Base Word
עִבְרִי
Short Definitionan Eberite (i.e., Hebrew) or descendant of Eber
Long Definition(n pr) a designation of the patriarchs and the Israelites
Derivationpatronymic from H5677
International Phonetic Alphabetʕɪbˈrɪi̯
IPA modʕivˈʁiː
Syllableʿibrî
Dictionib-REE
Diction Modeev-REE
UsageHebrew(-ess) (woman)
Part of speechn-pr

Genesis 14:13
ସେତବେେଳେ ଜଣେ ପଳାତକ ଏବ୍ରୀଯ ଅବ୍ରାମଙ୍କୁ ସମାଚ଼ାର ଦଲୋ। ସହେି ସମୟରେ ଅବ୍ରାମ ଇଷ୍କୋଲର ଓ ଆନରରେ ଭ୍ରାତା ଇ ମାରେୀଯ ମମ୍ରିର ଆଲୋନ ବୃକ୍ଷମୂଳେ ବାସ କରୁଥିଲେ। ସମାନେେ ମଧ୍ଯ ଅବ୍ରାମଙ୍କର ସହାୟ ଥିଲେ।

Genesis 39:14
ସେ ଗୃହର ବାହାର ଲୋକମାନଙ୍କୁ ଡ଼ାକି ସେ କହିଲା, ଦେଖ, ସେ ଆମ୍ଭମାନଙ୍କ ସଙ୍ଗ ରେ ପରିହାସ କରିବା ନିମନ୍ତେ ଜଣେ ଅବ୍ରୀଯକୁ ଆଣିଛନ୍ତି। ସେ ଭିତରକୁ ପଶି ମାେ ସହିତ ଶଯନ କରିବାକୁ କହିଲା। ମୁଁ ବଡ଼ ପାଟି ରେ ଡ଼ାକ ପକାଇଲି।

Genesis 39:17
ସେ ତାଙ୍କ ସ୍ବାମୀକୁ ସହେି ସବୁ କଥାମାନ କହିଲା। ସେ କହିଲା, ତୁମ୍ଭେ ଯେଉଁ ଅବ୍ରୀଯ ଦାସକୁ ଆଣିଅଛ ସେ ମାେତେ ପରିହାସ କରିବାକୁ ମାେ ପାଖକୁ ଆସିଲା।

Genesis 40:15
କାରଣ ଏବ୍ରୀଯମାନଙ୍କ ଦେଶରୁ ଲୋକମାନେ ମାେତେ ବଳପୂର୍ବକ ଅପହରଣ କରିଛନ୍ତି। ପୁଣି ଏ ସ୍ଥାନ ରେ ମଧ୍ଯ ମୁଁ କିଛି କରିନାହିଁ। ତଥାପି ସମାନେେ ମାେତେ ଏହି ଗହ୍ବର ରେ ପକାଇଲେ।

Genesis 41:12
ସଠାେରେ ଜଣେ ଏବ୍ରୀଯ ଲୋକ ଯେ କି ଆମ୍ଭମାନଙ୍କ ସହିତ ବନ୍ଦୀଶାଳା ରେ ଥିଲେ। ସେ ହେଉଛନ୍ତି ରକ୍ଷକ ସୈନ୍ଯାଧିପତିର ଦାସ। ଆମ୍ଭେ ଆମ୍ଭମାନଙ୍କର ସ୍ବପ୍ନ ବିଷଯ ରେ ତାଙ୍କୁ କହିଲୁ। ଏବଂ ସେ ଆମ୍ଭକୁ ତାହା ସବୁ ବୁଝାଇ ଦେଲେ। ସେ ଆମ୍ଭ ଦୁଇଜଣଙ୍କର ସ୍ବପ୍ନର ଅର୍ଥ ବୁଝାଇ ଦେଲେ।

Genesis 43:32
ଯୋଷଫେର ଦାସମାନେ ଯୋଷଫଙ୍କେ ପାଇଁ ଏକ ଟବେୁଲ, ଏକ ଟବେୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟବେୁଲ ମିଶ୍ରୀଯମାନଙ୍କ ପାଇଁ ଯେଉଁମାନେ ସମାନଙ୍କେ ସହିତ ବସି ଖାଇଲେ। କାରଣ ଏବ୍ରୀଯମାନଙ୍କ ସହିତ ଭୋଜନ କରିବା ମିଶ୍ରୀଯମାନଙ୍କର ପ୍ରଥା ନଥିଲା। ମିଶ୍ରୀଯମାନେ ଏବ୍ରୀଯମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବଚେିତ ହୁଏ।

Exodus 1:15
ସଠାେରେ ଦୁଇ ଜଣ ଏବ୍ରୀଯ ଧାତ୍ରୀ ଥିଲେ, ଯେଉଁମାନେ କି ହିବ୍ରୁର ସ୍ତ୍ରୀଲୋକମାନଙ୍କୁ ଶ୍ରୀଫ୍ରା ଓ ପୂଯା ନାମକ ପିଲା ଜନ୍ମ କରିବା ରେ ସାହାୟ୍ଯ କଲେ। ମିଶରର ରାଜା ଧାତ୍ରୀମାନଙ୍କୁ କହିଲେ,

Exodus 1:16
ରାଜା କହିଲେ, ଯେଉଁ ସମୟରେ ତୁମ୍ଭମାନେେ ଏବ୍ରୀଯା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ୟ୍ଯ କରିବ ଓ ସମାନଙ୍କେର ପିଲା ଜନ୍ମ କରିବା ରେ ସାହାୟ୍ଯ କରିବ, ପୁତ୍ର ସନ୍ତାନ ଥିଲେ ସମାନଙ୍କେୁ ମାରିଦବେ ଓ କନ୍ଯା ସନ୍ତାନ ହେଲେ ସମାନଙ୍କେୁ ଜୀବିତ ରଖିବ।

Exodus 1:19
ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରୀଯା ସ୍ତ୍ରୀଗଣ ମିଶରୀଯ ସ୍ତ୍ରୀଙ୍କଠାରୁ ଚଞ୍ଚଳା। ସମାନଙ୍କେ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସମାନେେ ପ୍ରସବ କରି ସାରିଥାଆନ୍ତି।

Exodus 2:6
ରାଜାଙ୍କର କନ୍ଯା ଯେତବେେଳେ ସହେି ଟୋକଇଟେିକୁ ଖାଲିେ ସହେି ଶିଶୁ ପୁତ୍ରକୁ ଦେଖିଲେ। ସହେି ଶିଶୁଟି କାନ୍ଦୁ ଥିଲା। ଏଥିପାଇଁ ସେ ତା ପାଇଁ ବହୁତ ଦୁଃଖ କଲେ। ସେ କହିଲେ, ଏହି ପିଲାଟି ଏବ୍ରୀଯ ମଧ୍ଯରୁ ଜଣଙ୍କର ଅଟେ।

Occurences : 34

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்