Base Word
סָפַן
Short Definitionto hide by covering; specifically, to roof (passive participle as noun, a roof) or wainscot; figuratively, to reserve
Long Definitionto cover, cover in, wainscotted, covered with boards or panelling
Derivationa primitive root
International Phonetic Alphabetsɔːˈpɑn̪
IPA modsɑːˈfɑn
Syllablesāpan
Dictionsaw-PAHN
Diction Modsa-FAHN
Usagecieled, cover, seated
Part of speechv

Deuteronomy 33:21
ସେ ଆପଣା ପାଇଁ ପ୍ରଥମ ଅଂଶ ମନୋନୀତ କରେ। ଆଦେଶକାରୀଙ୍କର ଭାଗ ସକ୍ସ୍ଟରକ୍ଷିତ ଅଛି। ସେ ଲୋକମାନଙ୍କର ନତେୃବର୍ଗଙ୍କ ପାଖକକ୍ସ୍ଟ ଆସନ୍ତି। ସେ ଯାହା କରନ୍ତି ତାହା ସଦାପ୍ରଭୁଙ୍କ ପାଇଁ ଉତ୍ତମ। ସେ ଏପରି କରନ୍ତି ଯାହା ଇଶ୍ରାୟେଲବାସୀ ପାଇଁ ମଙ୍ଗଳ।

1 Kings 6:9
ଏହିପରି ସେ ମନ୍ଦିର ନିର୍ମାଣ କାର୍ୟ୍ଯ ସମାପନ କଲେ ଓ ଏରସ କାଠର କଡି ଓ ପଟାଦ୍ବାରା ମନ୍ଦିରକୁ ଆଚ୍ଛାଦନ କଲେ।

1 Kings 7:3
ଏହି ସ୍ତମ୍ଭମାନଙ୍କର ଉପରିସ୍ଥ ପଞ୍ଚଚାଳିଶ କଡି ଉପଲର ଏରସ କାଠର ଛାତ କଲଲ, ପ୍ରତି ଧାଡିସର ପନ୍ଦରଟି ଲଲଖାଏଁ କଡି ଥିଲା।

1 Kings 7:7
ସସ ମଧ୍ଯ ବିଗ୍ଭର ପାଇଁ ଏକ ସିଂହାସନ ନିର୍ମାଣ କଲଲ ଓ ଏହାକୁ ନିଯମର ପ୍ରଶସ୍ତ ଗୃହ କହିଲଲ।ସସହି କୋଠରୀ ଚଟାଣଠାରୁ ଛାତ ପର୍ୟ୍ଯନ୍ତ ଏରସ କାଠର ପଟାସର ଆଚ୍ଛାଦିତ ଥିଲା।

Jeremiah 22:14
ଯିହାୟୋକୀମ୍ କହନ୍ତି, ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କଠାେରୀମାନ ନିର୍ମାଣ କରିବି। ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ ଓ ଏରସ କାଠ ରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗ ରେ କାଠ ରଙ୍ଗ କଲେ। ମାତ୍ର ସେ ସନ୍ତାପର ପାତ୍ର ହେଲେ।

Haggai 1:4
ତୁମ୍ଭମାନେେ ଭାବୁଛ ଯେ ସୁନ୍ଦର ଘ ରେ ବାସ କରିବାକୁ ଠିକ୍ ସମୟ ଆସିୟାଇଛି। ସୁନ୍ଦର କାନ୍ଥ ରେ କାଠ ଫଳକ ଲାଗିଥିବା ଘ ରେ ବାସ କରୁଛ। କିନ୍ତୁ ସଦାପ୍ରଭୁଙ୍କର ଗୃହ ତଥାପି ଭଗ୍ନ ଅବସ୍ଥା ରେ ଅଛି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்