Base Word
סַנְחֵרִיב
Short DefinitionSancherib, an Assyrian king
Long Definitionson of Sargon, father of Esarhaddon, and king of Assyria from 705–681 BC; attacked Judah during the reign of king Hezekiah and Judah was delivered when in response to the prayer of Hezekiah an angel smote 185,000 Assyrian soldiers
Derivationof foreign origin
International Phonetic Alphabetsɑn̪.ħeˈrɪi̯b
IPA modsɑn.χeˈʁiːv
Syllablesanḥērîb
Dictionsahn-hay-REEB
Diction Modsahn-hay-REEV
UsageSennacherib
Part of speechn-pr-m

2 Kings 18:13
ଅନନ୍ତର ହିଜକିଯଙ୍କର ରାଜତ୍ବର ଚତୁଃର୍ଦ୍ଦଶ ବର୍ଷ ରେ ଅଶୂରର ରାଜା ସନ୍ ହରେୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ।

2 Kings 19:16
ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡରେ ଓ ଶୁଣ, ହେ ସଦାପ୍ରଭୁ ଆପଣାର ଚକ୍ଷୁ ଫିଟାଅ ଓ ଦେଖ; ଜୀବନ୍ତ ପରମେଶ୍ବରଙ୍କୁ ଅପମାନ କରିବା ପାଇଁ ସନ୍ ହରେୀବ ଯାହା କହି ପଠାଇଅଛି, ତାହାର ସହେିକଥା ଶୁଣ।

2 Kings 19:20
ଏହାପରେ ଆମାେସର ପୁତ୍ର ଯିଶାଇୟ ହିଜକିଯଙ୍କ ନିକଟକୁ କହି ପଠାଇଲେ। ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭେ ଅଶୂରର ରାଜା ସନ ହରେୀବ୍ ବିରୁଦ୍ଧ ରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କଲ, ତାହା ଆମ୍ଭେ ଶୁଣିଲୁ।'

2 Kings 19:36
ତେଣୁ ଅଶୂରର ରାଜା ସନ୍ ହରେୀବ୍ ପ୍ରସ୍ଥାନ କଲା ଓ ନିନିବୀ ରେ ଅବସ୍ଥାନ କଲା।

2 Chronicles 32:1
ହିଜକିଯ ଏହି ସମସ୍ତ ବିଷଯ ବିଶ୍ବସ୍ତତାର ସହିତ ସମାପ୍ତ କରିବା ପରେ ଏହିପରି ଘଟିଲା, ଅଶୂରର ରାଜା ସନ୍ ହରେୀବ୍ ଯିହୁଦା ଦେଶ ଆକ୍ରମଣ କରିବାକୁ ଆସିଲେ। ସନ୍ ହରେୀବ୍ ଓ ତାଙ୍କର ସୈନ୍ଯଦଳ ଦୁର୍ଗଗୁଡ଼ିକର ବାହା ରେ ଛାଉଣୀ ସ୍ଥାପନ କଲେ। ସେ ସହେି ସହରଗୁଡ଼ିକୁ ପରାସ୍ତ କରିବାର ଯୋଜନା କରିଥିବାରୁ ଏହିପରି କଲେ। ସନ୍ ହରେୀବ୍ ନିଜ ନିମନ୍ତେ ଏହିସବୁ ସହର ଜଯ କରିବାକୁ ଇଚ୍ଛା କରୁଥିଲେ।

2 Chronicles 32:2
ହିଜକିଯ ଜାଣିଥିଲେ ଯେ, ସନ୍ ହରେୀବ୍ ୟିରୁଶାଲମକୁ ଆକ୍ରମଣ କରିବା ନିମନ୍ତେ ଆସିଛନ୍ତି।

2 Chronicles 32:9
ଅଶୂରର ରାଜା ସନ୍ ହରେୀବ୍ ଓ ତାଙ୍କର ସମସ୍ତ ସୈନ୍ଯଦଳ ଲାଖୀଶ ସହର ନିକଟରେ ଛାଉଣୀ କଲେ, ଯେପରି ସମାନେେ ତାହାକୁ ଜଯ କରିପାରନ୍ତି। ଏହାପରେ ସନ୍ ହରେୀବ୍, ଯିହୁଦାର ରାଜା ହିଜକିଯ ଓ ୟିରୁଶାଲମ ରେ ଥିବା ଯିହୁଦାର ସମସ୍ତ ଲୋକଙ୍କ ନିକଟକୁ ତାଙ୍କର ଭୃତ୍ଯମାନଙ୍କୁ ପଠାଇଲା। ହିଜକିଯ ଓ ୟିରୁଶାଲମର ସବୁ ଲୋକଙ୍କ ନିମନ୍ତେ ସନ୍ ହରେୀବ୍ଙ୍କ ଭୃତ୍ଯର ଏକ ବାର୍ତ୍ତା ଥିଲା।

2 Chronicles 32:10
ସମାନେେ କହିଲେ, ଅଶୂରର ରାଜା ସନ୍ ହରେୀବ୍ ଏହି କଥା କହନ୍ତି, 'ତୁମ୍ଭମାନେେ କେଉଁ ବିଷଯ ରେ ନିର୍ଭର କରି ଆକ୍ରମଣ ସମୟରେ ସୁଦ୍ଧା ୟିରୁଶାଲମ ରେ ରହୁଅଛ ?

2 Chronicles 32:22
ଏହି ପ୍ରକା ରେ ସଦାପ୍ରଭୁ ହିଜକିଯ ଓ ୟିରୁଶାଲମର ଲୋକମାନଙ୍କୁ ଅଶୂରର ରାଜା ସନ୍ ହେ ରୀବ୍ ଓ ଅନ୍ୟ ସମସ୍ତ ଲୋକଙ୍କ ଠାରୁ ରକ୍ଷା କଲେ। ଲୋକମାନଙ୍କୁ ରକ୍ଷା କଲେ। ସଦାପ୍ରଭୁ ସମାନଙ୍କେୁ ସବୁ ପ୍ରକାର ଧମକରୁ ଉଦ୍ଧାର କଲେ।

Isaiah 36:1
ରାଜା ହିଜକିଯଙ୍କ ଚତୁର୍ଦ୍ଦଶ ବର୍ଷ ରାଜତ୍ବ କାଳ ରେ ଅଶୂରର ରାଜା ସନ୍ ହରେୀବ ସୁଦୃଢ଼ ପ୍ରାଚୀର ବେଷ୍ଟିତ ଯିହୁଦାର ନଗର ସବୁକୁ ଆକ୍ରମଣ କରି ତାକୁ ଅଧିକାର କଲେ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்