Base Word
עַיִט
Short Definitiona hawk or other bird of prey
Long Definitionbird of prey, a swooper
Derivationfrom H5860
International Phonetic Alphabetʕɑˈjɪt̪’
IPA modʕɑˈjit
Syllableʿayiṭ
Dictionah-YIT
Diction Modah-YEET
Usagebird, fowl, ravenous (bird)
Part of speechn-m

Genesis 15:11
ଏହାପରେ, ଅନ୍ୟ ବନ୍ଯ ପକ୍ଷୀ ସହେି ମୃତ ପ୍ରାଣୀଙ୍କ ଉପରେ ଝାମ୍ପ ମାରିଲେ ଏବଂ ଅବ୍ରାମ ସମାନଙ୍କେୁ ଘଉଡ଼ାଇ ଦେଲେ।

Job 28:7
ବଣୁଆ ପକ୍ଷୀ ମାଟିତଳେ ଥିବା ରାସ୍ତା ବିଷଯ ରେ କିଛି ଜାଣନ୍ତି ନାହିଁ। କୌଣସି ଉତ୍କ୍ରୋଶ ପକ୍ଷୀ ମଧ୍ଯ ସଭେଳି ଅନ୍ଧାର ବାଟ ଦେଖି ନ ଥାଏ।

Isaiah 18:6
ସହେି ଦ୍ରାକ୍ଷାଗୁଡ଼ିକୁ ପର୍ବତର ପକ୍ଷୀଗଣ ଓ ବଣର ପଶୁଗଣ ଭକ୍ଷଣ କରିବେ। ଦୂରସ୍ଥ ପକ୍ଷୀଗଣ ସହେି ଦ୍ରାକ୍ଷା ରେ ଗ୍ରୀଷ୍ମକାଳ କଟାଇବେ ଏବଂ ବନ୍ଯ ପଶୁଗଣ ସହେି ଦ୍ରାକ୍ଷା ଫଳ ରେ ଶୀତକାଳ କଟାଇବେ।'

Isaiah 18:6
ସହେି ଦ୍ରାକ୍ଷାଗୁଡ଼ିକୁ ପର୍ବତର ପକ୍ଷୀଗଣ ଓ ବଣର ପଶୁଗଣ ଭକ୍ଷଣ କରିବେ। ଦୂରସ୍ଥ ପକ୍ଷୀଗଣ ସହେି ଦ୍ରାକ୍ଷା ରେ ଗ୍ରୀଷ୍ମକାଳ କଟାଇବେ ଏବଂ ବନ୍ଯ ପଶୁଗଣ ସହେି ଦ୍ରାକ୍ଷା ଫଳ ରେ ଶୀତକାଳ କଟାଇବେ।'

Isaiah 46:11
ଆମ୍ଭେ ପୂର୍ବଦିଗସ୍ଥ ଦୂରଦେଶରୁ ଏକ ମନୁଷ୍ଯକୁ ଆହ୍ବାନ କରୁ। ସହେି ମନୁଷ୍ଯଟି ଉତ୍କ୍ରୋଶ ପକ୍ଷୀ ସଦୃଶ। ଆମ୍ଭେ ଯାହା ମନ୍ତ୍ରଣା କରୁ ସେ ତାହାହିଁ କରିବ। ଆମ୍ଭେ କଳ୍ପନା କରିଅଛୁ ଓ ଆମ୍ଭେ ତାହା ସଫଳ କରିବା।

Jeremiah 12:9
ଆମ୍ଭର ନିଜ ଲୋକ ଶିକାରୀ ପକ୍ଷୀ ବେଷ୍ଟିତ ମୃଗପ୍ରାଣୀ ସଦୃଶ ହାଇେଅଛନ୍ତି। ସମାନେେ ତା'ର ବିରୁଦ୍ଧ ରେ ଚାରିଆଡ଼େ ଘରେି ରହିଅଛନ୍ତି, ତୁମ୍ଭମାନେେ ୟାଇ ବନ୍ଯ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।

Jeremiah 12:9
ଆମ୍ଭର ନିଜ ଲୋକ ଶିକାରୀ ପକ୍ଷୀ ବେଷ୍ଟିତ ମୃଗପ୍ରାଣୀ ସଦୃଶ ହାଇେଅଛନ୍ତି। ସମାନେେ ତା'ର ବିରୁଦ୍ଧ ରେ ଚାରିଆଡ଼େ ଘରେି ରହିଅଛନ୍ତି, ତୁମ୍ଭମାନେେ ୟାଇ ବନ୍ଯ ପଶୁମାନଙ୍କୁ ଗ୍ରାସ କରାଇବା ନିମନ୍ତେ ଏକତ୍ର କରି ଆଣ।

Ezekiel 39:4
ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ତୁମ୍ଭେ ପତିତ ହବେ। ତୁମ୍ଭର ସମସ୍ତ ସୈନ୍ଯ ସାମନ୍ତ ଓ ତୁମ୍ଭ ସଙ୍ଗୀ ଗୋଷ୍ଠୀଗଣ ମଧ୍ଯ ପତିତ ହବେେ। ମୁଁ ସବୁପ୍ରକାର ମାଂସାସୀ ପକ୍ଷୀ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ଗ୍ରାସ ନିମନ୍ତେ ତୁମ୍ଭମାନଙ୍କୁ ସମର୍ପଣ କରିବି।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்