Base Word
מְרָרִי
Short DefinitionMerari, an Israelite
Long Definitionthe 3rd son of Levi and head of a Levitical family
Derivationfrom H4843; bitter
International Phonetic Alphabetmɛ̆.rɔːˈrɪi̯
IPA modmɛ̆.ʁɑːˈʁiː
Syllablemĕrārî
Dictionmeh-raw-REE
Diction Modmeh-ra-REE
UsageMerari
Part of speechn-pr-m

Genesis 46:11
ଲବେୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି।

Exodus 6:16
ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।

Exodus 6:19
ମରାରିର ସନ୍ତାନମାନେ ଥିଲେ, ମହଲି ଓ ମୂଶି ଏହିସବୁ ବଂଶ ଇଶ୍ରାୟେଲୀୟ ଲବେୀ ବଂଶୀଯ ଥିଲେ।

Numbers 3:17
ଲବେୀର ତିନିପୁତ୍ର ଥିଲେ ଓ ସମାନଙ୍କେର ନାମ ହେଲା ଗେର୍ଶୋନ,କାହାତ୍ ଓ ମରାରି।

Numbers 3:20
ପୁଣି ଆପଣା ବଂଶ ଅନୁସାରେ ମରାରିର ପରିବାରବର୍ଗର ନାମ ମହଲି ଓ ମୂଶି।

Numbers 3:33
ମହଲୀଯ ପରିବାରବର୍ଗ ଏବଂ ମୂଶୀଯ ପରିବାରବର୍ଗ ମରାରୀଯଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀଯ ପରିବାର ଅନ୍ତଭୁର୍କ୍ତ।

Numbers 3:33
ମହଲୀଯ ପରିବାରବର୍ଗ ଏବଂ ମୂଶୀଯ ପରିବାରବର୍ଗ ମରାରୀଯଠାରୁ ଉତ୍ପନ୍ନ ହେଲେ। ଏମାନେ ମରାରୀଯ ପରିବାର ଅନ୍ତଭୁର୍କ୍ତ।

Numbers 3:35
ଆଉ ଅବୀହଯଲର ପୁତ୍ର ସୂରୀଯଲେ ମରାରି ପରିବାରବର୍ଗର ଅଧିପତି। ସମାନେେ ଉତ୍ତର ଦିଗ ରେ ଆବାସ ନିକଟରେ ଛାଉଣୀ ସ୍ଥାପନ କରିବେ।

Numbers 3:36
ମରାରି ପରିବାରର ସଭ୍ଯମାନେ କାଠପଟାଗୁଡିକ, ଅର୍ଗଳଗୁଡିକ, ସ୍ତମ୍ଭସମସ୍ତ, ଭିତ୍ତିସମସ୍ତ ଏବଂ ଅନ୍ୟସମସ୍ତ ସାମଗ୍ରୀ ଏବଂ ଏହି ସମ୍ବନ୍ଧୀଯ କାର୍ୟ୍ଯର ଦାଯିତ୍ବ ବହନ କରିବେ।

Numbers 4:29
ତୁମ୍ଭେ ମରାରି ସନ୍ତାନଗଣର ପିରିବାରବର୍ଗ ଓ ପିତୃଗୃହ ଅନୁସାରେ ସମାନଙ୍କେୁ ଗଣନା କରିବ।

Occurences : 39

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்