Base Word
עֶצְיוֹן גֶּבֶר
Short DefinitionEtsjon-Geber, a place on the Red Sea
Long Definitionthe last station during the exodus of the Israelites before they came to the wilderness of Zin; located near Elath at the head of the Gulf of Akaba
Derivationfrom H6096 and H1397; backbone-like of a man
International Phonetic Alphabetʕɛt͡sˤˈjon̪ ɡɛˈbɛr
IPA modʕɛt͡sˈjo̞wn ɡɛˈvɛʁ
Syllableʿeṣyôn geber
Dictionets-YONE ɡeh-BER
Diction Modets-YONE ɡeh-VER
UsageEzion-geber
Part of speechn-pr-loc

Numbers 33:35
ପୁଣି ସମାନେେ ଆବ୍ରୋଣାରୁ ୟାତ୍ରା କରି ଇତସିୟୋନ ଗବରେ ରେ ଛାଉଣୀ ସ୍ଥାପନ କଲେ।

Numbers 33:36
ସମାନେେ ଇତ୍ସିୟୋନ-ଗବରରେୁ ୟାତ୍ରା କଲେ ଓ ସିନ୍ ମରୁଭୂମିରେ କାଦେଶଠା ରେ ଛାଉଣୀ ସ୍ଥାପନ କଲେ।

Deuteronomy 2:8
ତେଣୁ ଆମ୍ଭମାନେେ ଆମ୍ଭର ଭାତୃଗଣ ସଯେୀର ନିବାସୀ ଏଷୌମାନଙ୍କ ପାଖଦଇେ ଗଲକ୍ସ୍ଟ, ସଠାେରକ୍ସ୍ଟ ଏଲତ୍ ଓ ଇତସିୟୋନ-ଗବରେ ପଦାଭୂମିରେ ପଥଠାରକ୍ସ୍ଟ ୟାତ୍ରାକରି ସଠାେରକ୍ସ୍ଟ ଆମ୍ଭେ ଫରେି ମାୟୋବ ପ୍ରାନ୍ତର ପଥଦଇେ ୟାତ୍ରା କଲକ୍ସ୍ଟ।

1 Kings 9:26
ଅନନ୍ତର ଶଲୋମନ ରାଜା ଇଦୋମ ଦେଶ ରେ ଲୋହିତ ସାଗର ତୀରସ୍ଥ ଏଲତ ନିକଟବର୍ତ୍ତୀ ଇତ୍ସିଯୋନ ଗବରେ ରେ ଜାହାଜମାନ ନିର୍ମାଣ କଲେ।

1 Kings 22:48
ଯିହାଶାଫେଟ୍ ଓଫୀରକୁ ୟାଇ ସୁନା ଆଣିବା ସକାେଶ ତର୍ଶୀଶର କେତକେ ବାଣିଜ୍ଯ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲାନାହିଁ କାରଣ ସହେି ଜାହାଜଗୁଡିକ ଇତ୍ସିୟୋନ୍ଗବରେ ରେ ଭାଙ୍ଗିଗଲା।

2 Chronicles 8:17
ଏହାପରେ ଶଲୋମନ ଇତ୍ସିୟୋନ-ଗବରେ ଓ ଏଲତ ସହରମାନଙ୍କୁ ଗଲେ। ସହେି ସହରଗୁଡ଼ିକ ଇଦୋମ ଦେଶ ରେ ସମୁଦ୍ର ନିକଟରେ ଥିଲା।

2 Chronicles 20:36
ଯିହାଶାଫେଟ୍ ଅହସିଯଙ୍କ ସହିତ ମିଳି ତର୍ଶୀଶ୍ ସହରକୁ ଯାଉଥିବା ଜାହାଜମାନ ନିର୍ମାଣ କଲେ। ସମାନେେ ଇତ୍ସିୟୋନ-ଗବେର୍ ସହର ରେ ଜାହାଜ ନିର୍ମାଣ କଲେ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்