Base Word
אֶלְעָלֵא
Short DefinitionElale or Elaleh, a place east of the Jordan
Long Definitiona Reubenite village near Heshbon (in ruins)
Derivationor (more properly) אֶלְעָלֵה; from H0410 and H5927; God (is) going up
International Phonetic Alphabetʔɛl.ʕɔːˈleʔ
IPA modʔɛl.ʕɑːˈleʔ
Syllableʾelʿālēʾ
Dictionel-aw-LAY
Diction Model-ah-LAY
UsageElealeh
Part of speechn-pr-loc

Numbers 32:3
ସମାନେେ କହିଲେ, ତୁମ୍ଭର ଏହି ସବେକମାନଙ୍କର ବହୁ ମଷେ ଓ ଗୋରୁଗାଈ ଅଛନ୍ତି। ଯେଉଁ ସବୁ ଦେଶକୁ ସଦାପ୍ରଭୁ ଇଶ୍ରାୟେଲର ପାଇଁ ପରାସ୍ତ କରିଅଛନ୍ତି, ତାହା ଆମ୍ଭର ମଷଗେୁଡିକ ନିମନ୍ତେ ଓ ଗୋରୁଗାଈ ନିମନ୍ତେ ଉତ୍ତମ ଅଟେ।

Numbers 32:37
ରୁବନେ ଗୋଷ୍ଠୀଗଣ ହିଷ୍ ବୋନ୍, ଇଲିଯାଲୀ ଓ କିରିଯାଥଯିମ୍କୁ।

Isaiah 15:4
ହଶବୋନ୍ ଓ ଇଲିଯାଲି ଅତି ଉଚ୍ଚସ୍ବର ରେ କ୍ରନ୍ଦନ କରୁଛି। ସମାନଙ୍କେର ରବ ୟହସ୍ ପର୍ୟ୍ଯନ୍ତ ଶୁଣା ୟାଇଛି। ଏପରିକି ମାୟୋବର ସୈନ୍ଯମାନେ ଭୟ ରେ କମ୍ପିତ ହାଇେ ଆର୍ତ୍ତନାଦ କରୁଛନ୍ତି।

Isaiah 16:9
ମୁଁ ୟା ସରେ ଓ ଶିବମାର ଲୋକମାନଙ୍କ ସହିତ ମିଶି ବିଳାପ କରିବି କାରଣ ସମାନଙ୍କେର ଦ୍ରାକ୍ଷାଲତା ସବୁ ଧ୍ବଂସ ପାଇଛି। ହିଶ୍ବୋନ୍ ଓ ଇଲିଯାଲି ସହିତ ଲୋତକ ଜଳ ରେ ତିନ୍ତାଇବା, କାରଣ ତୁମ୍ଭମାନଙ୍କର ଶସ୍ଯ ଅମଳ ହବେ ନାହିଁ କି ଗ୍ରୀଷ୍ମ କାଳର ଫଳ ପାଇବା ନାହିଁ ଏବଂ ତୁମ୍ଭମାନଙ୍କ ଆନନ୍ଦ ଧ୍ବନି ରହିବ ନାହିଁ।

Jeremiah 48:34
ହିଶବୋନ ଓ ଇଲିଯାଲୀର କ୍ରନ୍ଦନ ୟାହସ ପର୍ୟ୍ଯନ୍ତ ଶୁଣା ୟାଇଅଛି। ଆଉ ମଧ୍ଯ ସହେି କ୍ରନ୍ଦନ ସୋଯରଠାରୁ ହୋରୋନଯିମ ଓ ଇଗ୍ଲଥ୍ ଗଲୀଶୀଯା ପର୍ୟ୍ଯନ୍ତ ଶ୍ରୁତିଗୋଚର ହାଇେଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହାଇେଅଛି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்