Base Word
מִרְמָה
Short Definitionfraud
Long Definitiondeceit, treachery
Derivationfrom H7411 in the sense of deceiving
International Phonetic Alphabetmɪrˈmɔː
IPA modmiʁˈmɑː
Syllablemirmâ
Dictionmir-MAW
Diction Modmeer-MA
Usagecraft, deceit(-ful, -fully), false, feigned, guile, subtilly, treachery
Part of speechn-f

Genesis 27:35
ଇସ୍ହାକ କହିଲେ, ତୁମ୍ଭର ଭାଇ ମାେତେ ପ୍ରବଞ୍ଚନା କଲା। ସେ ଆସି ତୁମ୍ଭର ଆଶୀର୍ବାଦ ନଇଗେଲା।

Genesis 34:13
ଯାକୁବର ପୁତ୍ରମାନେ ଶିଖିମକୁ ଓ ତା'ର ପିତାଙ୍କୁ ମଧ୍ଯ ମିଥ୍ଯା କହିବାପାଇଁ ନିଷ୍ପତ୍ତି ନେଲେ। ତା'ର ଭାଇମାନେ ସେତବେେଳେ ପାଗଳ ପ୍ରାଯ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଠା କରିଥିଲା।

2 Kings 9:23
ଏଥି ରେ ଯୋରାମ ଆପଣା ରଥ ବୁଲାଇ ପଳାଯନ କଲେ। ଯୋରାମ ଅହସିଯଙ୍କୁ କହିଲେ, ହେ ଅହସିଯ, ଶଠତା ହେଲା।

Job 15:35
ଦୁଷ୍ଟ ବୁଦ୍ଧି ଲୋକମାନେ ସବୁବେଳେ ଅନ୍ୟର ମନ୍ଦ ବୁଦ୍ଧି ପାଞ୍ଚିଥାନ୍ତି, କିପରି ଅନ୍ୟର କ୍ଷତି କରି ତାକୁ ବିପଦ ରେ ପକାଇବେ। ସମାନେେ ସବୁବେଳେ ଯୋଜନା କରୁଥାନ୍ତି କିପରି ଲୋକମାନଙ୍କୁ ଠକି ହବେ।

Job 31:5
ମଁ କବେେ ମିଥ୍ଯା କହି ନାହିଁ କି ଲୋକଙ୍କୁ ଠକି ନାହିଁ।

Psalm 5:6
ଯେଉଁମାନେ ମିଥ୍ଯା କହନ୍ତି, ତୁମ୍ଭେ ସମାନଙ୍କେୁ ବିନାଶ କରିବ। ତୁମ୍ଭେ ସହେି ଲୋକମାନଙ୍କୁ ଘୃଣା କର ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନ ଷଡ଼ୟନ୍ତ୍ର କରନ୍ତି।

Psalm 10:7
ସହେି ଲୋକମାନେ ସବୁବେଳେ ଈଶ୍ବରଙ୍କୁ ତିରସ୍କାର କରନ୍ତି। ସମାନେେ ସବୁବେଳେ ଅନ୍ୟମାନଙ୍କ ବିଷଯରେ ମନ୍ଦ କଥା କହନ୍ତି। ସମାନେେ ସବୁବେଳେ ମନ୍ଦକାର୍ୟ୍ଯ କରିବାକୁ ଯୋଜନା କରନ୍ତି।

Psalm 17:1
ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଥରେ ଶୁଣ ଓ ମାେତେ ନ୍ଯାଯ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ବରରେ ଡ଼ାକୁ ଅଛି। ୟେ ହତେୁ ମୁଁ ନିଷ୍କପଟ, ତଣେୁ ୟାହା ମୁଁ କହୁଛି, ଦୟାକରି ମାରେ ପ୍ରାର୍ଥନାକୁ ଗ୍ରହଣ କର।

Psalm 24:4
ଯେଉଁ ଲୋକମାନେ କବେେ କିଛି ମନ୍ଦ କାର୍ୟ୍ଯ କରି ନାହାଁନ୍ତି, ୟାହାଙ୍କର ହୃଦଯ ଓ ମନ ନିର୍ମଳ, ଯେଉଁ ଲୋକମାନେ ମାରେ ନାମର ଅସତ୍ଯ ବ୍ଯବହାର କରି ନାହଁନ୍ତି ଯେଉଁ ମିଥ୍ଯା କହନ୍ତି ନାହିଁ କି ମିଥ୍ଯା ପ୍ରତିଶ୍ରୁତି ଦିଅନ୍ତି ନାହିଁ, କବଳେ ସହେି ଲୋକମାନେ ସଠାେରେ ଉପାସନା କରିପାରିବେ।

Psalm 34:13
ସହେି ବ୍ଯକ୍ତି ପ୍ରଥମେ ମନ୍ଦକଥା କହିବା ବନ୍ଦ କରିବା ଦରକାର ଓ ସେ ମିଥ୍ଯା କହିବା ଉଚିତ୍ ନୁହେଁ।

Occurences : 39

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்