Base Word
עָמַק
Short Definitionto be (causatively, make) deep (literally or figuratively)
Long Definitionto be deep, be profound, make deep
Derivationa primitive root
International Phonetic Alphabetʕɔːˈmɑk’
IPA modʕɑːˈmɑk
Syllableʿāmaq
Dictionaw-MAHK
Diction Modah-MAHK
Usage(be, have, make, seek) deep(-ly), depth, be profound
Part of speechv

Psalm 92:5
ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍। ତୁମ୍ଭର ବିଚାରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର।

Isaiah 7:11
ସସ କହିଲଲ, ଏ ଗୁଡ଼ିକ ସତ୍ଯସବାଲି ତୁମ୍ଲଭ ନିଜକୁ ପ୍ରମାଣ କରିବାକୁ ଏକ ଚିହ୍ନ ମାଗ।ସସହି ଚିହ୍ନ ଅଧୋଲଲାକରୁସହଉ କିମ୍ବା ଉର୍ଦ୍ଧଲଲାକରୁସହଉ ସଦାପ୍ରଭୁଙ୍କୁସସହି ଚିହ୍ନ ମାଗ।'

Isaiah 29:15
ଯେଉଁମାନେ ସଦାପ୍ରଭୁଙ୍କଠା ରେ ନିଜ ନିଜ ମନ୍ତ୍ରଣାକୁ ଲୁଚାଇବାକୁ ଚେଷ୍ଟା କରନ୍ତି ସମାନେେ ଦୁଃଖ ପାଆନ୍ତି। ସମାନେେ ଅନ୍ଧକାର ରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, କହେି ଆମ୍ଭମାନଙ୍କୁ ଦେଖୁ ନାହିଁ କି କହେି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।'

Isaiah 30:33
ତାଫେତ୍ ବହୁକାଳରୁ ନିର୍ମିତ ହାଇେଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହାଇେଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥି ରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ଷୋର୍ତପରି ପ୍ରଜ୍ବଳିତ ହାଇେ ପୋଡ଼ି ପକାଏ।

Isaiah 31:6
ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭମାନେେ ଯେଉଁ ପରମେଶ୍ବରଙ୍କର ବିରୁଦ୍ଧାଚରଣ କରି ତାଙ୍କ ପ୍ରତି ବିମୁଖ ହାଇେଅଛ, ତାଙ୍କ ନିକଟକୁ ଫରେିଆସ।

Jeremiah 49:8
ହେ ଦଦାନ୍ ନିବାସୀଗଣ, ତୁମ୍ଭମାନେେ ପଳାଅ। ମୁଖ ଫରୋଅ, ଗଭୀର ସ୍ଥାନ ରେ ବାସ କର। କାରଣ ଆମ୍ଭେ ଏଷୌରକୁ ତା'ର ଦୁଷ୍କର୍ମ ଲାଗି ଦଣ୍ଡ ଦବୋ।

Jeremiah 49:30
ସଦାପ୍ରଭୁ କହନ୍ତି, ହେ ହାତ୍ସୋର ନିବାସୀଗଣ, ପଳାଯନ କର। ନିରାପଦ ସ୍ଥାନ ରେ ଲୁଚି ରୁହ। କାରଣ ବାବିଲର ରାଜା ନବୂଖଦନିତ୍ସର ତୁମ୍ଭମାନଙ୍କ ବିରୁଦ୍ଧ ରେ ମନ୍ତ୍ରଣା କରିଅଛ। ସେ ତୁମ୍ଭମାନଙ୍କ ବିରୁଦ୍ଧ ରେ ୟୁଦ୍ଧ ପାଇଁ ସଂକଳ୍ପ କରିଅଛି।

Hosea 5:2
ତୁମ୍ଭମାନେେ ବହୁ ମନ୍ଦ କାର୍ୟ୍ଯ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।

Hosea 9:9
ଗିବିଯାର ସମୟ ପରି ଇଶ୍ରାୟେଲୀୟମାନେ ଧ୍ବଂସର ଗଭୀରତମ ସ୍ଥାନକୁ ଗ୍ଭଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେର ପାପକୁ ସ୍ମରଣ କରିବେ। ସେ ସମାନଙ୍କେ ପାପ ଲାଗି ଦଣ୍ତ ଦବେେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்