Base Word
נֶתֶק
Short Definitionscurf
Long Definitionscab, skin eruption, scall (of leprosy)
Derivationfrom H5423
International Phonetic Alphabetn̪ɛˈt̪ɛk’
IPA modnɛˈtɛk
Syllableneteq
Dictionneh-TEK
Diction Modneh-TEK
Usage(dry) scall
Part of speechn-m

Leviticus 13:30
ଯାଜକ ସହେି ଘା' ଦେଖିବ, ଯଦି ତାହା ଚର୍ମର ନୀଚ୍ଚସ୍ଥ ଦଖାୟୋଏ, ତହିଁରେ ହଳଦିବର୍ଣ୍ଣ ସରୁ ଲୋକ ଥାଏ, ତବେେ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଛଉ, ତାହା ମସ୍ତକ ଅବା ଦାଢିର କୁଷ୍ଠ ରୋଗ।

Leviticus 13:31
ପୁଣି ଯାଜକ ଯଦି ଦେଖିବ ସହେି ଘା' ଚର୍ମର ନୀଚସ୍ଥ ହାଇେ ନଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନଥାଏ, ତବେେ ଯାଜକ ସହେି ଲୋକକୁ ସାତଦିନ ପୃଥକ ରଖିବ।

Leviticus 13:31
ପୁଣି ଯାଜକ ଯଦି ଦେଖିବ ସହେି ଘା' ଚର୍ମର ନୀଚସ୍ଥ ହାଇେ ନଥାଏ ଓ ତହିଁରେ କୃଷ୍ଣବର୍ଣ୍ଣ ଲୋମ ନଥାଏ, ତବେେ ଯାଜକ ସହେି ଲୋକକୁ ସାତଦିନ ପୃଥକ ରଖିବ।

Leviticus 13:32
ସପ୍ତମ ଦନ ରେ ଯାଜକ ସହେି ଲୋକର ଘା' ଦେଖିବ। ଯଦି ସହେି ଛଉ ବଢି ନଥାଏ ଓ ତହିଁରେ ହଳଦିବର୍ଣ୍ଣର ଲୋମ ହାଇେ ନଥାଏ, ଆଉ ତାହା ଚର୍ମର ନୀଚସ୍ଥ ଦଖାେ ନୟାଏ,

Leviticus 13:32
ସପ୍ତମ ଦନ ରେ ଯାଜକ ସହେି ଲୋକର ଘା' ଦେଖିବ। ଯଦି ସହେି ଛଉ ବଢି ନଥାଏ ଓ ତହିଁରେ ହଳଦିବର୍ଣ୍ଣର ଲୋମ ହାଇେ ନଥାଏ, ଆଉ ତାହା ଚର୍ମର ନୀଚସ୍ଥ ଦଖାେ ନୟାଏ,

Leviticus 13:33
ତବେେ ସେ ଲଣ୍ଡା ହବେ, ମାତ୍ର ଛଉ ସ୍ଥାନ ଲଣ୍ଡା ହବେ ନାହିଁ ଓ ଯାଜକ ସହେି ଛଉଥିବା ଲୋକକୁ ଆଉ ସାତଦିନ ପୃଥକ୍ କରି ରଖିବ।

Leviticus 13:33
ତବେେ ସେ ଲଣ୍ଡା ହବେ, ମାତ୍ର ଛଉ ସ୍ଥାନ ଲଣ୍ଡା ହବେ ନାହିଁ ଓ ଯାଜକ ସହେି ଛଉଥିବା ଲୋକକୁ ଆଉ ସାତଦିନ ପୃଥକ୍ କରି ରଖିବ।

Leviticus 13:34
ପୁଣି ସପ୍ତମ ଦିନ ରେ ଯାଜକ ସହେି ଛଉ ଦେଖିବ। ଯଦି ସହେି ଛଉ ଚର୍ମ ରେ ବଢି ନଥାଏ ଓ ତହା ଚର୍ମର ନୀଚ୍ଚସ୍ଥ ଦଖାେ ନୟାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହବେ।

Leviticus 13:34
ପୁଣି ସପ୍ତମ ଦିନ ରେ ଯାଜକ ସହେି ଛଉ ଦେଖିବ। ଯଦି ସହେି ଛଉ ଚର୍ମ ରେ ବଢି ନଥାଏ ଓ ତହା ଚର୍ମର ନୀଚ୍ଚସ୍ଥ ଦଖାେ ନୟାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହବେ।

Leviticus 13:35
ମାତ୍ର ଶୁଚି ହେଲାପରେ ଯବେେ ଚର୍ମ ରେ ସହେି ଛଉ ବ୍ଯାପିୟାଏ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்