Base Word
נְטִישָׁה
Short Definitiona tendril (as an offshoot)
Long Definitiontwig, tendril, tendrils of a vine (as spread out)
Derivationfrom H5203
International Phonetic Alphabetn̪ɛ̆.t̪’ɪi̯ˈʃɔː
IPA modnɛ̆.tiːˈʃɑː
Syllablenĕṭîšâ
Dictionneh-tee-SHAW
Diction Modneh-tee-SHA
Usagebattlement, branch, plant
Part of speechn-f

Isaiah 18:5
ଗ୍ରୀଷ୍ମକାଳୀନ ମଧ୍ଯାହ୍ନ ସମୟର ପ୍ରଚଣ୍ଡ ତାପ ରେ ଲୋକ ବିଶ୍ରାମ କରିବା ପରି, ଶସ୍ଯ ଛଦନକୋଳୀନ ଶିଶିର ୟୁକ୍ତ ମେଘପରି କ୍ଷାନ୍ତ ହାଇେ ନିରୀକ୍ଷଣ କରିବି। ତା'ପ ରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତା ରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷା ଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସମାନେେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦବେେ।

Jeremiah 5:10
ତୁମ୍ଭମାନେେ ପ୍ରାଚୀର ଉପରକୁ ୟାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସଗେୁଡ଼ିକୁ ସମ୍ପୂୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।

Jeremiah 48:32
ହେ ସିବ୍ଲାର ଦ୍ରାକ୍ଷାଲତେ, ୟା ସରେ ରୋଦନ ଅପେକ୍ଷା ଆମ୍ଭେ ତୁମ୍ଭ ପାଇଁ ଅଧିକ ଶାେକ କରିବା। ତୁମ୍ଭର ଦ୍ରାକ୍ଷାଲତାର ଶାଖାସବୁ ସମୁଦ୍ର ଅତିକ୍ରମ କରିଥିଲା ଓ ସେସବୁ ୟା ସରେ ସମୁଦ୍ର ପର୍ୟ୍ଯନ୍ତ ବିସ୍ତୃତ ହାଇେଥିଲା। ମାତ୍ର ଫଳ ଓ ଦ୍ରାକ୍ଷାଫଳ ସଂଗ୍ରହ କରିବା ସମୟରେ ବିନାଶକ ଆସି ସବୁକିଛି ନଇଗେଲା।

Occurences : 3

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்