Base Word
אִמֵּר
Short DefinitionImmer, the name of five Israelites
Long Definitiona priest in David's time
Derivationfrom H0559; talkative
International Phonetic Alphabetʔɪmˈmer
IPA modʔiˈmeʁ
Syllableʾimmēr
Dictionim-MARE
Diction Modee-MARE
UsageImmer
Part of speechn-pr-m

1 Chronicles 9:12
ପଶ୍ହୂର ମଲକିଯଙ୍କ ପୁତ୍ର ଥିଲେ। ଆହୁରି ମଧ୍ଯ ସଠାେରେ ଅଦୀଯଲଙ୍କେ ପୁତ୍ର ମାସଯ ଥିଲେ। ଅଦୀଯଲେ ୟହ ସରୋଙ୍କ ପୁତ୍ର ଥିଲେ। ୟହ ସରୋ ମଶୁଲ୍ଲମଙ୍କ ପୁତ୍ର ଥିଲେ। ମଶୁଲ୍ଲମ୍ ମଶିଲ୍ଲମାେତ୍ଙ୍କ ପୁତ୍ର ଥିଲେ। ମଶିଲ୍ଲମାେତ୍ ଇମ୍ମରଙ୍କେ ପୁତ୍ର ଥିଲେ।

1 Chronicles 24:14
ପଞ୍ଚଦଶ ଦଳ ଥିଲା ବିଲଗାଙ୍କ ଦଳ।

Ezra 2:37
ଇମ୍ମରେ ବଂଶଧର 1,052 ଜଣ।

Ezra 2:59
ନିମ୍ନ ଲିଖିତ ଲୋକମାନେ ସହରରୁ ଆସିଲେ, ତଲମେଲହେ, ତଲହେର୍ଶା, କରେୁବ, ଅଦ୍ଦନ୍ ଓ ଇମ୍ମରେ, ମାତ୍ର ସମାନେେ ଇଶ୍ରାୟେଲୀୟ ଲୋକ ବୋଲି ନିଜନିଜ ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସହେି ଲୋକମାନେ ହେଲେ:

Ezra 10:20
ଆଉ ଇମ୍ମରରେ ବଂଶଧରମାନଙ୍କୁ ମଧ୍ଯରୁ ହନାନି ଓ ସବଦିଯ।

Nehemiah 3:29
ସମାନଙ୍କେ ପରେ ଇମ୍ ମାରେର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖ ରେ ଭଗ୍ନ ଅଂଶ ଗଠନ କଲେ। ତା'ପରେ ପୂର୍ବଦ୍ବାରପାଳ ଶିଖନିଯର ପୁତ୍ର ଶମଯିଯ ଜିର୍ଣ୍ଣ ପ୍ରାଚୀର ଗଠନ କଲେ।

Nehemiah 7:40
ଇମ୍ମରରେ ବଂଶଧର 1,052 ଜଣ।

Nehemiah 7:61
ତଲମେଲହେ, ତେଲ୍ହର୍ଶା, କଋବ୍, ଅଦ୍ଦ୍ନ ଓ ଇମ୍ ମାରେ, ଏସବୁ ସ୍ଥାନରୁ ଲୋକମାନେ ସବୁ ଆସିଲେ। ମାତ୍ର ସମାନେେ ଇଶ୍ରାୟେଲୀୟ ଲୋକମାନେ ବୋଲି ନିଜ ନିଜ ପିତୃ ପରିବାର ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସହେି ଲୋକମାନେ ହେଲେ ଏହିମାନେ।

Nehemiah 11:13
ଅଦାଯାର ଭାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ, ଅସ ରେଲର ପୁତ୍ର ଅମଶଯ ସହେି ଅସ ରେଲ୍ ଅହସଯର ପୁତ୍ର, ଅହସଯ ମଶିଲ୍ଲମୋେତର ପୁତ୍ର, ମଶିଲ୍ଲମୋେତ୍ ଇମ୍ମରରେ ପୁତ୍ର।

Jeremiah 20:1
ଯିରିମିୟ ଏହିସବୁ ଭବିଷ୍ଯଦବାକ୍ଯ ପ୍ରଚାର କଲା ବେଳେ ଇମ୍ମର ଯାଜକର ପୁତ୍ର ସଦାପ୍ରଭୁଙ୍କ ଗୃହର ପ୍ରଧାନ ଅଧ୍ଯକ୍ଷ ପଶ୍ହୂର ତାହା ଶୁଣିଲା।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்