Base Word
סָגָן
Short Definitiona præfect of a province
Long Definitionruler, prefect, governor, a subordinate ruler
Derivationfrom an unused root meaning to superintend
International Phonetic Alphabetsɔːˈɡɔːn̪
IPA modsɑːˈɡɑːn
Syllablesāgān
Dictionsaw-ɡAWN
Diction Modsa-ɡAHN
Usageprince, ruler
Part of speechn-m

Ezra 9:2
ସମାନେେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସମାନଙ୍କେର କନ୍ଯାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ଯଦେଶ ରେ ଗୋଷ୍ଠୀଯମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧ ରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହାଇେଅଛି।

Nehemiah 2:16
ମୁଁ କେଉଁଆଡେ ଗଲି ଓ କ'ଣ କଲି ଶାସକଗଣ ତାହା ଜାଣି ପାରିଲେ ନାହିଁ। ଆଉ ମୁଁ ମଧ୍ଯ ୟିହୁଦୀଯମାନଙ୍କୁ, ଯାଜକମାନଙ୍କୁ, ମୁଖ୍ଯମାନଙ୍କୁ, ଅଧିକାରୀମାନଙ୍କୁ କି ଅନ୍ୟ କାହାରିକୁ ତାହା ଜଣାଇ ନ ଥିଲି।

Nehemiah 2:16
ମୁଁ କେଉଁଆଡେ ଗଲି ଓ କ'ଣ କଲି ଶାସକଗଣ ତାହା ଜାଣି ପାରିଲେ ନାହିଁ। ଆଉ ମୁଁ ମଧ୍ଯ ୟିହୁଦୀଯମାନଙ୍କୁ, ଯାଜକମାନଙ୍କୁ, ମୁଖ୍ଯମାନଙ୍କୁ, ଅଧିକାରୀମାନଙ୍କୁ କି ଅନ୍ୟ କାହାରିକୁ ତାହା ଜଣାଇ ନ ଥିଲି।

Nehemiah 4:14
ଯେତବେେଳେ ମୁଁ ଏ ପରିସ୍ଥିତି ଦେଖିଲି, ମୁଁ ଉଠିଲି ଏବଂ କୁଳନୀମାନଙ୍କୁ, ଅଧ୍ଯକ୍ଷମାନଙ୍କୁ ଓ ଅନ୍ୟ ଲୋକମାନଙ୍କୁ କହିଲି, ତୁମ୍ଭମାନେେ ସମାନଙ୍କେୁ ଭୟ କର ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କର। ସଦାପ୍ରଭୁ ମହାନ୍ ଓ ଭୟଙ୍କର ଅଟନ୍ତି। ଆଉ ତୁମ୍ଭମାନେେ ଆପଣା ଆପଣା ଭାତୃଗଣ, ପୁତ୍ର ଓ କନ୍ଯାଗଣ ଆପଣା ଆପଣା ସ୍ତ୍ରୀଗଣ ଆପଣା ଗୃହ ନିମନ୍ତେ ୟୁଦ୍ଧ କର।

Nehemiah 4:19
ଏହାପରେ ଆମ୍ଭେ କୁଳୀନମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଅନ୍ଯାନ୍ଯ ଲୋକଙ୍କୁ କହିଲୁ, କାର୍ୟ୍ଯକାରୀ ଓ ବିସ୍ତୀର୍ଣ୍ଣ ପୁଣି ଆମ୍ଭମାନେେ ପ୍ରାଚୀର ଉପରେ ପୃଥକ ହାଇେ ଜଣେ ଜଣକଠାରୁ ଦୂର ରେ ଅଛୁ।

Nehemiah 5:7
ମୁଁ ଏ ବିଷଯ ରେ ଚିନ୍ତା କଲି, ତା'ପରେ ମୁଁ କୁଳିନମାନଙ୍କ ଓ ଅଧିକାରୀମାନଙ୍କ ବିରୁଦ୍ଧ ରେ ଏକ ନ୍ଯାଯିକ ବାଦାନୁବାଦ କଲି। ମୁଁ ସମାନଙ୍କେୁ କହିଲି, ତୁମ୍ଭମାନେେ ତୁମ୍ଭ ଭାଇମାନଙ୍କଠାରୁ ସୁଧ ନେଉଛ, ତୁମ୍ଭର ସଇଟୋ ବନ୍ଦକରିବା ଉଚିତ୍। ଏହାପରେ ମୁଁ ଏକ ମହାସଭା ଡାକିବି।

Nehemiah 5:17
ତଥାପି ଆମ୍ଭମାନଙ୍କ ଚତୁଃର୍ଦିଗସ୍ଥ ଅନ୍ୟ ଦେଶୀଯମାନଙ୍କ ମଧ୍ଯରୁ ଆମ୍ଭମାନଙ୍କ ନିକଟକୁ ଆସନ୍ତା ଲୋକମାନଙ୍କ ଛଡା ୟିହୁଦି ଓ ଅଧ୍ଯକ୍ଷ 150 ଲୋକ ମାେ ଭୋଜନ ଆସନ ରେ ବସିଲେ।

Nehemiah 7:5
ଏହାପରେ ବଂଶାବଳି କ୍ରମେ ଗଣିତ ହବୋପାଇଁ କୁଳନୀମାନଙ୍କୁ ଓ ଅଧ୍ଯକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମାରେପରମେଶ୍ବର ମାେ ମନ ରେ ପ୍ରବୃତ୍ତି ୟାତ କଲେ। ଆଉ ଯେଉଁମାନେ ପ୍ରଥମେ ଆସିଲେ, ମୁଁ ସମାନଙ୍କେର ବଂଶାବଳି ପୁସ୍ତକ ପାଇଲି। ତହିଁରେ ଏହା ଲଖାେ ୟାଇଥିବାର ଦେଖିଲି।

Nehemiah 12:40
ଦୁଇ ଦଳ ଯେଉଁମାନେ ପରମେଶ୍ବରଙ୍କୁ ପ୍ରଶଂସା କରୁଥିଲପରେମେଶ୍ବରଙ୍କ ମନ୍ଦିର ରେ ଛିଡା ହେଲେ। ଅର୍ଦ୍ଧକେ ପଦାଧିକାରୀ ସହିତ ମୁଁ ମଧ୍ଯ ସପରେି କଲି।

Nehemiah 13:11
ତେଣୁ ମୁଁ ଅଧିକାରୀମାନଙ୍କୁ ପଗ୍ଭରିଲି, କାହିଁକି ତୁମ୍ଭେ ପରମେଶ୍ବରଙ୍କ ମନ୍ଦିରର ଅବ ହଳୋ କଲ? ଏ ବିଷଯ ରେ ମୁଁ ସମାନଙ୍କେ ସହିତ ୟୁକ୍ତିତର୍କ କଲି। ତାପରେ ମୁଁ ଲବେୀୟମାନଙ୍କୁ ଏକତ୍ର କଲି ଏବଂ ସମାନଙ୍କେୁ ସମାନଙ୍କେର ନିଜ କ୍ଷେତ୍ର ରେ ନିୟୁକ୍ତି କଲି।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்