Base Word
אֶלְקָנָה
Short DefinitionElkanah, the name of several Israelites
Long DefinitionSamuel's father
Derivationfrom H0410 and H7069; God has obtained
International Phonetic Alphabetʔɛl.k’ɔːˈn̪ɔː
IPA modʔɛl.kɑːˈnɑː
Syllableʾelqānâ
Dictionel-kaw-NAW
Diction Model-ka-NA
UsageElkanah
Part of speechn-pr-m

Exodus 6:24
କୋରହର ସନ୍ତାନ ଅସୀର, ଇଲ୍କାନା ଓ ଅବୀଯାସଫ୍। ଏମାନେ କୋରହର ବଂଶ।

1 Samuel 1:1
ଇଫ୍ରଯିମର ପର୍ବତମଯ ଦେଶର ରାମାଠା ରେ ଜଣେ ଲୋକ ବାସ କରୁଥିଲେ, ଯାହାର ନାମ ଥିଲା ଇଲ୍କାନା। ଇଲ୍କାନା ସୂଫ ପରିବାରବର୍ଗର ଥିଲେ। ଇଲ୍କାନା ୟିରୋହମର ପକ୍ସ୍ଟତ୍ର, ଥିଲା ୟିଏ ଇଲୀହର ପକ୍ସ୍ଟତ୍ର ଥିଲା, ୟିଏ ତୋହର ପକ୍ସ୍ଟତ୍ର ଥିଲା, ୟିଏ ସୂଫର ପକ୍ସ୍ଟତ୍ର ଥିଲା ଓ ଏମାନେ ଇଫ୍ରଯିମ ପରିବାରବର୍ଗର ଥିଲେ।

1 Samuel 1:4
ପ୍ରେତ୍ୟକକଥର ବଳିଦାନ ଉତ୍ସର୍ଗ କଲାପରେ ସେଥିରକ୍ସ୍ଟ କିଛି ଅଂଶ ତା'ର ସ୍ତ୍ରୀ ପନିନ୍ନା ଏବଂ ତା'ର ସମସ୍ତ ପକ୍ସ୍ଟତ୍ରଗଣ ଓ କନ୍ଯାମାନଙ୍କୁ ଦେଉଥିଲା।

1 Samuel 1:8
ତା'ର ସ୍ବାମୀ ଇଲକାନା ପଗ୍ଭରକ୍ସ୍ଟ ଥିଲେ, ତୁମ୍ଭେ କାହିଁକି କାନ୍ଦକ୍ସ୍ଟଛ? ତୁମ୍ଭେ କାହିଁକି କିଛି ଖାଉନାହଁ? ତୁମ୍ଭେ କାହିଁକି ଦକ୍ସ୍ଟଃଖିତ। ମୁ ତୁମ୍ଭର ସ୍ବାମୀ, ତୁମ୍ଭେ ଭାବିବା ଉଚିତ୍ ଯେ ମୁ ତକ୍ସ୍ଟମ୍ଭ ପାଇଁ ତୁମ୍ଭର ଦଶ ଜଣ ପକ୍ସ୍ଟତ୍ର ପାଇବା ସକ୍ଷମ।

1 Samuel 1:19
ତା'ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକକ୍ସ୍ଟ ସ୍ମରଣ କଲେ।

1 Samuel 1:21
ଏହାପରେ ଇଲ୍କାନା ଓ ତାହାର ପରିବାର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଓ ଆପଣା ପ୍ରତିଜ୍ଞା ପୂର୍ଣ୍ଣତା କରିବାକୁ ଗଲେ।

1 Samuel 1:23
ତା'ପରେ ତା'ର ସ୍ବାମୀ ଇଲ୍କାନା ତାକକ୍ସ୍ଟ କହିଲା, ଯାହା ତୁମ୍ଭେ ଉତ୍ତମ ଭାବ ତାହା କର। ପିଲାଟି ସ୍ତନପାନ ତ୍ଯାଗ କରାଇବା ପର୍ୟ୍ଯନ୍ତ ଏଠା ରେ ରକ୍ସ୍ଟହ। ସଦାପ୍ରଭୁ ତାଙ୍କର ବାକ୍ଯ ପୂର୍ଣ କରନ୍ତକ୍ସ୍ଟ । ତେଣୁ ସହେି ସ୍ତ୍ରୀ ଆପଣା ପକ୍ସ୍ଟତ୍ରକକ୍ସ୍ଟ ସ୍ତନପାନ ତ୍ଯାଗ କରିବା ପର୍ୟ୍ଯନ୍ତ ଗୃହ ରେ ରହିଲା ଓ ପିଲାର ଦଖାେଗ୍ଭହାଁ କଲା।

1 Samuel 2:11
ଏହାପରେ ଇଲ୍କାନା ରାମାସ୍ଥିତ ଆପଣା ଘରକକ୍ସ୍ଟ ଗଲା। କିନ୍ତୁ ବାଳକ ଶାମକ୍ସ୍ଟଯଲେ ଯାଜକ ଏଲି ଅଧିନ ରେ ଥାଇ ସଦାପ୍ରଭୁଙ୍କର ସବୋ କଲା।

1 Samuel 2:20
ପକ୍ସ୍ଟଣି ଏଲି ଇଲ୍କାନାକକ୍ସ୍ଟ ଓ ତା'ର ସ୍ତ୍ରୀକକ୍ସ୍ଟ ଆଶୀର୍ବାଦ କଲେ ଏବଂ କହିଲେ, ସଦାପ୍ରଭୁଙ୍କର ଏହି ସ୍ତ୍ରୀଲୋକ ପ୍ରତି ଗୋଟିଏ ପିଲା ପାଇଁ ଆଶୀର୍ବାଦ ହେଉ, ହନାହାବ ପକ୍ସ୍ଟତ୍ର ପ୍ରାର୍ଥନା କରୁଥିବା ସ୍ଥାନକକ୍ସ୍ଟ ନିଆ ହେଉ ଏବଂ ତା'ପରେ ସଦାପ୍ରଭୁଙ୍କୁ ଦେଲେ।

1 Chronicles 6:23
ଇଲକାନା ଅସୀରଙ୍କ ପୁତ୍ର ଥିଲେ, ଅବୀଯାସଫ୍ ଇଲକାନାଙ୍କ ପୁତ୍ର ଥିଲେ। ଅସୀର ଅବୀଯାସଫଙ୍କ ପୁତ୍ର ଥିଲେ।

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்