Base Word
סָמַךְ
Short Definitionto prop (literally or figuratively); reflexively, to lean upon or take hold of (in a favorable or unfavorable sense)
Long Definitionto lean, lay, rest, support, put, uphold, lean upon
Derivationa primitive root
International Phonetic Alphabetsɔːˈmɑk
IPA modsɑːˈmɑχ
Syllablesāmak
Dictionsaw-MAHK
Diction Modsa-MAHK
Usagebear up, establish, (up-)hold, lay, lean, lie hard, put, rest self, set self, stand fast, stay (self), sustain
Part of speechv

Genesis 27:37
ଇସ୍ହାକ ଉତ୍ତର ଦେଲେ, ହାଇଗେଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦଲେି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସବୋ କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହବୋ ପାଇଁ ଆଶୀର୍ବାଦ କରିସାରିଛି। କଣ ମୁଁ କରିପାରିବି, ମାେ ପୁତ୍ର।

Exodus 29:10
ତା'ପରେ ସହେି ବାଛୁରୀକୁ ସମାଗମ ତମ୍ବୁ ନିକଟକୁ ଆଣ। ହାରୋଣ ଏବଂ ତା'ର ପୁତ୍ରମାନେ ସହେି ଗୋବତ୍ସ ମସ୍ତକରେ ହାତ ରଖିବେ।

Exodus 29:15
ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ କୁହ ସମାନେେ ତାଙ୍କର ହସ୍ତ ଏକ ଅଣ୍ଡିରା ମଷେର ମସ୍ତକ ଉପରେ ରଖିବେ।

Exodus 29:19
ହାରୋଣକୁ ଏବଂ ତାଙ୍କର ପୁତ୍ରମାନଙ୍କୁ ଅନ୍ୟ ଅଣ୍ଡିରା ମଷେ ମୁଣ୍ଡ ଉପରେ ହାତ ରଖିବାକୁ କୁହ।

Leviticus 1:4
ପୁଣି ସେ ହାମବେଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସହେି ବଳି ତାହାର ପ୍ରାଯଶ୍ଚିତ ରୂପେ ଗ୍ରାହ୍ଯ ହବେ।

Leviticus 3:2
ପୁଣି ସେ ସମାଗମ-ତମ୍ବୁର ଦ୍ବାର ଦେଶ ରେ ଆପଣା ବଳିର ମସ୍ତକ ଉପରେ ହାତ ରଖି ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ୟଜ୍ଞବଦେୀ ଉପରେ ଚାରିଆଡେ ସିଞ୍ଚନ କରିବେ।

Leviticus 3:8
ପୁଣି ସେ ନିଜ ବନ୍ଦୀର ମସ୍ତକରେ ହାତ ରଖି ସମାଗମ ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣମ ପୁତ୍ରମାନେ ତା'ର ରକ୍ତକୁ ନଇେ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

Leviticus 3:13
ସେ ସହେି ଛାଗ ମସ୍ତକରେ ହାତ ରଖିବ ଓ ସମାଗମ ତମ୍ବୁ ନିକଟରେ ତାକୁ ବଧ କରିବ। ତା'ପରେ ହାରୋଣର ପୁତ୍ରର ତା'ର ରକ୍ତ ନଇେ ୟଜ୍ଞବଦେୀ ଉପରେ ଚାରିଆଡେ ଛିଞ୍ଚିବେ।

Leviticus 4:4
ପୁଣି ସେ ଅଭିଷିକ୍ତ ଯାଜକ ଆପଣା ବଳିକୁ ସମାଗମ ତମ୍ବୁର ଦ୍ବାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ। ତା'ର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ବଧ କରିବ।

Leviticus 4:15
ତା'ପରେ ମଣ୍ଡଳୀର ପା୍ରଚୀନବର୍ଗ ସହେି ଗୋବତ୍ସର ମସ୍ତକରେ ହାତ ରଖି ସଦାପ୍ରଭୁଙ୍କ ସମ୍ମୁଖ ରେ ତାକୁ ବଧ କରିବେ।

Occurences : 48

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்