Base Word
סֶמֶל
Short Definitiona likeness
Long Definitionimage, statue, idol
Derivationor סֵמֶל; from an unused root meaning to resemble
International Phonetic Alphabetsɛˈmɛl
IPA modsɛˈmɛl
Syllablesemel
Dictionseh-MEL
Diction Modseh-MEL
Usagefigure, idol, image
Part of speechn-m

Deuteronomy 4:16
ତେଣୁ ସାବଧାନ ହକ୍ସ୍ଟଅ, ନଚେତ୍ ତୁମ୍ଭମାନେେ ଧ୍ବଂସ ହବେ। ଯଦି ତୁମ୍ଭମାନେେ କୌଣସି ପ୍ରତିମା କରି ପୂଜା କର, ଏପରି କୌଣସି ମୂର୍ତ୍ତି କର ନାହିଁ, ଯାହା କୌଣସି ଜିବୀତ ପୁରୁଷ ବା ସ୍ତ୍ରୀ ପରି ହାଇେଥିବ।

2 Chronicles 33:7
ମନଃଶି ଆହୁରି ମଧ୍ଯ ଏକ ଦବେତାର ମୂର୍ତ୍ତି ନିର୍ମାଣ କଲେ ଓ ତାହାକୁ ପରମେଶ୍ବରଙ୍କ ମନ୍ଦିର ମଧିଅରେ ରଖିଲେ - ସହେି ମନ୍ଦିର, ଯାହା ବିଷଯ ରେ ପରମେଶ୍ବର ଦାଉଦ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ। ପରମେଶ୍ବର କହିଥିଲେ, ମୁଁ ଏହି ଗୃହ ରେ ଓ ୟିରୁଶାଲମ ରେ ମାରେ ନାମ ସ୍ଥାପନ କରିବି, ଯାହା ମୁଁ ଇଶ୍ରାୟେଲ ସମସ୍ତ ପରିବାରବର୍ଗଙ୍କ ମଧିଅରେ ମନୋନୀତ କରିଅଛି। ଆଉ ଆମ୍ଭ ନାମ ସଠାେରେ ଚିରକାଳ ନିମନ୍ତେ ରହିବ।

2 Chronicles 33:15
ମନଃଶି ଅଦ୍ଭୁତ ଦବେତା ମୂର୍ତ୍ତିଗୁଡ଼ିକୁ ବାହାର କରି ଦେଲେ। ସେ ସଦାପ୍ରଭୁଙ୍କ ମନ୍ଦିରରୁ ମୂର୍ତ୍ତିକୁ ବାହାର କରି ଦେଲେ। ସେ ମନ୍ଦିର ଥିବା ପର୍ବତ ଓ ୟିରୁଶାଲମ ରେ ଯେଉଁସବୁ ୟଜ୍ଞବଦେୀ ନିର୍ମାଣ କରିଥିଲେ, ସଗେୁଡ଼ିକୁ ନଷ୍ଟ କରି ଦେଲେ। ମନଃଶି ସହେିସବୁ ବଦେୀକୁ ୟିରୁଶାଲମ ନଗର ବାହା ରେ ଫିଙ୍ଗି ଦେଲେ।

Ezekiel 8:3
ତା'ପ ରେ ଆମ୍ଭେ ଦେଖିଲୁ, ସେ ଏକ ହସ୍ତ ପରି ଜଣାଯାଉଥିବା କିଛି ବିସ୍ତାର କରି ମାରେକେଶ ଧରିଲେ। ତା'ପ ରେ ପବନ ମାେତେ ଉଠାଇ ନଲୋ, ପୃଥିବୀ ଓ ଆକାଶର ମଧ୍ଯବର୍ତ୍ତୀ ସ୍ଥାନ ରେ ରଖି ଦଲୋ। ଏବଂ ପରମେଶ୍ବରଙ୍କର ଦର୍ଶନକ୍ରମେ ୟିରୁଶାଲମର ଭିତର ପ୍ରାଙ୍ଗଣର ଉତ୍ତରାମୁଖୀ ପ୍ରବେଶ ସ୍ଥାନର ଦ୍ବାର ନିକଟକୁ ମାେତେ ଆଣିଲେ। ସଠାେ ରେ ଏକ ମୂର୍ତ୍ତି ଥିଲା, ଯାହା ପରମେଶ୍ବରଙ୍କର କୋରଧର କାରଣ ହେଲା।

Ezekiel 8:5
ତହୁଁ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଉତ୍ତର ଦିଗକୁ ଦେଖ। ତେଣୁ ମୁଁ ନିରୀକ୍ଷଣ କଲି ଏବଂ ଦେଖିଲି ଯେ, ୟଜ୍ଞବଦେୀ ଫାଟକର ଉତ୍ତର ଦିଗସ୍ଥ ପ୍ରବେଶ ପଥରେ ସହେି ମୂର୍ତ୍ତି ଥିଲା, ଯାହା ପରମେଶ୍ବରଙ୍କୁ କୋରଧିତ ଓ ଇର୍ଷାପରାଯଣ କରିଥିଲା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்