Base Word
סָרֵךְ
Short Definitionan emir
Long Definitionchief, overseer
Derivationof foreign origin
International Phonetic Alphabetsɔːˈrek
IPA modsɑːˈʁeχ
Syllablesārēk
Dictionsaw-RAKE
Diction Modsa-RAKE
Usagepresident
Part of speechn-m

Daniel 6:2
ସହେି ରାଜା ତିନିଜଣ ତଦାରଖକାରୀଙ୍କୁ ସୁବଦୋର ଉପ ରେ ନିୟୁକ୍ତ କଲେ, ଯେପରି ସମାନେେ ରାଜାଙ୍କୁ ଠକି ନପାରିବେ ଓ କ୍ଷତି ସହି ପାରିବେ। ଏହି ତିନିଜଣ ନିରୀକ୍ଷକ ମଧିଅରେ ଦାନିୟେଲ ଥିଲେ ଅନ୍ୟତମ।

Daniel 6:3
ଦାନିୟେଲଙ୍କ ଅନ୍ତର ରେ ଶ୍ ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ଯକ୍ଷଗଣ ଓ କ୍ଷତିପାଳମାନଙ୍କ ମଧିଅରେ ବିଖ୍ଯାତ ହାଇେଥିଲେ। ତେଣୁ ରାଜା ତାଙ୍କୁ ସମୁଦାଯ ରାଜ୍ଯ ଉପ ରେ ଶାସକ ଭାବରେ ନିୟୁକ୍ତ କରିବାକୁ ମନସ୍ଥ କଲେ।

Daniel 6:4
ଏଥି ରେ ଅନ୍ୟ ଅଧ୍ଯକ୍ଷ ଓ କ୍ଷତିପାଳମାନେ ଦାନିୟେଲଙ୍କ ପ୍ରତି ଇର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷଯ ଦୋଷ ଅନୁସନ୍ଧାନ କଲେ। ମାତ୍ର ସମାନେେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ବସ୍ତ ଥିଲେ ଓ ତାଙ୍କଠା ରେ କୌଣସି ଭାନ୍ତି ବା ଅପରାଧ ନଥିଲା। ସେ ରାଜାଙ୍କୁ ଠକୁ ନଥିଲେ ଓ କଠିନ ପରିଶ୍ରମ କରୁଥିଲେ।

Daniel 6:6
ତେଣୁ ଏହି ଲୋକମାନେ ରାଜାଙ୍କ ନିକଟକୁ ଗଲେ ଏବଂ କହିଲେ, ହେ ରାଜ ଦାରିଯାବସ, ଆପଣ ଚିରଜୀବି ହୁଅନ୍ତୁ।

Daniel 6:7
ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବଦୋରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜା ହେଲେ ଯେ, ଏକ ରାଜକୀଯ ଘୋଷଣା ପତ୍ର ହବୋ ଉଚିତ୍। ଯଦି କହେି ତିରିଶ ଦିନ ପର୍ୟ୍ଯନ୍ତ ମହାରାଜା ବିନା କୌଣସି ଦବେତା ବା ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ତବେେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାୟିବ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்