Base Word
עֶשֶׂב
Short Definitiongrass (or any tender shoot)
Long Definitionherb, herbage, grass, green plants
Derivationfrom an unused root meaning to glisten (or be green)
International Phonetic Alphabetʕɛˈɬɛb
IPA modʕɛˈsɛv
Syllableʿeśeb
Dictioneh-SEB
Diction Modeh-SEV
Usagegrass, herb
Part of speechn-m

Genesis 1:11
ପରମେଶ୍ବର କହିଲେ, ପୃଥିବୀ ତୃଣ ଓ ସଜୀବ ଶାକ, ଜୀବ ସମ୍ବଳିତ ନିଜ ନିଜ ଜାତି ଅନୁୟାଯୀ ଫଳ ଉତ୍ପନ୍ନ କରୁ, ଏହିପରି ହେଲା।

Genesis 1:12
ପୃଥିବୀ ତୃଣ ଓ ନିଜ ନିଜ ଜାତି ଅନୁସାରେ ଜୀବ ଉତ୍ପାଦକ ଶାକ ଓ ନିଜ ନିଜ ଜାତି ଅନୁସାରେ ସଜୀବ ଫଳ ଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲା, ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶୁଥିଲା।

Genesis 1:29
ପରମେଶ୍ବର କହିଲେ, ମୁଁ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ବୀଜ ଉତ୍ପାଦକ ଗଛ ଦେଉଛି ଏବଂ ପ୍ରେତ୍ୟକକ ଗଛ ଯାହାର ଫଳ ମଧିଅରେ ବୀଜ ଅଛି ତାହା ତୁମ୍ଭର ଖାଦ୍ୟ ହବେ।

Genesis 1:30
ସମସ୍ତ ଚ଼ାରା ଗଛ ଜୀବିତ ପ୍ରାଣୀଙ୍କର ଖାଦ୍ୟ ପାଇଁ ଦଲେି, ଆକାଶ ରେ ଉଡ଼ୁଥିବା ପ୍ରେତ୍ୟକକ ପକ୍ଷୀ, ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ଏବଂ ପ୍ରେତ୍ୟକକ ଜୀବନ୍ତ ଏବଂ ନିଶ୍ବାସ ନେଉଥିବା ପ୍ରାଣୀ ମୁଁ ତୁମ୍ଭଙ୍କୁ ଦଲେି। ଏବଂ ଏହିପରି ହେଲା।

Genesis 2:5
ସହେି ସମୟରେ କୌଣସି ବୁଦା ବା ଘାସ ବଢ଼ିନଥିଲା, ସଦାପ୍ରଭୁ ପୃଥିବୀ ରେ ବର୍ଷା କରାଇ ନଥିଲେ। କାରଣ ପୃଥିବୀର ଯତ୍ନ ନବୋପାଇଁ କହେି ନଥିଲେ।

Genesis 3:18
ଭୂମିରେ କଣ୍ଟା ବୁଦା ଜନ୍ମିବ। ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ।

Genesis 9:3
ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦଇେଥିଲି। ବର୍ତ୍ତମାନ ପ୍ରେତ୍ୟକକ ପଶୁ ତୁମ୍ଭର ଖାଦ୍ୟ ହବେ। ମୁଁ ଯାହାସବୁ ପୃଥିବୀ ରେ ଦଇେଛି ତାହାସବୁ ତୁମ୍ଭର।

Exodus 9:22
ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହାତ ଆକାଶ ଆଡେ ବିସ୍ତାର କର ଏବଂ ମିଶରର ଚାରିଆଡେ ଶିଳା ବୃଷ୍ଟି ଆରମ୍ଭ ହାଇଯେିବ। ଏହି ଶିଳାବୃଷ୍ଟି ମିଶରର ଚାରିଆଡେ ମନୁଷ୍ଯ, ପଶୁ ଓ ତୃଣାଦି ଉପରେ ପଡିବ।

Exodus 9:25
ଏହି ଶିଳାବୃଷ୍ଟି ମିଶରର କ୍ଷତେ ମଧ୍ଯସ୍ଥ ସବୁକିଛି ନଷ୍ଟକଲା। ଏହି ଶିଳାବୃଷ୍ଟି, ଲୋକମାନଙ୍କୁ, ପଶୁମାନଙ୍କୁ ଓ ବୃକ୍ଷାଦି ମାନଙ୍କୁ ଧ୍ବଂସ କଲା। ଏହି ଶିଳାବୃଷ୍ଟି ମଧ୍ଯ କ୍ଷତେ ମଧ୍ଯସ୍ଥ ବୃକ୍ଷମାନଙ୍କୁ ନଷ୍ଟ କରି ପକାଇଲା।

Exodus 10:12
ସଦାପ୍ରଭୁ ମାଶାଙ୍କେୁ କହିଲେ, ମିଶରର ଭୂମିରେ ତୁମ୍ଭ ହସ୍ତ ପ୍ରସାରଣ କର, ଏବଂ ମିଶର ଭୂମିରେ ପଙ୍ଗପାଳ ଦଳ ମିଶର ରେ ମାଡିଯିବେ। ଯାହା କୁଆପଥର ବୃଷ୍ଟିରୁ ବଞ୍ଚିଛି ତାହାସବୁ ସମାନେେ ଖାଇଯିବେ।

Occurences : 33

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்