Base Word
אֻמְנָם
Short Definitiontruly
Long Definitionverily, truly, indeed
Derivationan orthographical variation of H0551
International Phonetic Alphabetʔumˈn̪ɔːm
IPA modʔumˈnɑːm
Syllableʾumnām
Dictionoom-NAWM
Diction Modoom-NAHM
Usagein (very) deed; of a surety
Part of speechadv

Genesis 18:13
ଏହାପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହାଇୟୋଇଛି।

Numbers 22:37
ବାଲାକ୍ ବିଲିଯମକୁ କହିଲେ, ମୁଁ ତୁମ୍ଭକୁ ମାରେ କୁଳିନମାନଙ୍କ ମାଧ୍ଯମ ରେ ନିମନ୍ତ୍ରଣ କଲି। କିନ୍ତୁ ତୁମ୍ଭେ ଆସିଲ ନାହିଁ। ମୁଁ କ'ଣ ତୁମ୍ଭକୁ ପୁରସ୍କାର ଦବୋକୁ ସମର୍ଥ ନୁହେଁ କି?

1 Kings 8:27
କିନ୍ତୁ ହେ ପରମେଶ୍ବର, ତୁମ୍ଭେ କ'ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀ ରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ବର୍ଗ ଓ ସ୍ବର୍ଗର ଉପରିସ୍ଥ ସ୍ବର୍ଗ ଯେତବେେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତବେେ ମାେ ଦ୍ବାରା ନିର୍ମିତ ଏକ େଛାଟ ଗୃହ କ'ଣ ତୁମ୍ଭକୁ ଧାରଣ କରିପାରିବ?

2 Chronicles 6:18
କିନ୍ତୁ ଆମ୍ଭମାନେେ ଜାଣୁ ଯେ ତୁମ୍ଭେ ପରମେଶ୍ବର, ପ୍ରକୃତ ରେ ଏହି ପୃଥିବୀ ରେ ମନୁଷ୍ଯମାନଙ୍କ ସହିତ ବସବାସ କରିବ ନାହିଁ। ସ୍ବର୍ଗ ଓ ଉଚ୍ଚତମ ସ୍ବର୍ଗଗଣ ତୁମ୍ଭକୁ ଧାରଣ କରିପାରନ୍ତି ନାହିଁ। ଆଉ ଆମ୍ଭମାନେେ ଜାଣୁ ଯେ, ମୁଁ ନିର୍ମିତ କରିଥିବା ଏହି ମନ୍ଦିର ତୁମ୍ଭକୁ ଧାରଣ କରି ନ ପା ରେ।

Psalm 58:1
ବିଚାରକଗଣ !ତୁମ୍ଭେ ନ୍ଯାଯ ଭାବରେ କୁହ କି ? ତୁମ୍ଭେ ଲୋକମାନଙ୍କର ଧର୍ମ ବିଚାର କର କି ?

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்