେଣ୍ତା ଛକ୍ସ୍ଟଆଟିକକ୍ସ୍ଟ ନଇେ ଅତିଥିଙ୍କ ପାଇଁ ରାନ୍ଧିଲା।

Job 27:19
ଦୁଷ୍ଟ ବ୍ଯକ୍ତି ଶାଇେବାକୁ ଗଲା ବେଳେ ତା' ପାଖ ରେ ଅମାପ ଧନ ଥିବ କିନ୍ତୁ ସକାଳୁ ସେ ଆଖି ଖାଲିବୋ ମାତ୍ ରେ ତା'ର ଧନ ଆଉ ନ ଥିବ।

Psalm 45:12
ସୋର ଦେଶର ଧନଶାଳୀ ବ୍ଯକ୍ତିମାନେ ତୁମ୍ଭକୁ ଉପହାର ଦବୋକୁ ଉପସ୍ଥିତ ହବେେ। ସମାନେେ ତୁମ୍ଭର ପକ୍ଷପାତ ଲୋଡ଼ିବେ।

Psalm 49:2
ପ୍ରେତ୍ୟକକ ମଣିଷ ଧନୀ ଦରିଦ୍ର ନିର୍ବିଶଷେରେ ସମସ୍ତେ ଶୁଣ,

Proverbs 10:15
ଧନୀ ଲୋକର ଧନ ତା'ର ଦୃଢ଼ ନଗର ସଦୃଶ। କିନ୍ତୁ ଦରିଦ୍ର ଲୋକମାନଙ୍କର ଦରିଦ୍ରତା ସମାନଙ୍କେର ବିନାଶ ଆଣେ।

Proverbs 14:20
ଦରିଦ୍ର ଆପଣା ପ୍ରତିବେଶୀ ରେ ହିଁ ଘୃଣିତ ହୁଅନ୍ତି। ମାତ୍ର ଧନବାନର ଅନକେ ବନ୍ଧୁ ଥା'ନ୍ତି।

Occurences : 23

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்