Base Word
עֵדָה
Short Definitiontestimony
Long Definitiontestimony, witness
Derivationfeminine of H5707 in its technical sense
International Phonetic Alphabetʕeˈd̪ɔː
IPA modʕeˈdɑː
Syllableʿēdâ
Dictionay-DAW
Diction Moday-DA
Usagetestimony, witness
Part of speechn-f
Base Word
עֵדָה
Short Definitiontestimony
Long Definitiontestimony, witness
Derivationfeminine of H5707 in its technical sense
International Phonetic Alphabetʕeˈd̪ɔː
IPA modʕeˈdɑː
Syllableʿēdâ
Dictionay-DAW
Diction Moday-DA
Usagetestimony, witness
Part of speechn-f

Genesis 21:30
ଅବ୍ରହାମ ଉତ୍ତର ଦଲୋ, ମୁଁ ଯେ ଏହି କୂପ ଖାେଳିଅଛି ତହିଁର ପ୍ରମାଣ ନିମନ୍ତେ ମାଠାରୁେ ଏହି ସାତଟା ମଷେ ବତ୍ସା ନବୋକୁ ହବେ।

Genesis 31:52
ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହାଇେ ତୁମ୍ଭ ନିକଟକୁ ୟିବି ନାହିଁ। ତୁମ୍ଭେ ମଧ୍ଯ ଏହାକୁ ପାର ହାଇେ ମାେ ନିକଟକୁ ଆସିବ ନାହିଁ। ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ।

Deuteronomy 4:45
ଏହିସବୁ ପ୍ରମାଣିତ ବାକ୍ଯ, ନିଯମ, ବ୍ଯବସ୍ଥା ଯାହାକି ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ଦେଲେ, ଯେତବେେଳେ ମିଶରରକ୍ସ୍ଟ ବାହାରି ଆସିଲେ।

Deuteronomy 6:17
ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କର ତକ୍ସ୍ଟମ୍ଭପ୍ରତି ଆବିଷ୍ଟ ସମସ୍ତ ଆଜ୍ଞା ଓ ତାହାଙ୍କ ଶିକ୍ଷା ଓ ତାହାଙ୍କ ବିଧି ଯତ୍ନପୂର୍ବକ ପାଳନ କରିବ।

Deuteronomy 6:20
ଭବିଷ୍ଯତ ରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଚାରିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ସବୁ ଆଜ୍ଞା, ବିଧି ଓ ଶାସନ ଦଇେଛନ୍ତି, ସେସବୁର ଅଭିପ୍ରାଯ କ'ଣ?'

Joshua 24:27
ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳ ରେ ସାକ୍ଷୀ ହବେ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ କଥା କହିଥିଲେ, ପ୍ରେତ୍ୟକକ କଥାକକ୍ସ୍ଟ ଏହା ଶକ୍ସ୍ଟଣି ଅଛି। ତେଣୁ ଏହା ସାକ୍ଷୀ ହାଇେ ଠିଆ ହବେ, ଯାହା ଫଳ ରେ ତୁମ୍ଭେ ସଦାପଭକ୍ସ୍ଟ ତୁମ୍ଭମାନଙ୍କ ପରମେଶ୍ବର ବିରକ୍ସ୍ଟଦ୍ଧ ରେ ୟାଅନାହିଁ।

Joshua 24:27
ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ଏହି ପ୍ରସ୍ତର ଆମ୍ଭମାନଙ୍କ ପ୍ରତିକୂଳ ରେ ସାକ୍ଷୀ ହବେ। କାରଣ ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁସବୁ କଥା କହିଥିଲେ, ପ୍ରେତ୍ୟକକ କଥାକକ୍ସ୍ଟ ଏହା ଶକ୍ସ୍ଟଣି ଅଛି। ତେଣୁ ଏହା ସାକ୍ଷୀ ହାଇେ ଠିଆ ହବେ, ଯାହା ଫଳ ରେ ତୁମ୍ଭେ ସଦାପଭକ୍ସ୍ଟ ତୁମ୍ଭମାନଙ୍କ ପରମେଶ୍ବର ବିରକ୍ସ୍ଟଦ୍ଧ ରେ ୟାଅନାହିଁ।

Psalm 25:10
ସଦାପ୍ରଭୁ ସହେିମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିଯମ ଓ ପ୍ରତିଜ୍ଞା ମାନି ଚଳନ୍ତି।

Psalm 78:56
କିନ୍ତୁ ସମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ଏବଂ ସମାନେେ ପରମେଶ୍ବରଙ୍କର ବାକ୍ଯ ପାଳନ କଲେ ନାହିଁ।

Psalm 93:5
ହେ ସଦାପ୍ରଭୁ, ତୁମ୍ଭର ବ୍ଯବସ୍ଥା ସର୍ବଦା ରହିବ। ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାଯୀ ରହିବ।

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்