Base Word
עָטַר
Short Definitionto encircle (for attack or protection)
Long Definitionto surround
Derivationa primitive root
International Phonetic Alphabetʕɔːˈt̪’ɑr
IPA modʕɑːˈtɑʁ
Syllableʿāṭar
Dictionaw-TAHR
Diction Modah-TAHR
Usagecompass, crown
Part of speechv
Base Word
עָטַר
Short Definitionto encircle (for attack or protection); especially to crown (literally or figuratively)
Long Definitionto surround
Derivationa primitive root
International Phonetic Alphabetʕɔːˈt̪’ɑr
IPA modʕɑːˈtɑʁ
Syllableʿāṭar
Dictionaw-TAHR
Diction Modah-TAHR
Usagecompass, crown
Part of speechv

1 Samuel 23:26
ଶାଉଲ ପର୍ବତର ଏକ ପାଶର୍‌ବକକ୍ସ୍ଟ ଗଲେ ଓ ଦାଉଦ ତାଙ୍କର ଲୋକମାନେ ସହେି ପର୍ବତର ଅନ୍ୟ ଏକ ପାଖକକ୍ସ୍ଟ ଗଲେ। ତେଣୁ ଦାଉଦ ଶାଉଲଙ୍କ ଭୟରକ୍ସ୍ଟ ଶିଘ୍ର ଦୌଡି ପଳାଇଲେ, କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କକ୍ସ୍ଟ ଧରିବା ନିମନ୍ତେ ପର୍ବତର ଚତକ୍ସ୍ଟଃପାଶର୍‌ବ ରେ ଘରେି ୟାଇଥିଲେ।

Psalm 5:12
ହେ ସଦାପ୍ରଭୁ ଯେତବେେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର, ତୁମ୍ଭେ ସମାନଙ୍କେୁ ବିରାଟ ଢ଼ାଲ ସଦୃଶ ସମସ୍ତ କୁକାର୍ୟ୍ଯରୁ ରକ୍ଷା କର।

Psalm 8:5
କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ବପୂର୍ଣ୍ଣ ପରମେଶ୍ବର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ ଓ ସମାନଙ୍କେୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।

Psalm 65:11
ତୁମ୍ଭେ ପ୍ରେତ୍ୟକକ ନୂତନ ବର୍ଷରେ ଉତ୍ତମ ଶସ୍ଯ ଅମଳ କରାଅ। ଉତ୍ତମ ଶସ୍ଯରେ ଶଗଡ଼ ଭରିଦିଅ।

Psalm 103:4
ପରମେଶ୍ବର ବିନାଶରୁ ମାେତେ ମୁକ୍ତ କରନ୍ତି। ସେ ମାେତେ ସ୍ନହପେୂର୍ଣ୍ଣ କରୁଣା ଏବଂ ଦୟା ଦଖାେନ୍ତି।

Song of Solomon 3:11
ଆଗୋ ସିୟୋନର କନ୍ଯାଗଣ, ତୁମ୍ଭମାନେେ ବାହା ରେ ୟାଇ ମୁକୁଟ ଭୂଷିତ ଶଲୋମନ ରାଜାଙ୍କୁ ଦେଖ। ତାହାଙ୍କ ବିବାହ ଦିନ ରେ ଓ ତାହାଙ୍କ ମନର ଆନନ୍ଦ ଦିନ ରେ ତାହାଙ୍କ ମାତା ତାହାଙ୍କୁ ସହେି ମୁକୁଟ ପିନ୍ଧାଇ ଅଛନ୍ତି।

Isaiah 23:8
ସୋର ନଗର ବହୁ ପ୍ରାଚୀନ ବ୍ଯକ୍ତି ଜନ୍ମ ଦଇେଛି। ସେଠିକାର ବଣିକଗଣ ରାଜ ତୁଲ୍ଯ। ତା'ର ଲୋକ ଯେ କି କିଣା ବିକା କରନ୍ତି, ସମାନେେ ସବୁ ସ୍ଥାନ ରେ ସମ୍ମାନ ଲାଭ କରନ୍ତି। ସମାନେେ ପୃଥିବୀର ସମ୍ଭ୍ରାନ୍ତ ମହାଜନ। ତେଣୁ ତାଙ୍କ ବିପକ୍ଷ ରେ କିଏ ମନ୍ତ୍ରଣା କରିଅଛି ?

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்