Base Word
אֶלְעָזָר
Short DefinitionElazar, the name of seven Israelites
Long Definitionthe high priest son of Aaron
Derivationfrom H0410 and H5826; God (is) helper
International Phonetic Alphabetʔɛl.ʕɔːˈd͡zɔːr
IPA modʔɛl.ʕɑːˈzɑːʁ
Syllableʾelʿāzār
Dictionel-aw-DZAWR
Diction Model-ah-ZAHR
UsageEleazar
Part of speechn-pr-m

Exodus 6:23
ହାରୋଣ ଇଲିଶେବ୍କୁ ବିବାହ କଲେ। ଇଲୀଶବୋ ଥିଲେ ଅମ୍ମୀନାଦବର କନ୍ଯା ନ ହଶାେନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିଯାସର ଓ ଈଥାମରକୁ ପ୍ରସବ କଲା।

Exodus 6:25
ହାରୋଣର ପୁତ୍ର ଇଲିଯାସର ଫୂଟୀଯଲରେ ଏକ କନ୍ଯକୁ ବିବାହ କଲେ ଓ ସେ ଔରସ ରେ ପୀନହସକୁ ଜନ୍ମ ଦଲୋ। ଏମାନେ ସମସ୍ତେ ଲବେୀୟ ଥିଲେ।

Exodus 28:1
ତହିଁରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ଭାଇ ହାରୋଣ ଏବଂ ତାଙ୍କର ପୁତ୍ର ନାଦବ୍, ଅବୀଦ, ଇଲିଯାଜର ଓ ଇଥାମରକୁ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ଆଣ। ସମାନେେ ମାରେ ଯାଜକଗଣ ହବେେ।

Leviticus 10:6
ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀଯାସର ଓ ଈଥାମରଙ୍କୁ କହିଲେ, ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭମାନେେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦବୋଭଳି କାର୍ୟ୍ଯ କର ଓ ତୁମ୍ଭମାନେେ ମୃତ୍ଯୁବରଣ କରିବ ନାହିଁଏବଂ ପରମେଶ୍ବର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ବଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇଶ୍ରାୟେଲ ବଂଶ ରୋଦନ କରନ୍ତୁ।

Leviticus 10:12
ଏହାପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିଯାସର ଓ ଈଥାମରଙ୍କୁ କହିଲେ, ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ଯ ନବୈେଦ୍ଯ, ତାହା ତୁମ୍ଭମାନେେ ନଇେ ୟଜ୍ଞବଦେୀ ନିକଟରେ ବିନା ତାଡି ରେ ଭୋଜନ କର, ତାହା ମହାପବିତ୍ର।

Leviticus 10:16
ମାଶାେ ପାପାର୍ଥକ ଛାଗର ବହୁତ ଅନ୍ବଷେଣ କଲେ, ମାତ୍ର ତାହା ଦଗ୍ଧ ହାଇେସାରିଥିଲା। ଏଣୁ ସେ ହାରୋଣଙ୍କ ଅବଶିଷ୍ଟ ଦୁଇ ପୁତ୍ର ଇଲିଯାସର ଓ ଈଥାମରଙ୍କ ଉପରେ ରାଗି କହିଲେ,

Numbers 3:2
ହାରୋଣଙ୍କର ଚାରିପୁତ୍ର ମଧିଅରେ ପ୍ରଥମଜାତ ନାଦବ, ତା'ପରେ ଆବୀହୂ, ଇଲିଯାସର ଓ ଇଥାମର।

Numbers 3:4
ମାତ୍ର ନାଦବ ଓ ଆବୀହୂ ସୀନଯ ପ୍ରାନ୍ତର ରେ ଅଜଣା ଅଗ୍ନି ସଦାପ୍ରଭୁଙ୍କ ଉତ୍ସର୍ଗ, ଉତ୍ସର୍ଗ କରି ପ୍ରାଣ ତ୍ଯାଗ କଲେ। ସମାନଙ୍କେର ପୁତ୍ର ନଥିଲା; ଏଣୁ ଇଲିଯାସର ଓ ଇଥାମର ଆପଣା ପିତା ହାରୋଣଙ୍କ ଉପସ୍ଥିତି ରେ ଯାଜକକର୍ମ କଲେ।

Numbers 3:32
ଯାଜକ ହାରୋଣର ପୁତ୍ର ଇଲିଯାସର ସମସ୍ତଙ୍କ ମଧିଅରେ ପ୍ରଧାନ ଲବେୀୟମାନଙ୍କର ଅଧିପତି। ସେ ଯେଉଁମାନେ ପବିତ୍ର ବିଷଯର କାର୍ୟ୍ଯ କରନ୍ତି ସମାନଙ୍କେର ତତ୍ତ୍ବାବଧାନ କରିବ।

Numbers 4:16
ଆଉ ସମସ୍ତ ଆବାସର, ତତ୍ତ୍ବାବଧାନ ସହେି ପବିତ୍ର ତମ୍ବୁ ଏବଂ ତନ୍ମଧ୍ଯସ୍ଥିତ ସମସ୍ତ ପବିତ୍ରସ୍ଥାନ ଏବଂ ସମସ୍ତ ଦ୍ରବ୍ଯ ଅର୍ଥାତ୍ ଦୀପାର୍ଥକ ତୈଳ, ଧୂପାର୍ଥକ ସୁଗନ୍ଧି ଦ୍ରବ୍ଯ, ନିତ୍ଯଭକ୍ଷ୍ଯ ନବୈେଦ୍ଯ ଓ ଅଭିଷକୋର୍ଥକ ତୈଳ, ଏହି ସବୁର ତତ୍ତ୍ବାବଧାନ କାର୍ୟ୍ଯ ହାରୋଣର ପୁତ୍ର ଇଲିଯାସର ଯାଜକର ହବେ।

Occurences : 72

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்