Base Word
סְדֹם
Short DefinitionSedom, a place near the Dead Sea
Long Definitiona Canaanite city, usually paired with Gomorrah, located in the area of the Dead Sea and the Jordan river; both cities destroyed by God in judgment
Derivationfrom an unused root meaning to scorch; burnt (i.e., volcanic or bituminous) district
International Phonetic Alphabetsɛ̆ˈd̪om
IPA modsɛ̆ˈdo̞wm
Syllablesĕdōm
Dictionseh-DOME
Diction Modseh-DOME
UsageSodom
Part of speechn-pr-loc

Genesis 10:19
ତହିଁରେ ସୀଦୋନଠାରୁ ଗରା ରେ ଦିଗକୁ ହସା ପ୍ରର୍ୟ୍ଯନ୍ତ ପୁଣି ସଦୋମ୍, ହ ମାରୋ ଓ ଅଦ୍ମା, ସବୋଯୀମ ଦିଗ ରେ ଲୋଶା ପର୍ୟ୍ଯନ୍ତ କିଣାନୀଯମାନଙ୍କ ବସତିର ସୀମା ଥିଲା।

Genesis 13:10
ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।

Genesis 13:12
ଅବ୍ରାମ କିଣାନୀଯଙ୍କ ଦେଶ ରେ ରହିଲେ ଏବଂ ଲୋଟ ଉପତ୍ୟକା ନଗରୀ ରେ ବାସ କଲେ। ଲୋଟ ଅଧିକରୁ ଅଧିକ ସଦୋମ ପାଖକୁ ତାଙ୍କର ଛାଉଣୀକୁ ନଇଗେଲେ।

Genesis 13:13
ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଅତି ପାପିଷ୍ଠ ଥିଲେ।

Genesis 14:2
ଏହି ସମସ୍ତ ରାଜାଗଣ ମିଳିତଭାବେ ସଦୋମର ରାଜା ବିରା, ହ ମାରେର ରାଜା ବିର୍ଶା, ଅଦ୍ମାର ରାଜା ଶିନାବ୍ ଓ ସବୋଯିମର ରାଜା ଶିମବରେ ଓ ବିଲାର, ସୋଯରର ରାଜାଙ୍କ ସହିତ ୟୁଦ୍ଧ କଲେ।

Genesis 14:8
ସହେି ସମୟରେ ସଦୋମର ରାଜା, ହ ମାରେର ରାଜା, ଅଦ୍ମାର ରାଜା, ସବୋଯିମର ରାଜା ଓ ବଲାର ଅର୍ଥାତ୍ ସୋଯ ରେ ରାଜା ଏହି ପାଞ୍ଚ ରାଜା ଏବଂ ତାଙ୍କର ସୈନ୍ଯଗଣ ଏକତ୍ରିତ ହେଲେ। ସମାନେେ ସୀଦ୍ଦୀମ ଉପତ୍ୟକାକୁ ୟୁଦ୍ଧ କରିବାକୁ ଗଲେ।

Genesis 14:10
ସହେି ସୀଦ୍ଦୀମ ପଦା ରେ ମାଟିଆତୈଳର ଅନକେ ଗାତ ଥିଲା ଏବଂ ସଦୋମର ରାଜା ଓ ଗ ମାରୋର ରାଜା ପଳାଯନ କଲେ ଓ ସଠାେରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ଯମାନେ ପର୍ବତକୁ ପଳାଇ ଗଲେ।

Genesis 14:11
ଏଥିପାଇଁ ସମାନେେ ସଦୋମ ଓ ହ ମାରୋର ସମସ୍ତ ସମ୍ପତ୍ତି ଏବଂ ଭକ୍ଷ ଲୁଟିନଇେ ପଳାଇଗଲେ।

Genesis 14:12
ଅବ୍ରାମର ଭାତୃ ପୁତ୍ର ଲୋଟ ସଦୋମ ରେ ବାସ କରୁଥିଲା ଏବଂ ଶତୃମାନେ ତାହାକୁ ବନ୍ଦୀ କଲେ। ଏବଂ ଶତୃଗଣ ତାଙ୍କର ସମସ୍ତ ସମ୍ପତ୍ତି ଲୁଟି ନେଲେ।

Genesis 14:17
ତା'ପରେ ଅବ୍ରାମ କଦର୍ଲାଯୋମରକୁ ଓ ତାଙ୍କର ସହାୟ ରାଜାଗଣଙ୍କୁ ଜଯ କରି ବାହୁଡ଼ିବା ପରେ ସଦୋମର ରାଜା ତାଙ୍କ ସହିତ ସାକ୍ଷାତ କରିବାକୁ ଶାବୀ ପଦା, ଅର୍ଥାତ୍ ରାଜାର ପଦାକୁ ଗମନ କଲେ।

Occurences : 39

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்