Base Word
נָסַח
Short Definitionto tear away
Long Definitionto pull or tear away
Derivationa primitive root
International Phonetic Alphabetn̪ɔːˈsɑħ
IPA modnɑːˈsɑχ
Syllablenāsaḥ
Dictionnaw-SA
Diction Modna-SAHK
Usagedestroy, pluck, root
Part of speechv

Deuteronomy 28:63
ସଦାପ୍ରଭୁ ଦିନେ ଆନନ୍ଦ ଥିଲେ, ତୁମ୍ଭମାନଙ୍କୁ ଖକ୍ସ୍ଟସି କରି ଓ ତୁମ୍ଭମାନଙ୍କର ସଂଖ୍ଯା ବଢାଇ। ଠିକ୍ ସହେିପରି ସଦାପ୍ରଭୁ ଆନନ୍ଦ ଖକ୍ସ୍ଟସି ଦବେେ ତୁମ୍ଭମାନଙ୍କୁ ହ୍ରସକରି ଓ ବିନାଶ କରି। ତୁମ୍ଭମାନେେ ଅଧିକାର କରିବାକୁ ଯାଉଥିବା ଦେଶକକ୍ସ୍ଟ ଅନ୍ୟମାନେ ଅଧିକାର କରି ନବେେ।

Psalm 52:5
ଏଣୁ ପରମେଶ୍ବର ଚିରଦିନ ପାଇଁ ତୁମ୍ଭକୁ ଧ୍ବଂସ କରିବେ। ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ। ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।

Proverbs 2:22
ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହବେେ ଓ ବିଶ୍ବାସଘାତକମାନେ ତହିଁରୁ ଉତ୍ପୀଡ଼ନ ହବେେ।

Proverbs 15:25
ଗର୍ବୀ ଲୋକର ଗୃହକୁ ସଦାପ୍ରଭୁ ବିନାଶ କରିବେ। ମାତ୍ର ବିଧବାର ସୀମା ସଦାପ୍ରଭୁ ସ୍ଥିର କରିବେ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்