Base Word
נְחֶמְיָה
Short DefinitionNechemjah, the name of three Israelites
Long Definitionthe son of Hachaliah, cupbearer to king Artaxerxes, who became governor of Judah after the return from exile
Derivationfrom H5162 and H3050; consolation of Jah
International Phonetic Alphabetn̪ɛ̆.ħɛmˈjɔː
IPA modnɛ̆.χɛmˈjɑː
Syllablenĕḥemyâ
Dictionneh-hem-YAW
Diction Modneh-hem-YA
UsageNehemiah
Part of speechn-pr-m

Ezra 2:2
ଏହି ଲୋକମାନେ ସରୁଦ୍ଦାବିଲ, ଯଶୂେଯ, ନିହିମଯା, ସରାଯ, ରିଯଲୋଯ, ମର୍ଦ୍ଦଖଯ, ବିଲଶନ, ମିସ୍ପର, ଦିଗ୍ବଯ, ରହୂମ୍ ଓ ବାନା ସଙ୍ଗେ ଫରେି ଆସିଲେ। ଇଶ୍ରାୟେଲୀୟ ବଂଶୀଯ ପୁରୁଷମାନଙ୍କର ସଂଖ୍ଯା ଏହିପରି ଥିଲା।

Nehemiah 1:1
ଏଗୁଡିକ ନିହିମିଯାଙ୍କର ବାକ୍ଯ ଅଟେ। ନିହିମିଯା ଥିଲେ ହଖଲିଯର ପୁତ୍ର। ବିଂଶତିତମ ବର୍ଷର କିଶ୍ଲେବ୍ ମାସ ରେ ମୁଁ ଶୂଶନର ରାଜଧାନୀ ରେ ଥିଲି।

Nehemiah 3:16
ବୈଥ୍ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ଯକ୍ଷ ଅସ୍ବୂକର ପୁତ୍ର ନିହିମିଯା ଦାଉଦଙ୍କର କବର ସମ୍ମୁଖ ପର୍ୟ୍ଯନ୍ତ ଓ ମନୁଷ୍ଯକୃତ ପୁଷ୍କରିଣୀ ପର୍ୟ୍ଯନ୍ତ ଓ ବୀରମାନଙ୍କ ଗୃହ ପର୍ୟ୍ଯନ୍ତ ମରାମତି କଲେ।

Nehemiah 7:7
ଏମାନେ ସରୁଦ୍ଦାବିଲ, ଯଶୂେଯ, ନିହିମିଯା, ଅସରିଯ ରଯମା, ନହମାନି ମର୍ଦ୍ଦଖଯ, ବିଲଶନ, ମମ୍ପର, ବିଗ୍ବଯ, ନହୂମ, ବାନା ସଙ୍ଗେ ଫରେି ଆସିଲେ। ଇଶ୍ରାୟେଲ ବଂଶିଯ ପୁରୁଷମାନଙ୍କ ସଂଖ୍ଯା ଏହିପରି ଥିଲା।

Nehemiah 8:9
ଦଶାେଧ୍ଯକ୍ଷ ନିହିମିଯା, ଲିପିକାର ଓ ଯାଜକ ଏଜ୍ରା ଓ ଲବେୀୟମାନେ, ଯେଉଁମାନେ ବୁଝିବା ରେ ଲୋକମାନଙ୍କୁ ସାହାୟ୍ଯ କଲେ, ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଅଟେ। ଶୋକ କରନାହିଁ କି ରୋଦନ କରନାହିଁ। ସମାନେେ ଏହା କହିଲେ, କାରଣ ବ୍ଯବସ୍ଥା ବାକ୍ଯ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ।

Nehemiah 10:1
ଏହି ଚୁକ୍ତି ପତ୍ରଗୁଡିକ ଏହିସହୁ ଅଧିକାରୀଙ୍କ ମାହେର ରେ ସ୍ବାକ୍ଷରିତ ହାଇେଥିଲା। ଯଥା:- ରାଜ୍ଯପାଳ ନିହମିଯା ହଖଲିଯଙ୍କ ପୁତ୍ର ସିଦିକିଯ।

Nehemiah 12:26
ଏମାନେ ସମସ୍ତେ ୟୋଷାଦକର ପୁତ୍ର ଯଶୂେଯର ପୁତ୍ର ୟୋଯାକୀମ ସମୟରେ, ଆଉ ରାଜ୍ଯପାଳ ନିହିମିଯା ଓ ଯାଜକ ଏଜ୍ରା ଓ ଲିପିକାର ସମୟରେ ଥିଲେ।

Nehemiah 12:47
ତେଣୁ ସରୁଦ୍ଦାବିଲ ଓ ନିହିମିଯାଙ୍କ ସମୟରେ ସମଗ୍ର ଇଶ୍ରାୟେଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାଯକମାନଙ୍କର ଓ ଦ୍ବାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲବେୀୟମାନଙ୍କ ନିମନ୍ତେ ସମାନଙ୍କେର ଉପହାରଗୁଡିକ ସମର୍ପଣ କଲେ ଓ ଲବେୀୟମାନେ ହାରୋଣ ବଂଶଧରଗଣ ନିମନ୍ତେ ଉପହାରଗୁଡିକ ସମର୍ପଣ କଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்