Base Word
עֲגָלָה
Short Definitionsomething revolving, i.e., a wheeled vehicle
Long Definitioncart, wagon
Derivationfrom the same as H5696
International Phonetic Alphabetʕə̆.ɡɔːˈlɔː
IPA modʕə̆.ɡɑːˈlɑː
Syllableʿăgālâ
Dictionuh-ɡaw-LAW
Diction Moduh-ɡa-LA
Usagecart, chariot, wagon
Part of speechn-f

Genesis 45:19
ଏହାପରେ ଫାରୋ କହିଲେ, ତୁମ୍ଭର ଭାଇମାନେ ମିଶରର ସର୍ବୋତ୍ତମ ଶକଟ ଦ୍ବାରା ସମାନଙ୍କେର ଭୂମିକୁ ୟାତ୍ରା କରନ୍ତୁ ଏବଂ ସମାନଙ୍କେର ପିତା, ସମାନଙ୍କେର ସ୍ତ୍ରୀମାନଙ୍କୁ ଏବଂ ସମାନଙ୍କେର ପିଲାମାନଙ୍କୁ ଆଣନ୍ତୁ।

Genesis 45:21
ତେଣୁ ଇଶ୍ରାୟେଲର ପୁତ୍ରମାନେ ସହେିପରି କଲେ। ଫାରୋ କହିବା ଅନୁସାରେ ଯୋଷଫେ ସମାନଙ୍କେୁ ଉତ୍ତମ ଶକଟମାନ ଦେଲେ। ତାଙ୍କର ୟାତ୍ରା ପାଇଁ ଆବଶ୍ଯକ ଦ୍ରବ୍ଯମାନ ମଧ୍ଯ ଦେଲେ।

Genesis 45:27
ତା'ପରେ ଯୋଷଫଙ୍କେ ସମସ୍ତ କଥା ସମାନେେ ତାଙ୍କୁ କହିଲେ। ଏବଂ ଯାକୁବ ତାଙ୍କ ପାଇଁ ପଠାଇଥିବା ଶକଟ ମାନ ଦେଖିଲେ। ଏହାପରେ ଯାକୁବ ଅତ୍ଯନ୍ତ ଆନନ୍ଦି ହେଲେ।

Genesis 46:5
ଏହାପରେ ଯାକୁବ ବରେଶବୋ ଛାଡ଼ି ମିଶରକୁ ୟାତ୍ରା କଲେ। ଇଶ୍ରାଯାଲଙ୍କ ପୁତ୍ରମାନେ ତାଙ୍କ ପିତା ଯାକୁବଙ୍କୁ, ତାଙ୍କ ପିଲାମାନଙ୍କୁ ଏବଂ ତାଙ୍କ ସ୍ତ୍ରୀମାନେ ଫାରୋଙ୍କ ଦ୍ବାରା ପ୍ ରରେିତ ଶକଟ ରେ ଆସିଲେ।

Numbers 7:3
ସମାନେେ ପବିତ୍ର ତମ୍ବୁ ନିମନ୍ତେ ଛଅ ଗୋଟି ଆଚ୍ଛାଦିତ ଶଗଡ ଓ ବାରଟି ଗାଈ ଆଣିଲେ। ପ୍ରେତ୍ୟକକ ନତେୃବର୍ଗ ଗୋଟିଏ ଗାଈ ଆଣିଲେ ଏବଂ ଦୁଇଜଣ ନତେୃବର୍ଗ ଏକାଠି ହେଲେ ଏବଂ ଗୋଟିଏ ଶଗଡ ଆଣିଲେ।

Numbers 7:3
ସମାନେେ ପବିତ୍ର ତମ୍ବୁ ନିମନ୍ତେ ଛଅ ଗୋଟି ଆଚ୍ଛାଦିତ ଶଗଡ ଓ ବାରଟି ଗାଈ ଆଣିଲେ। ପ୍ରେତ୍ୟକକ ନତେୃବର୍ଗ ଗୋଟିଏ ଗାଈ ଆଣିଲେ ଏବଂ ଦୁଇଜଣ ନତେୃବର୍ଗ ଏକାଠି ହେଲେ ଏବଂ ଗୋଟିଏ ଶଗଡ ଆଣିଲେ।

Numbers 7:6
ତେଣୁ ମାଶାେ ସହେି ଶଗଡ ଗୋରୁ ନଇେ ଲବେୀୟମାନଙ୍କୁ ଦେଲେ।

Numbers 7:7
ଗେର୍ଶୋନୀଯ ସନ୍ତାନଗଣକୁ ସମାନଙ୍କେ ସବୋ ଅନୁସାରେ ସେ ଦୁଇ ଶଗଡ ଓ ଚାରି ଗୋରୁ ଦେଲେ।

Numbers 7:8
ହାରୋଣ ଯାଜକର ପୁତ୍ର ସମାନଙ୍କେର କାର୍ୟ୍ଯ ଅନୁସାରେ, ମରାରି ସନ୍ତାନଗଣକୁ ସମାନଙ୍କେ ସବୋ ଅନୁସାରେ ସେ ଚାରି ଶଗଡ ଓ ଆଠଟି ଗାଈ ଦେଲେ।

1 Samuel 6:7
ସେଥିପାଇଁ ଗୋଟିଏ ନୂଆ ଶଗଡ ପ୍ରସ୍ତକ୍ସ୍ଟତ କର, ଦକ୍ସ୍ଟଇଟି ୟକ୍ସ୍ଟଆଳି ୟୋଚ ହାଇେ ନଥିବା ଦକ୍ସ୍ଟହାଳି ଗାଈ ଆଣ। ଏହିପରି ଦକ୍ସ୍ଟଇଗାଭୀ ଶଗଡ ରେ ୟୋଚ ଓ ସମାନଙ୍କେଠାରକ୍ସ୍ଟ ସମାନଙ୍କେ ବାଛକ୍ସ୍ଟରିକି ଗକ୍ସ୍ଟହାଳ ରେ ଭର୍ତ୍ତୀ କର।

Occurences : 25

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்