Base Word
נְבִיאָה
Short Definitiona prophetess or (generally) inspired woman; by implication, a poetess; by association a prophet's wife
Long Definitionprophetess
Derivationfeminine of H5030
International Phonetic Alphabetn̪ɛ̆.bɪi̯ˈʔɔː
IPA modnɛ̆.viːˈʔɑː
Syllablenĕbîʾâ
Dictionneh-bee-AW
Diction Modneh-vee-AH
Usageprophetess
Part of speechn-f

Exodus 15:20
ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।

Judges 4:4
ସହେି ସମୟରେ ଦାବୋରା ନାମକ ଜଣେ ଭବିଷ୍ଯତ୍ବକ୍ତି ଥିଲେ। ସେ ଲପ୍ପୀଦୋତର ସ୍ତ୍ରା ଥିଲେ। ସେ ଇଶ୍ରାୟେଲର ଲୋକମାନଙ୍କ ଉପରେ ବିଚାରପତି ହେଲେ।

2 Kings 22:14
ଏଣୁ ହିଲକିଯ ଯାଜକ, ଅହୀକାମ୍, ଅକ୍ବୋର, ଶାଫନ ଓ ଅସାଯ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତିକ୍ବର ପୁତ୍ର ଶଲ୍ଲୁମର ଭାର୍ୟ୍ଯା ହୁଲଦା ଭବିଷ୍ଯଦ୍ବକ୍ତା ନିକଟକୁ ଗଲେ। ୟିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ୟିରୁଶାଲମର ଦ୍ବିତୀୟ କୋଠରୀ ରେ ବାସ କରୁଥିଲା। ସମାନେେ ତା' ସହିତ କଥାବାର୍ତ୍ତା ହେଲେ।

2 Chronicles 34:22
ହିଲ୍କିଯ ଓ ରାଜାଙ୍କର ସବେକାମାନେ ଭବିଷ୍ଯଦ୍ବକ୍ତୀ ହୁଲ୍ଦାଙ୍କ ନିକଟକୁ ଗଲେ। ହୁଲ୍ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ବାବଧାରକ ଥିଲେ। ହୁଲ୍ଦା ୟିରୁଶାଲମର ଦ୍ବିତୀୟ ମହଲା ରେ ବାସ କରୁଥିଲେ। ହିଲ୍କିଯ ଓ ରାଜାଙ୍କ ସବେକଗଣ ହୁଲ୍ଦାଙ୍କୁ ସମସ୍ତ ଘଟଣା ଜଣାଇଲେ।

Nehemiah 6:14
ହେ ପରମେଶ୍ବର, ଟୋବିୟ ଓ ସନ୍ବଲ୍ଲଟର ଯାହା କରିଛନ୍ତି ମନେ ପକାଅ, ନାରୀ ଭବିଷ୍ଯଦ୍ବକ୍ତା ନୋଯଦିଯା ସହିତ ଅନ୍ୟ ଯାଜକମାନେ ମାେତେ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲେ।

Isaiah 8:3
ତା'ପ ରେ ମୁଁ ଭବିଷ୍ଯତବକ୍ତୀଙ୍କ ନିକଟକୁ ଗଲି। ସେ ଗର୍ଭବତୀ ଥିଲେ ଓ ଏକ ପୁତ୍ର ପ୍ରସବ କଲେ। ତା'ପ ରେ ସଦାପ୍ରଭୁ ମାେତେ କହିଲେ, ତାହାର ନାମ ମ ହରେ-ଶାଲଲ-ହାଶ୍-ବସ୍ ରଖ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்