Base Word
עֵנָב
Short Definitiona grape
Long Definitiongrape(s)
Derivationfrom an unused root probably meaning to bear fruit
International Phonetic Alphabetʕeˈn̪ɔːb
IPA modʕeˈnɑːv
Syllableʿēnāb
Dictionay-NAWB
Diction Moday-NAHV
Usage(ripe) grape, wine
Part of speechn-m

Genesis 40:10
ସହେି ଦ୍ରୀକ୍ଷାଲତା ରେ ଦିନି ଶାଖା ଥିଲା। ତାହା ପଲ୍ଲବିତ ହେଲା ଓ ତହିଁରେ ଫୁଲ ଫୁଟିଲା। ଆଉ ତା'ର ପେଣ୍ଡା ରେ ପନ୍େଥା ପନ୍େଥା ଅଙ୍ଗୁର ପାଚିଲା।

Genesis 40:11
ସେତବେେଳେ ମାେ ହସ୍ତ ରେ ଫାରୋଙ୍କର ପାନପାତ୍ର ଥିବାରୁ ସହେି ପାତ୍ର ରେ ମୁଁ ସହେି ଦ୍ରାକ୍ଷାଫଳ ଘନେି ଚିପୁଡ଼ି ଫାରୋଙ୍କର ହସ୍ତ ରେ ସହେି ପାତ୍ର ହଲିେ।

Genesis 49:11
ସେ ଦ୍ରାକ୍ଷାଲତା ନିକଟରେ ଆପଣା ଗଧକୁ ବାନ୍ଧିଲେ। ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗଧର ଛୁଆକୁ ବାନ୍ଧିବେ। ସେ ଦ୍ରାକ୍ଷାରସ ରେ ଆପଣା ଉତ୍ତରୀଯ ବସ୍ତ୍ର ଓ ଆପଣା ପରଧଯେ ବସ୍ତ୍ର ଧୋଇବେ।

Leviticus 25:5
ଯେଉଁ ଶସ୍ଯ ତୁମ୍ଭ କ୍ଷେତ୍ର ରେ ଆପେ ହାଇେଥିବା, ତାକୁ ତୁମ୍ଭମାନେେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହବେ।

Numbers 6:3
ତବେେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପଯେ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ।

Numbers 6:3
ତବେେ ସେ ଦ୍ରାକ୍ଷାରସ ଓ ସୁରା ପାନରୁ ନିଜକୁ ପୃଥକ ରଖିବ, ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ। କିମ୍ବା ସେ ଦ୍ରାକ୍ଷାଫଳ ଜାତ କୌଣସି ପଯେ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ।

Numbers 13:20
ପୁଣି ସହେି ମାଟିର ଉତ୍କର୍ଷଣ ଖୋଳ, ଉର୍ବର କି ଅନୁର୍ବର। ତହିଁ ମଧିଅରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭମାନେେ ସାହସୀ ହାଇେ ସହେି ଦେଶର ଫଳରୁ କିଛି ସଙ୍ଗ ରେ ଆଣ। ସହେି ସମୟରେ ପ୍ରଥମ ଦ୍ରାକ୍ଷାଫଳ ପାଚିବାର ଥିଲା।

Numbers 13:23
ଏହାପରେ ସମାନେେ ଇଷ୍କୋଲ ଉପତ୍ୟକା ରେ ଉପସ୍ଥିତ ହାଇେ ସଠାେରେ ଏକ ପନ୍ଡୋ ଫଳୟୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀ ରେ ବହନ କଲେ, ସମାନେେ ମଧ୍ଯ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ।

Deuteronomy 23:24
ତୁମ୍ଭେ ଆପଣା ପ୍ରତିବେଶୀର ଦ୍ରାକ୍ଷା କ୍ଷେତ୍ରକକ୍ସ୍ଟ ଗଲେ ସ୍ବେଚ୍ଛାନକ୍ସ୍ଟସା ରେ ଆପଣା ତୃଲ୍ଗି ପର୍ୟ୍ଯନ୍ତ ଦ୍ରାକ୍ଷାଫଳ ଭୋଜନ କରିପାରିବ। ମାତ୍ର ତୁମ୍ଭେ ଆପଣା ପାତ୍ର ରେ କିଛି ଅବଶିଷ୍ଟ ରଖିବ ନାହିଁ।

Deuteronomy 32:14
ସଦାପ୍ରଭୁ ଇଶ୍ରାୟେଲ ଗୋଦଧି ଓ ଛାଗଦୁଗ୍ଧ ଦବୋ ସହିତ ମଷେ ମଦେ, ବାଶନଦେଶୀଯ ମଷେ ଓ ଛାଗର ମାଂସ ସହିତ ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ ରସ ଦେଲେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்