Base Word | |
עֲרָפֶל | |
Short Definition | gloom (as of a lowering sky) |
Long Definition | cloud, heavy or dark cloud, darkness, gross darkness, thick darkness |
Derivation | probably from H6201 |
International Phonetic Alphabet | ʕə̆.rɔːˈpɛl |
IPA mod | ʕə̆.ʁɑːˈfɛl |
Syllable | ʿărāpel |
Diction | uh-raw-PEL |
Diction Mod | uh-ra-FEL |
Usage | (gross, thick) dark (cloud, -ness) |
Part of speech | n-m |
Exodus 20:21
ଲୋକମାନେ ସେତବେେଳେ ସହେି ପବିତ୍ର ପର୍ବତଠାରୁ ଦୂର ରେ ରହିଲେ, ଯେ ତବେଳେ ମାଶାେ ସହେି ପର୍ବତ ଉପରକୁ, ଘନ ମେଘ ମଧ୍ଯକୁ ପରମେଶ୍ବରଙ୍କୁ ସାକ୍ଷାତ କରିବା ପାଇଁ ଗଲେ।
Deuteronomy 4:11
ତେଣୁ ସମାନେେ ମାରେ ନିକଟବର୍ତ୍ତୀ ହାଇେ ପର୍ବତ ତଳେ ଛିଡା ହେଲେ। ସହେି ସମୟରେ ସହେି ପର୍ବତ ଅନ୍ଧକାର, ମେଘ ଓ ଘୋର ଅନ୍ଧକାର ରେ ବ୍ଯାଲ୍ଗ ହାଇେଥିଲା ଓ ଗଗନର ମଧ୍ଯ ପର୍ୟ୍ଯନ୍ତ ଅଗ୍ନି ରେ ଜଳିଲା।
Deuteronomy 5:22
ମାଶାେ କହିଲେ, ସଦାପ୍ରଭୁ ପର୍ବତ ରେ ଅଗ୍ନି ଓ ମେଘ ଓ ଘାରେ ଅନ୍ଧାର ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କର ସମସ୍ତ ସମାଜପ୍ରତି ଏହି ସମସ୍ତ ବାକ୍ଯ ଉଚ୍ଚସ୍ବର ରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦକ୍ସ୍ଟଇଖଣ୍ତ ପ୍ରସ୍ତର ପଟା ରେ ଲେଖି ମାେତେ ଦେଲେ।
2 Samuel 22:10
0ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକକ୍ସ୍ଟ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ତାଙ୍କ ପାଦତଳେ ଥିଲା।
1 Kings 8:12
ତା'ପରେ ଶଲୋମନ କହିଲେ, ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ୟ୍ଯକୁ ସୂଷ୍ଟି କରିଅଛନ୍ତି ମାତ୍ର ସେ ଘୋର ଅନ୍ଧକାର ମେଘ ରେ ବାସ କରିବାକୁ ପସନ୍ଦ କରନ୍ତି
2 Chronicles 6:1
ଏହାପରେ ଶଲୋମନ କହିଲେ, ସଦାପ୍ରଭୁ ସେ ଗାଢ଼ ମେଘ ମଧିଅରେ ବାସ କରିବେ।
Job 22:13
ଆୟୁବ ତୁମ୍ଭେ ହୁଏତ କହିପାର, 'ପରମେଶ୍ବର କ'ଣ ଜାଣନ୍ତି ? ପରମେଶ୍ବର କ'ଣ ସହେି ଘନ ଅନ୍ଧକାର ବାଦଲ ମଧ୍ଯରୁ ଆମ୍ଭକୁ ଦେଖି ବିଚାର କରନ୍ତି ?
Job 38:9
ସେତବେେଳେ ମୁଁ ତାକୁ ମେଘଦ୍ବାରା ଆବୃତ କଲି ଓ ଏହାକୁ ନିବିଡ଼ ଅନ୍ଧକାର ମଧିଅରେ ଗୁଡ଼ାଇ ରଖିଲି।
Psalm 18:9
ସଦାପ୍ରଭୁ ଆକାଶର ବକ୍ଷ ଚିରି ତଳକୁ ଓହ୍ଲାଇ ଆସିଲେ। ସେ ଘନ ଅନ୍ଧକାର ବାଦଲ ଖଣ୍ଡ ଉପରେ ଦଣ୍ଡାଯମାନ ହେଲେ।
Psalm 97:2
ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି।
Occurences : 15
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்