Base Word
נָחָשׁ
Short DefinitionNachash, the name of two persons apparently non-Israelite
Long Definition(n pr m) a king of the Ammonites during the time of king Saul
Derivationthe same as H5175
International Phonetic Alphabetn̪ɔːˈħoʃ
IPA modnɑːˈχoʃ
Syllablenāḥoš
Dictionnaw-HOHSH
Diction Modna-HOHSH
UsageNahash
Part of speechn-pr-m

1 Samuel 11:1
ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।

1 Samuel 11:1
ପ୍ରାଯ ଏକମାସ ପରେ ଅେମ୍ମାନୀୟ ନାହଶ ଏବଂ ତାଙ୍କ ସନୋ ୟାବେଶ ଗିଲିଯଦ ଛାଉଣୀ ସ୍ଥାପନ କଲେ। ୟାବେଶର ଲୋକ କହିଲେ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ନିଯମ ପ୍ରବର୍ତ୍ତନ କର, ଆମ୍ଭେ ତାହା ପାଳନ କରିବକ୍ସ୍ଟ।

1 Samuel 11:2
ଅେମ୍ମାନୀୟ ନାହଶ ତାଙ୍କୁ ଉତ୍ତର କଲା, ତକ୍ସ୍ଟମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷକ୍ସ୍ଟ ଉପକ୍ସ୍ଟଡା ଗଲେ ମୁ ତା'ପରେ ନିଯମ ସ୍ଥିର କରିବି। ତଦ୍ଦ୍ବାରା ସମସ୍ତ ଇଶ୍ରାୟେଲୀୟ ଲଜ୍ଜିତ ହବେେ।

1 Samuel 12:12
ତା'ପରେ ତୁମ୍ଭେ ଦେଖିଲ ଅମ୍ମାନରେ ରାଜା ନାହଶ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କଲେ। ତୁମ୍ଭେ କହିଲ, 'ନା! ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ' ଯଦିଓ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କର ରାଜା ଥିଲେ।

2 Samuel 10:2
ଦାଉଦ କହିଲେ, ମୁ ହାନୂନ୍ ପ୍ରତି ବିଶଷେ କରୁଣା ପ୍ରକାଶ କରିବାକୁ ଯାଉଅଛି କାରଣ ତା'ର ପିତା ନାହଶ ମାେ ପ୍ରତି ବହକ୍ସ୍ଟତ ବିଶ୍ବସ୍ତ ଓ ଦୟାବାନ ଥିଲା। ତେଣୁ ତାକକ୍ସ୍ଟ ପିତୃ ଶାେକରୁ ସାନ୍ତ୍ବନା ଦବୋ ପାଇଁ ଦାଉଦ ନିଜର ପଦାଧିକାରୀ କର୍ମଗ୍ଭରୀମାନଙ୍କୁ ତାଙ୍କ ନିକଟକକ୍ସ୍ଟ ପଠାଇଲେ।

2 Samuel 17:25
ଅବଶାଲୋମ ଯୋୟାବଙ୍କକ୍ସ୍ଟ ସ୍ଥାନାନ୍ତର କରି ଅମାସାଙ୍କକ୍ସ୍ଟ ସୈନ୍ଯଦଳର ମୂଖ୍ଯ ଭାବରେ ନିୟକ୍ସ୍ଟକ୍ତି କଲେ। ଏହି ଅମାସା ଇସ୍ମାଯଲେୀଯ ଯେଥରଙ୍କର ପକ୍ସ୍ଟତ୍ର ଥିଲେ। ଅମାସାର ମା' ଥିଲେ ଅବୀଗଲ, ୟିଏ କି ସରକ୍ସ୍ଟଯାଙ୍କର ଭଉଣୀ ନାହଶଙ୍କର କନ୍ଯା ଥିଲେ। ୟିଏକି ଯୋୟାବଙ୍କର ମା' ଥିଲେ।

2 Samuel 17:27
ଯେତବେେଳେ ଦାଉଦ ମହନଯିମ ରେ ପହନ୍ଚିଲେ, ସେ ସଠାେରେ ଶୋବି, ମାଖୀର ଏବଂ ବର୍ସିଲଯଙ୍କକ୍ସ୍ଟ ଭଟେିଲେ। ଶୋବି ରଦ୍ଦାରକ୍ସ୍ଟ ଅେମ୍ମାନୀୟ ନାହଶଙ୍କର ପକ୍ସ୍ଟତ୍ର ଥିଲେ। ମାଖୀର ଲୋଦବାର ନିବାସୀ ଅମ୍ମୀଯଲରେ ପକ୍ସ୍ଟତ୍ର ଥିଲେ। ବର୍ସିଲଯ ରୋଗଲୀମନିବାସୀ ଗିଲିଯଦୀଯ ଥିଲେ।

1 Chronicles 19:1
ନାହଶ୍ ଅେମ୍ମାନୀୟ ଲୋକଙ୍କର ରାଜା ଥିଲେ। ନାହଶ୍ ମୃତ୍ଯୁ ଭୋଗ କଲେ ଓ ତାଙ୍କର ପୁତ୍ର ନୂତନ ରାଜା ହେଲେ।

1 Chronicles 19:2
ଏ ଉତ୍ତା ରେ ଦାଉଦ କହିଲେ, ନାହଶ୍ ମାେ ପ୍ରତି ଦୟାଳୁ ହାଇେଥିଲେ, ତେଣୁ ମୁଁ ନାହଶଙ୍କ ପୁତ୍ର ହାନୂନ ପ୍ରତି ଦୟାଳୁ ହବେି। ତେଣୁ ହାନୂନଙ୍କୁ ତାହାଙ୍କ ପିତାଙ୍କ ମୃତ୍ଯୁ ବିଷଯକ ସାନ୍ତ୍ବନା ଦବୋ ନିମନ୍ତେ ଦାଉଦ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ଦାଉଦଙ୍କ ବାର୍ତ୍ତାବାହକମାନେ ହାନୂନ୍ଙ୍କୁ ସାନ୍ତ୍ବନା ଦବୋ ନିମନ୍ତେ ଅମ୍ମାନେ ଦେଶକୁ ଗଲେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்