Base Word
עַם
Short Definitiona people (as a congregated unit); specifically, a tribe (as those of Israel); hence (collectively) troops or attendants; figuratively, a flock
Long Definitionpeople
Derivationcorresponding to H5971
International Phonetic Alphabetʕɑm
IPA modʕɑm
Syllableʿam
Dictionam
Diction Modam
Usagepeople
Part of speechn-m

Ezra 5:12
ମାତ୍ର ଆମ୍ଭର ପୂର୍ବପୁରୁଷଗଣ ସ୍ବର୍ଗର ପରମେଶ୍ବରଙ୍କୁ କୋର୍ଧିତ କରିଥିଲେ। ତେଣୁ ସେ ସମାନଙ୍କେୁ ବାବିଲର ରାଜା କଲଦୀଯ ନବୂଖଦ୍ନିତ୍ସର ହସ୍ତ ରେ ସମର୍ପଣ କଲେ। ତେଣୁ ସେ ଏହି ମନ୍ଦିର ବିନାଶକାରୀ ଲୋକମାନଙ୍କୁ ବାବିଲକୁ ନଇଗେଲେ।

Ezra 6:12
ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀଯମାନେ ପରମେଶ୍ବରଙ୍କ ୟିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାଯ ରେ ଉକ୍ତ ବାକ୍ଯକୁ ଅନ୍ୟଥା କରିବାକୁ ହସ୍ତକ୍ଷପେ କରିବେ, ସେ ସମସ୍ତଙ୍କୁ ୟିରୁଶାଲମ ରେ ସୁନାମ ସ୍ଥାପନକାରୀ ପରମେଶ୍ବର ଉଚ୍ଛିନ୍ନ କରିବେ।

Ezra 7:13
ମୁଁ ଆଜ୍ଞା କରୁଅଛି, ଯେ ମାେ ରାଜ୍ଯସ୍ଥିତ ଇଶ୍ରାୟେଲ ମଧ୍ଯରୁ ଯେତେ ଲୋକ, ସମାନଙ୍କେର ଯାଜକ ଓ ଲବେୀୟମାନେ ୟିରୁଶାଲମକୁ ସ୍ବଇଚ୍ଛା ରେ ୟିବାକୁ ମନ କରନ୍ତି। ସମାନେେ ତୁମ୍ଭ ଏଜ୍ରାଙ୍କ ସଙ୍ଗେ ୟାନ୍ତୁ।

Ezra 7:16
ବାବିଲର ସମୁଦାଯ ପ୍ରଦେଶ ରେ ତୁମ୍ଭେ ସମସ୍ତ ସୁନା ଓ ରୂପା ପାଇବ। ପୁଣି ଲୋକମାନେ ଓ ଯାଜକମାନେ ସମାନଙ୍କେ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ପାଇଁ ସ୍ବେଚ୍ଛାପୂର୍ବକ ଯାହା ଦବେେ ସହେିସବୁ ଉପହାର ନବୋ ପାଇଁ ତୁମ୍ଭେ ରାଜା ଓ ତାଙ୍କର ସପ୍ତମନ୍ତୀଙ୍କ ଦ୍ବାରା ପ୍ ରରେିତ ହେଉଅଛ।

Ezra 7:25
ହେ ଏଜ୍ରା, ତୁମ୍ଭ ପରମେଶ୍ବରଙ୍କ ବିଷଯକ ଯେଉଁଜ୍ଞାନ ତୁମ୍ଭ ହସ୍ତ ରେ ଅଛି, ତଦନୁସା ରେ ନଦୀ ସପୋରିସ୍ଥ ସମସ୍ତ ଲୋକଙ୍କର ବିଗ୍ଭରାର୍ଥେ ଯେଉଁମାନେ ତୁମ୍ଭ ପରମେଶ୍ବରଙ୍କ ବ୍ଯବସ୍ଥା ଜାଣନ୍ତି, ଏପରି ଶାସନକର୍ତ୍ତା ଓ ବିଗ୍ଭରକର୍ତ୍ତାମାନଙ୍କୁ ତୁମ୍ଭେ ନିୟୁକ୍ତି କର। ଆଉ ଯେ ତାହା ନ ଜାଣେ ତାହାକୁ ତୁମ୍ଭେ ଶିକ୍ଷା ଦିଅ।

Daniel 2:44
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।

Daniel 3:4
ତା'ପ ରେ ରାଜାଙ୍କର ଜଣେ ଘୋଷକ ଉଚ୍ଚ ସ୍ବର ରେ କହିଲା, ହେ ଲୋକବୃନ୍ଦ, ଗୋଷ୍ଠୀବର୍ଗ ଓ ବିଭିନ୍ନ ଭାଷାବାଦୀଦଳ, ତୁମ୍ଭମାନଙ୍କୁ ଏହି ଆଜ୍ଞା ଦିଆଗଲା।

Daniel 3:7
ଏଣୁ ଯେତବେେଳେ ସମସ୍ତ ଲୋକ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ବବଲେ ଓ ସବୁପ୍ରକାର ବାଦ୍ଯ ଶୁଣିଲେ ସେତବେେଳେ ସମସ୍ତ ଲୋକ, ଗୋଷ୍ଠୀବର୍ଗ ଓ ଭାଷାବାଦୀମାନେ ରାଜା ନବୂଖଦ୍ନିତ୍ସରଙ୍କ ସ୍ଥାପିତ ପ୍ରତିମା ସମ୍ମୁଖ ରେ ମୁଣ୍ତ ନୁଆଁଇ ପ୍ରଣାମ କଲେ।

Daniel 3:7
ଏଣୁ ଯେତବେେଳେ ସମସ୍ତ ଲୋକ ଶିଙ୍ଗା, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ବବଲେ ଓ ସବୁପ୍ରକାର ବାଦ୍ଯ ଶୁଣିଲେ ସେତବେେଳେ ସମସ୍ତ ଲୋକ, ଗୋଷ୍ଠୀବର୍ଗ ଓ ଭାଷାବାଦୀମାନେ ରାଜା ନବୂଖଦ୍ନିତ୍ସରଙ୍କ ସ୍ଥାପିତ ପ୍ରତିମା ସମ୍ମୁଖ ରେ ମୁଣ୍ତ ନୁଆଁଇ ପ୍ରଣାମ କଲେ।

Daniel 3:29
ତେଣୁ ମୁଁ ବର୍ତ୍ତମାନଠାରୁ ତାହା ଆଜ୍ଞା କରୁଅଛି ଯଦି କୌଣସି ଲୋକ ଜାତି ଓ ଭାଷାବାଦୀଦଳ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ବରଙ୍କ ପ୍ରତିକୂଳ ରେ ଭ୍ରାନ୍ତିଜନକ କଥା କହିବେ, ସମାନେେ ଖଣ୍ତ ଖଣ୍ତ ହାଇେ କଟାଯିବେ ଓ ସମାନଙ୍କେର ଗୃହସବୁ ଭଂଗା ହବେ ଓ ଧୂଳିସାତ୍ ହବେ। କାରଣ ଏହିପରି ଭାବରେ କୌଣସି ଦବେତା ତାଙ୍କର ଦାସମାନକୁ ଉଦ୍ଧାର କରିପାରିବେ ନାହିଁ।

Occurences : 15

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்