Base Word
נָאָה
Short Definitiona home; figuratively, a pasture
Long Definitionpasture, abode, abode of shepherd, habitation, meadow
Derivationfrom H4998
International Phonetic Alphabetn̪ɔːˈʔɔː
IPA modnɑːˈʔɑː
Syllablenāʾâ
Dictionnaw-AW
Diction Modna-AH
Usagehabitation, house, pasture, pleasant place
Part of speechn-f

Psalm 23:2
ସେ ମାେତେ କୋମଳ ସବୁଜ ସ୍ଥାନରେ ଶାଇେବାକୁ ଦିଅନ୍ତି। ସେ ମାେତେ ସ୍ଥିର ଜଳପୂର୍ଣ୍ଣ ପୁଷ୍କରିଣୀ ପାଖେ ପାଖେ କଢ଼ାଇ ନିଅନ୍ତି।

Psalm 65:12
ମରୁଭୂମି ଓ ପର୍ବତଗୁଡ଼ିକୁ ତୁମ୍ଭେ ସବୁଜ ଘାସରେ ଆଚ୍ଛାଦିତ କର।

Psalm 74:20
ଆମ୍ଭମାନଙ୍କ ଚୁକ୍ତି ପୂରଣ କର। ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ଯରେ ପରିପୂର୍ଣ୍ଣ ହେଲା।

Psalm 83:12
ସହେି ନେତାମାନେ କହିଲେ, ସମାନେେ ତୁମ୍ଭର ଭୂମି ଛାଡ଼ିବା ପାଇଁ ଆମ୍ଭକୁ ବାଧ୍ଯ କରିବେ।

Jeremiah 9:10
ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କବଳେ ବିଳାପ କରିବି। ସମାନଙ୍କେ ନିମନ୍ତେ ଗୋଳ କରିବି। କାରଣ କହେି ଜୀବନ୍ତ ପ୍ରାଣୀ ସଠାେ ରେ ନ ଥିବେ। କୌଣସି ଲୋକ ୟାତାଯାତ କରିବେ ନାହିଁ। ପଶୁପଲର ରବ ଶୁଣାୟିବ ନାହିଁ। ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସଠାରୁେ ପଳାଯନ କରିବେ।

Jeremiah 23:10
କାରଣ ଯିହୁଦା ପାପୀ ଓ ବ୍ଯଭିଚାରୀମାନଙ୍କର ପରିପୂର୍ଣ୍ଣ। ସମାନେେ ବହୁ ଭାବରେ ଅବିଶ୍ବସ୍ତ ହାଇେଛନ୍ତି। ସଦାପ୍ରଭୁଙ୍କର ଅଭିଶାପ ଯୋଗୁଁ ପ୍ରାନ୍ତରସ୍ଥ ଚାରଣଭୂମି ଶୁଷ୍କ ହାଇେଅଛି। ଦେଶ ଶାେକ କରୁଅଛି। ଭବିଷ୍ଯଦବକ୍ତାଙ୍କର ବ୍ଯବହାର ଓ ପରାକ୍ରମ ନ୍ଯାଯସଙ୍ଗତ ନୁହେଁ।

Jeremiah 25:37
ପୁଣି ସଦାପ୍ରଭୁଙ୍କର ପ୍ରଚଣ୍ଡ କୋର୍ଧ ଯୋଗୁଁ ଶାନ୍ତିପୂର୍ଣ୍ଣ ଖୁଆଡ଼ସବୁ ଶୂନ୍ଯ ମରୁ ହାଇେଅଛି।

Lamentations 2:2
ସଦାପ୍ରଭୁ ଯାକୁବର ସକଳ ବାସସ୍ଥାନ ଧ୍ବଂସ କରିଛନ୍ତି। ସେ ତାହାପ୍ରତି ଦୟା କରି ନାହାଁନ୍ତି। ସେ ଆପଣା କୋରଧ ରେ ଯିହୁଦା କନ୍ଯାର ଦୃଢ଼ ଦୁର୍ଗଗୁଡ଼ିକୁ ଉତ୍ପାଟନ କରିଛନ୍ତି। ସଦାପ୍ରଭୁ ତାହାର ରାଜ୍ଯ ଓ ତା'ର ଅଧିପତିମାନଙ୍କୁ ଭୂମିସାତ୍ କରିଛନ୍ତି।

Joel 1:19
ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଗତ କରି ଦଇେଛି। ସହେି ଅଗ୍ନି ଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ ପୋଡି଼ ଜାଳି ଦଇେଛି।

Joel 1:20
ବନ୍ଯ ପ୍ରାଣୀମାନେ ମଧ୍ଯ ତୁମ୍ଭର ସାହାୟ୍ଯ ଭିକ୍ଷା କରୁଛନ୍ତି। ଝରଣାଗୁଡିକ ଜଳଶୂନ୍ଯ ଓ ଶୁଷ୍କ। ଅଗ୍ନି ଆମ୍ଭର ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଣତ କରିଛି।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்