Base Word
עָוַת
Short Definitionto wrest
Long Definitionto be bent, be crooked, bend, make crooked, pervert
Derivationa primitive root
International Phonetic Alphabetʕɔːˈwɑt̪
IPA modʕɑːˈvɑt
Syllableʿāwat
Dictionaw-WAHT
Diction Modah-VAHT
Usagebow self, (make) crooked, falsifying, overthrow, deal perversely, pervert, subvert, turn upside down
Part of speechv

Job 8:3
ପରମେଶ୍ବର କ'ଣ ବିଚାରର ବିପରୀତ କରନ୍ତି କି ? ଅଥବା ସର୍ବଶକ୍ତିମାନ ନ୍ଯାଯର ବିପରୀତ କରନ୍ତି କି ?

Job 8:3
ପରମେଶ୍ବର କ'ଣ ବିଚାରର ବିପରୀତ କରନ୍ତି କି ? ଅଥବା ସର୍ବଶକ୍ତିମାନ ନ୍ଯାଯର ବିପରୀତ କରନ୍ତି କି ?

Job 19:6
କିନ୍ତୁ ସେ ପରମେଶ୍ବର ମାେ ପ୍ରତି ଭୁଲ କରିଛନ୍ତି ? ସେ ମାେତେ ଧରିବାକୁ ନିଜର ଫାନ୍ଦ ବସାଇଲେ।

Job 34:12
ଏହାହିଁ ସତ୍ଯ ଅଟେ। ପରମେଶ୍ବର କୁକର୍ମ କରନ୍ତି ନାହିଁ। ସର୍ବଶକ୍ତିମାନ ପରମେଶ୍ବର ନ୍ଯାଯ ଭ୍ରଷ୍ଟ କରନ୍ତି ନାହିଁ।

Psalm 119:78
ଯେଉଁ ଲୋକମାନେ ନିଜକୁ ମାଠାରୁେ ଧାର୍ମିକ ଭାବନ୍ତି, ମାେ ବିଷଯରେ ମିଥ୍ଯା କହନ୍ତି। ମୁଁ ଆଶାକରେ ସମାନେେ ଲଜ୍ଜିତ ହୁଅନ୍ତୁ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ଯାନ କରେ।

Psalm 146:9
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି। ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି, ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ବଂସ କରନ୍ତି।

Ecclesiastes 1:15
ତୁମ୍ଭେ ଏସବୁ ପରିବର୍ତ୍ତନ କରିପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାୟାଇ ନ ପା ରେ। ଯାହା ସଠାେ ରେ ନାହିଁ ତୁମ୍ଭମାନେେ ତାହା ଗଣିପାରିବ ନାହିଁ।

Ecclesiastes 7:13
ପରମେଶ୍ବରଙ୍କ କାର୍ୟ୍ଯକୁ ଅନୁଧ୍ଯାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କହେି ଠିକ୍ କରିପାରିବ ନାହିଁ।

Ecclesiastes 12:3
ସହେି ଦିନ ଗୃହ ରକ୍ଷକମାନେ ଥରହର ହବେେ ଓ ବଳବାନ ଲୋକେ ଆପେ ନତ ହବେେଓ ପଷେିକାମାନେ ଅଳ୍ପ ସଂଖ୍ଯକ ଦବୋରୁ ନିବୃତ ହବେେ। ପୁଣି ସହେିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସମାନେେ ଅନ୍ଧ ହବେେ।

Lamentations 3:36
ଏକ ବ୍ଯକ୍ତିକୁ ନ ଦେଖି ତା'ର ମକଦ୍ଦମା ରେ ନିରାଶ କରି, ସଦାପ୍ରଭୁ ଆନନ୍ଦିତ ହୁଅନ୍ତି ନାହିଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்