Base Word
נָתִין
Short Definitionthe Nethinim, or Temple-servants (as given to that duty)
Long DefinitionNethinims
Derivationor נָתוּן (Ezra 8:17), (the proper form as passive participle), from H5414; one given, i.e., (in the plural only)
International Phonetic Alphabetn̪ɔːˈt̪ɪi̯n̪
IPA modnɑːˈtiːn
Syllablenātîn
Dictionnaw-TEEN
Diction Modna-TEEN
UsageNethinims
Part of speechn-m

1 Chronicles 9:2
ଯେଉଁମାନେ ପ୍ରଥମେ ଫରେିଆସି ସମାନଙ୍କେର ଅଧିକାର ରେ ସଠାେରେ ସମାନଙ୍କେର ନଗର ରେ ବାସ କଲେ, ସେଥିମଧ୍ଯରୁ କେତକେ ଇଶ୍ରାୟେଲୀୟ, ଯାଜକଗଣ, ଲବେୀୟଗଣ ଓ ସବେକଗଣ ଥିଲେ।

Ezra 2:43
ମନ୍ଦିରର ବିଶଷେ ଦାସମାନଙ୍କ ବଂଶଧରମାନେ ହେଲେ: ସୀହ, ହସୂଫା, ଟଦ୍ଦଯୋତ।

Ezra 2:58
ନଥନୀଯ ଶେ ଲୋମନଙ୍କ ଦାସମାନଙ୍କର ବଂଶଧର ସର୍ବ ମାଟେ 392 ଜଣ।

Ezra 2:70
ଯାଜକମାନେ ଓ ଲବେୀୟମାନେ ଲୋକମାନଙ୍କ ମଧ୍ଯରୁ କେତକେ ଏବଂ ଗାଯକମାନେ, ଦ୍ବାରପାଳକମାନେ, ନଥୀନୀଯମାନେ ନିଜନିଜ ନଗର ରେ ଓ ସମଗ୍ର ଇଶ୍ରାୟେଲ ନିଜ ନିଜ ନଗର ରେ ବାସ କଲେ।

Ezra 7:7
ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷ ରେ ଇଶ୍ରାୟେଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲବେୀୟମାନଙ୍କର କେତକେ ଜଣ ପୁଣି ଗାଯକମାନେ ଓ ଦ୍ବାରପାଳମାନେ ଓ ନଥୀନୀଯମାନେ ୟିରୁଶାଲମକୁ ଗଲେ।

Ezra 8:17
ଏହାପରେ ମୁଁ ସମାନଙ୍କେୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା'ର ଭାତୃଗଣ ନାଥୀନୀଯମାନଙ୍କୁ କହିବାକୁ ସମାନଙ୍କେୁ ଆଦେଶ ଦଲେି।

Ezra 8:20
ଦାଉଦ ଓ ଅଧିପତିମାନେ ଯେଉଁ ଲୋକମାନଙ୍କୁ ଲବେୀୟମାନଙ୍କ ସବୋକାର୍ୟ୍ଯ ନିମନ୍ତେ ଦଇେଥିଲେ, ସମାନଙ୍କେ ମଧ୍ଯରୁ 220 ଜଣ ନଥନୀଯ ମନ୍ଦିରର ଦାସ ଆଣିଲେ। ଏହି ସମସ୍ତଙ୍କ ନାମ ଲିଖିତ ହେଲା।

Ezra 8:20
ଦାଉଦ ଓ ଅଧିପତିମାନେ ଯେଉଁ ଲୋକମାନଙ୍କୁ ଲବେୀୟମାନଙ୍କ ସବୋକାର୍ୟ୍ଯ ନିମନ୍ତେ ଦଇେଥିଲେ, ସମାନଙ୍କେ ମଧ୍ଯରୁ 220 ଜଣ ନଥନୀଯ ମନ୍ଦିରର ଦାସ ଆଣିଲେ। ଏହି ସମସ୍ତଙ୍କ ନାମ ଲିଖିତ ହେଲା।

Nehemiah 3:26
ଏହି ସମୟରେ ନଥୀନୀଯମାନେ ଜଳଦ୍ବାରର ପୂର୍ବଦିଗ ରେ ସମ୍ମୁଖ ପର୍ୟ୍ଯନ୍ତ ଓ ବାହାର ଦୁର୍ଗ ପର୍ୟ୍ଯନ୍ତ ଓ ଫଲ ରେ ବାସ କରୁଥିଲେ।

Nehemiah 3:31
ତା'ପରେ ମଲକିଯ ନାମକ ଜଣେ ସ୍ବର୍ଣ୍ଣକାର ସୈନ୍ଯମାନେ ଏକତ୍ରୀତ ହେଉଥିବା ଫାଟକ ଆଗ ରେ ମନ୍ଦିର ଦାସମାନଙ୍କର, ନଥିନୀଯମାନଙ୍କର ଓ ବଣିକମାନଙ୍କର ଗୃହ ପର୍ୟ୍ଯନ୍ତ, ଆଉ କଣର ଉଠାଣି ପର୍ୟ୍ଯନ୍ତ ଭଗ୍ନ ଅଂଶ ମରାମତି କଲେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்