Base Word | |
נְקָמָה | |
Short Definition | avengement, whether the act of the passion |
Long Definition | vengeance |
Derivation | feminine of H5359 |
International Phonetic Alphabet | n̪ɛ̆.k’ɔːˈmɔː |
IPA mod | nɛ̆.kɑːˈmɑː |
Syllable | nĕqāmâ |
Diction | neh-kaw-MAW |
Diction Mod | neh-ka-MA |
Usage | + avenge, revenge(-ing), vengeance |
Part of speech | n-f |
Numbers 31:2
ଇଶ୍ରାୟେଲ ଲୋକମାନଙ୍କ ସକାେଶ ମିଦିଯନୀଯମାନଙ୍କ ଉପରେ ପ୍ରତି ଶାଧେ ନିଅ। ତା'ପରେ ତୁମ୍ଭମାନେ ମୃତ୍ଯୁ ବରଣ କରିବ।
Numbers 31:3
ତହିଁରେ ମାଶାେ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କର କେତକେ ଲୋକମାନଙ୍କୁ ୟୁଦ୍ଧ ପାଇଁ ପ୍ରସ୍ତୁତ କର, ସମାନେେ ମିଦିଯନୀଯମାନଙ୍କ ବିଷଯ ରେ ସଦାପ୍ରଭୁଙ୍କ ଦଣ୍ତାଜ୍ଞା ସଫଳ କରିବା ନିମନ୍ତେ ୟୁଦ୍ଧ କରିବେ।
Judges 11:36
ୟିଲ୍ଗହର କନ୍ଯାକହିଲା, ହେ ମାରେ ପିତା ତୁମ୍ଭେ ସଦାପ୍ରଭୁଙ୍କ ନିକଟରେ କିଛି ପ୍ରତିଜ୍ଞା କଲ। ବର୍ତ୍ତମାନ ମାେ ପ୍ରତି ସହେି ଅନକ୍ସ୍ଟସା ରେ କର। ଆପତତଃ, ସଦାପ୍ରଭୁ ତୁମ୍ଭର ଶତୃ ଅେମ୍ମାନୀୟମାନଙ୍କୁ ପରାସ୍ତ କରିବା ରେ ତକ୍ସ୍ଟମ୍ଭଙ୍କକ୍ସ୍ଟ ସାହାୟ୍ଯ କଲେ।
2 Samuel 4:8
ସମାନେେ ଆସି ହିବ୍ରୋଣ ରେ ପହନ୍ଚିଲେ ଏବଂ ସମାନେେ ଦାଉଦଙ୍କକ୍ସ୍ଟ ଇଶ୍ବୋଶତ୍ର କଟାମକ୍ସ୍ଟଣ୍ତ ଦେଲେ।
2 Samuel 22:48
ସହେି ପରମେଶ୍ବର ମାେ ତରଫରକ୍ସ୍ଟ ପରିଶାଧେ ନିଅନ୍ତି। ସେ ଦେଶଗୁଡିକୁ ମାରେ ଶାସନାଧିନ କରନ୍ତି।
Psalm 18:47
ପରମେଶ୍ବର ମାେ ପାଇଁ ମାରେ ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି। ସେ ଲୋକମାନଙ୍କୁ ମାରେ ନିଯନ୍ତ୍ରଣରେ ରଖନ୍ତି।
Psalm 79:10
ଅନ୍ୟ ଦେଶୀଯ ଲୋକମାନଙ୍କୁ କହିବାକୁ ଦିଅ ନାହିଁ। ସମାନଙ୍କେର ପରମେଶ୍ବର କାହାଁନ୍ତି ? ହେ ପରମେଶ୍ବର, ସହେି ଲୋକମାନଙ୍କୁ ଦଣ୍ଡ ଦିଅ ୟାହା ଫଳରେ କି ଆମ୍ଭମାନେେ ମଧ୍ଯ ତାହା ଦେଖି ପାରିବୁ। ତୁମ୍ଭର ସବକମାନଙ୍କେୁ ହତ୍ଯା କରିଥିବାରୁ ସମାନଙ୍କେୁ ଦଣ୍ଡ ଦିଅ।
Psalm 94:1
ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।
Psalm 94:1
ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।
Psalm 149:7
ସମାନଙ୍କେୁ ଅନ୍ୟ ଗୋଷ୍ଠୀଯମାନଙ୍କୁ ଦଣ୍ଡିତ କରିବାକୁ ୟାଆନ୍ତୁ। ସମାନଙ୍କେୁ ୟିବାକୁ ଓ ଦଣ୍ଡ ଦବୋକୁ ଦିଅ।
Occurences : 27
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்