Base Word
סִין
Short DefinitionSin the name of an Egyptian town and (probably) desert adjoining
Long Definitiona town in eastern Egypt
Derivationof uncertain derivation
International Phonetic Alphabetsɪi̯n̪
IPA modsiːn
Syllablesîn
Dictionseen
Diction Modseen
UsageSin
Part of speechn-pr-loc
Base Word
סִין
Short DefinitionSin the name of an Egyptian town and (probably) desert adjoining
Long Definitiona town in eastern Egypt
Derivationof uncertain derivation
International Phonetic Alphabetsɪi̯n̪
IPA modsiːn
Syllablesîn
Dictionseen
Diction Modseen
UsageSin
Part of speechn-pr-loc

Exodus 16:1
ଏହାପରେ ଇଶ୍ରାୟେଲର ସମସ୍ତ ସମାଜ ଏଲୀମ ଛାଡି ସୀନଯ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନଯର ମଝି ରେ ଥିଲା। ସମାନେେ ମିଶର ଛାଡିବାର ଦ୍ବିତୀୟ ମାସର ପଞ୍ଚଦଶ ଦିନ ରେ ସଠାେରେ ପହନ୍ଚିଲେ।

Exodus 17:1
ଇଶ୍ରାୟେଲର ସମସ୍ତ ସମାଜ ଏକତ୍ରୀତ ହାଇେ ସୀନଯ ମରୁଭୂମିରୁ ୟାତ୍ରା କଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସମାନେେ ଭିନ୍ନ ଭିନ୍ନ ସ୍ଥାନ ଭ୍ରମଣ କଲେ। ସମାନେେ ରଫୀଦୀମ ରେ ଛାଉଣୀ ସ୍ଥପନ କଲେ ଏବଂ ସଠାେରେ ଲୋକମାନଙ୍କ ପାଇଁ ପିଇବା ପାଣି ନଥିଲା।

Numbers 33:11
ପୁଣି ସମାନେେ ସୂଫ ସମୁଦ୍ର ନିକଟରୁ ୟାତ୍ରା କରି ସୀନ୍ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।

Numbers 33:12
ପୁଣି ସମାନେେ ସୀନ୍ ମରୁଭୂମିରୁ ୟାତ୍ରା କଲେ ଓ ଦପ୍କା ରେ ଛାଉଣୀ ସ୍ଥାପନ କଲେ।

Ezekiel 30:15
ତା'ପ ରେ ମୁଁ ମିଶରର ଦୃଢ଼ ଦୁର୍ଗ ସୀନ ଉପ ରେ ଆପଣା କୋପ ବୃଷ୍ଟି କରିବି ଓ ମୁଁ ମାେ ନଗରର ଲୋକମାନଙ୍କୁ ବିନାଶ କରିବି।

Ezekiel 30:16
ଏବଂ ମୁଁ ମିଶର ରେ ଅଗ୍ନି ସଂୟୋଗ କରିବି। ସୀନ ମହାୟାତନାଗ୍ରସ୍ତ ହବେ ଓ ନୋ-ନଗର ଭଗ୍ନ ହବେ। ଏବଂ ନୋଫର ଶତ୍ରୁମାନେ ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்