Base Word
עָמִיר
Short Definitiona bunch of grain
Long Definitionswath, a row of fallen grain
Derivationfrom H6014
International Phonetic Alphabetʕɔːˈmɪi̯r
IPA modʕɑːˈmiːʁ
Syllableʿāmîr
Dictionaw-MEER
Diction Modah-MEER
Usagehandful, sheaf
Part of speechn-m

Jeremiah 9:22
'ଯିରିମିୟ ଏହା କହନ୍ତି, 'ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମନୁଷ୍ଯମାନଙ୍କର ଶବ ଖତପରି କ୍ଷେତ୍ର ରେ ପଡ଼ି ରହିବ ଆଉ ଶସ୍ଯ ଚ୍ଛଦନକୋରୀର ଶସ୍ଯ ପଛ ରେ ପଡ଼ିଲା ପରି ସମାନେେ କ୍ଷେତ୍ର ରେ ପଡ଼ି ରହିବେ। କହେି ସମାନଙ୍କେୁ ସଂଗ୍ରହ କରିବାକୁ ନ ଥିବେ।'

Amos 2:13
ତୁମ୍ଭମାନେେ ଆମ୍ଭ ପାଇଁ ଭୟଙ୍କର ଗ୍ଭପ ସଦୃଶ। ଆମ୍ଭେ ତୁମ୍ଭକୁ ତଳକୁ ଗ୍ଭପ ଦବୋ। ଆମ୍ଭେ ତୁମ୍ଭକୁ ନଡା ରେ ବୋଝଇେ ଶଗଡ ପରି ବଙ୍କା କରିଦବୋ।

Micah 4:12
ସହେି ଲୋକମାଙ୍କର ନିଜର ମନ୍ତ୍ରଣା ଅଛି। କିନ୍ତୁ ସମାନେେ ସଦାପ୍ରଭୁଙ୍କର ମନ୍ତ୍ରଣା ଜାଣନ୍ତି ନାହିଁ। ସଦାପ୍ରଭୁ ସମାନଙ୍କେୁ ଏକ ସ୍ବତନ୍ତ୍ର ଉଦ୍ଦେଶ୍ଯ ରେ ଏଠାକୁ ଆଣିଛନ୍ତି, ସମାନଙ୍କେୁ ଶସ୍ଯ ଖଳା ରେ ଶସ୍ଯ ପେଶିଲା ପରି ଦଳି ଦବେେ।

Zechariah 12:6
ସହେିଦିନ ଯିହୁଦା ପରିବାରର ନେତାଗଣଙ୍କୁ ଆମ୍ଭେ ଗଛ ମଧିଅରେ ଜଳନ୍ତା ପାତ୍ର ପରି କରିବା ଏବଂ କଟା ହାଇେଥିବା ନୂତନ ଶସ୍ଯ ମଧିଅରେ ଏକ ଜଳନ୍ତା ମଶାଲ ସଦୃଶ କରିବା। ସମାନେେ ତାଙ୍କ ବାମ ଓ ଦକ୍ଷିଣ ରେ ଥିବା ଲୋକମାନଙ୍କୁ ଧ୍ବଂସ କରିବେ କିନ୍ତୁ ୟିରୁଶାଲମ ତା'ର ସ୍ଥାନ ରେ ଅକ୍ଷତ ରହିବ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்