Base Word
עָפָר
Short Definitiondust (as powdered or gray); hence, clay, earth, mud
Long Definitiondry earth, dust, powder, ashes, earth, ground, mortar, rubbish
Derivationfrom H6080
International Phonetic Alphabetʕɔːˈpɔːr
IPA modʕɑːˈfɑːʁ
Syllableʿāpār
Dictionaw-PAWR
Diction Modah-FAHR
Usageashes, dust, earth, ground, morter, powder, rubbish
Part of speechn-m

Genesis 2:7
ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।

Genesis 3:14
ସେଥିପାଇଁ ସଦାପ୍ରଭୁ ପରମେଶ୍ବର ସର୍ପକୁ କହିଲେ,

Genesis 3:19
ତୁମ୍ଭେ ମରିବା ପର୍ୟ୍ଯନ୍ତ ମୂଖର ଝାଳ ରେ ଆହାର କରିବ, ତୁମ୍ଭେ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିବ। ତୁମ୍ଭେ ଧୂଳିରୁ ନିଆୟାଇଛ, ଏଣୁ ଧୂଳି ରେ ଫରେିୟିବ।

Genesis 3:19
ତୁମ୍ଭେ ମରିବା ପର୍ୟ୍ଯନ୍ତ ମୂଖର ଝାଳ ରେ ଆହାର କରିବ, ତୁମ୍ଭେ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିବ। ତୁମ୍ଭେ ଧୂଳିରୁ ନିଆୟାଇଛ, ଏଣୁ ଧୂଳି ରେ ଫରେିୟିବ।

Genesis 13:16
ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।

Genesis 13:16
ପୃଥିବୀ ରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କହେି ପୃଥିବୀର ଧୂଳି ଗଣିପା ରେ ତବେେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣିପାରିବ।

Genesis 18:27
ଏହାପରେ ଅବ୍ରହାମ କହିଲେ, ସଦାପ୍ରଭୁ ତୁମ୍ଭ ତୁଳନା ରେ ମୁଁ କବଳେ ଧୂଳି ଓ ପାଉଁଶ। କିନ୍ତୁ ମାେତେ କ୍ଷମା କର ମୁଁ ଏତେ ସାହାସୀ ହାଇେ ଆଉ ଏକ ପ୍ରଶ୍ନ ପଚାରୁଅଛି।

Genesis 26:15
ଏଣୁ ଇସ୍ହାକଙ୍କର ପିତା ଅବ୍ରହାମ ଇସ୍ହାକଙ୍କର ପିତାଙ୍କର ଦାସମାନେ ସେସମୟରେ ଯେଉଁ ସବୁ କୂପ ଖାେଳିଥିଲେ ପଲେଷ୍ଟୀୟ ଲୋକମାନେ ମାଟି ଦ୍ବାରା ସେସବୁ ପୋତି ପକାଇଲେ।

Genesis 28:14
ତୁମ୍ଭର ବହୁତ ବଂଶ ହବେେ। ତାହା ପୃଥିବୀର ଧୂଳୀପରି ଅସଂଖ୍ଯ ହବେେ। ସମାନେେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ଯାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରପ୍ତ ହବେେ।

Exodus 8:16
ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣକୁ କୁହ ତାଙ୍କର ଆଶାବାଡି ଉଠାଇ ଭୂମିରେ ଆଘାତ କରିବ। ଏବଂ ମିଶରର ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହାଇଯେିବେ।

Occurences : 110

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்